ଜୀବନଶୈଳୀ

ଘରେ ବସି ୟୁଟ୍ୟୁବ୍ ରୁ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର, ଜାଣନ୍ତୁ କିପରି କମ୍ ସମୟରେ ମିଳିବ ପଇସା

ବର୍ତ୍ତମାନ ସମୟରେ ଟଙ୍କା କମାଇବାର ଏକ ବଡ଼ ମାଧ୍ୟମ ପାଲଟିଛି ୟୁଟ୍ୟୁବ୍ । ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ୟୁଟ୍ୟୁବ୍ ର ଦିୱାନା । ଦିନକୁ ଦିନ ବଢ଼ିବାରେ ଲାଗିଛି ୟୁଟ୍ୟୁବ୍ ର କଣ୍ଟେଣ୍ଟ ସଂଖ୍ୟା ।

କଣ ଆପଣ ଜାଣନ୍ତି ୟୁଟ୍ୟୁବ୍ କିପରି ଦେଇଥାଏ ଟଙ୍କା ଓ ଆପଣ ବି ୟୁଟ୍ୟୁବ୍ ରୁ କିପରି କମାଇ ପାରିବେ ଟଙ୍କା ? ଆପଣ ଦେଖିଥିବେ କିପରି ଖୁବ୍ କମ୍ ସମୟରେ ୟୁଟ୍ୟୁବର୍ ମାନଙ୍କର ଭାଗ୍ୟ ବଦଳି ଯାଇଛି ।

R

ତେବେ ଜାଣନ୍ତୁ ୟୁଟ୍ୟୁବ୍ ରୁ କିପରି କମାଇବେ ଟଙ୍କା:

୨୦୨୨ ମସିହାର ରିପୋର୍ଟ ଅନୁସାରେ USA ର ଏକ ୟୁଟ୍ୟୁବରସ ମାନେ ବାର୍ଷିକ ସର୍ବାଧିକ ରୋଜଗାର କରିଥାନ୍ତି । ୟୁଟ୍ୟୁବରସ ପିଛା ସେମାନେ ମାସିକ ୮୫ ଡଲାର କମାଇଥାନ୍ତି । ସେହିପରି ଭାରତର ସ୍ଥାନ ମଧ୍ୟମରେ ରହିଛି ।

ୟୁଟ୍ୟୁବ୍ ରେ ପଇସା ରୋଜଗାର କରିବା ବିଶେଷ ଭାବେ ଆପଣଙ୍କ ଭିୟୁ ଉପରେ ନିର୍ଭର କରିଥାଏ । ଏହା ସହିତ ଚ୍ୟାନେଲର ସବସ୍କ୍ରାଇବର୍ ଓ ଆଡର ମଧ୍ୟ ଭୂମିକା ରହିଛି । ୟୁଟ୍ୟୁବ୍ ଆପଣଙ୍କୁ ଭିୟୁ ଓ ଆଡ ଅନୁସାରେ ପଇସା ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button