ଜୀବନଶୈଳୀ

ସାଥି କୁ ସନ୍ତୁଷ୍ଟ କରି ପାରୁନାହାନ୍ତି କି ? ଖାଆନ୍ତୁ ଏହି ସବୁ ଖାଦ୍ୟ, ସୁସ୍ଥ ରହିବା ସହିତ ବଢ଼ିବ ଯୌନ ଶକ୍ତି…

ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତା, ବ୍ୟାୟାମ ନ କରିବା ଏବଂ ଅତ୍ୟାଦିକ ଷ୍ଟ୍ରେସ୍ ରେ ରହିବା ମଣିଷର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ମଣିଷ ଖାସ୍ କରି ପୁରୁଷମାନେ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ହେବାକୁ ଲାଗିଛନ୍ତି। କେବଳ ସେତିକି ନୁହେଁ ଏହା ମଣିଷର ଯୌନ ଜୀବନ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

ଯୌନ ଜୀବନରେ ସମସ୍ୟା ଦେଖାଦେଲେ ଦମ୍ପତ୍ତି ମାନଙ୍କ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ। ତେବେ ଯଦି ଆପଣ ନିଜର ଶରୀରର ଯତ୍ନ ନେବା ସହିତ ଯୌନ ଜୀବନକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଏହି ସବୁ ଖାଦ୍ୟକୁ ସେବନ କରନ୍ତୁ। ପ୍ରତିଦିନ ସକାଳୁ ଉଠି ତୁଳସୀ ଏବଂ ମହୁର ସେବନ କରନ୍ତୁ।

ଏହା କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ପୁରୁଷଙ୍କ ଠାରେ ଯୌନ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ପ୍ରତିଦିନ ସବୁଜ ଅଳେଇଚ ଖାଇବା ଦ୍ୱାରା ଟେଷ୍ଟୋଷ୍ଟେରୋନ୍ ହର୍ମୋନର ସ୍ତର ବୃଦ୍ଧି ପାଇଥାଏ। ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ସେକ୍ସ କରିବାକୁ ଚାହୁଁଥିଲେ ରସୁଣ ଏବଂ ମହୁ ଖାଆନ୍ତୁ। ଏଥିରେ ଥିବା ପୋଷକତତ୍ତ୍ୱ ଆପଣଙ୍କ ଶରୀରକୁ ଦୁର୍ବଳ କରାଇବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button