ଓଡିଶା

ମୟୁରଭଞ୍ଜରେ ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାରେ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର.କପ୍ତିପଦା ଥାନା ନୋଟ ହପବୁରୁ ଗ୍ରାମ ରେ ଏହି ଘଟଣା ଘଟିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button