ଦେଶ ବିଦେଶ

ଜଣେ ମହିଳା ଦେହର କେଉଁ ଜାଗା ସବୁଠାରୁ ଅଧିକ ପବିତ୍ର ହୋଇଥାଏ…

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ମହିଳା ମାନଙ୍କ ଦେହରେ କେଉଁ ଭାଗ ସବୁଠୁ ଅଧିକ ପବିତ୍ର ହୋଇ ଥାଏ । ସେହି ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ଏହାକୁ ଟିକିଏ ସଂମ୍ପର୍ଣ୍ଣ ଭାବେ ଜାଣି ନିଅନ୍ତୁ ।

ଆମେ ମାନେ ଏହି କଥା କୁ ବହୁତ ଭଲ ଭାବେ ଜାଣିଛେ କି ଗୋଟିଏ ସ୍ତ୍ରୀ ଲୋକ ବହୁତ ବିଚିତ୍ର ହୋଇ ଥାଏ । ଏବଂ ଏମାନଙ୍କୁ ବୁଝିବା ବହୁତ ବିଚିତ୍ର ମଧ୍ୟ ହୋଇ ଥାଏ । ଏବଂ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ସଠିକ୍ ଭାବେ କେହି ବି ବୁଝି ପାରି ନାହିଁନ୍ତି । ଏହା ବ୍ୟତିତ ଏମାନଙ୍କ ଶକ୍ତିର ପରିମାପ କେହିବି ପାଇ ପାରି ନାହାଁନ୍ତି ।

ସେମିତି ବେଳେ ଯଦି କହିବା ତେବେ ଶାସ୍ତ୍ର ଅନୁସାରେ ବ୍ରାହ୍ମଣ ମାନଙ୍କ ପାଦ ବହୁତ ପରିମାଣ ରେ ପବିତ୍ର ହୋଇ ଥାଏ । ଏବଂ ଗୋଟିଏ ଗାଈ ର ପଛ ପଟ ହିଁ ବହୁତ ପବିତ୍ର ହୋଇ ଥାଏ । ସେହି ପରି ବେଳେ ଗୋଟିଏ ଛେଳୀ ବା ଘୋଡା ର ମୁହଁ ହିଁ ପବିତ୍ର ହୋଇ ଥାଏ ।

ସେହି ପରି ବେଳେ ଆମେ ଯଦି କୈଣସି ମହିଳାଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ତେବେ ଏମାନଙ୍କ ସବୁ ସବୁ ଅଙ୍ଗ ସବୁ ସ୍ଥାନ ମାନଙ୍କ ରେ ପବିତ୍ରତ ହୋଇ ଥାଏ ।ଏହା ଆମର ଋଷି ଏବଂ ମୁନୀ ମାନଙ୍କର କହିବା କଥା ଅଟେ , ତେବେ ଆପଣ ମାନେ ଏହା ଉପରେ କେବେ ବି ଖରାପ ଭାବନା ଆଣନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ଏହାର ବିଶ୍ୱାସ ହେଉ ନାହିଁ । ତେବେ ଆମେ ଗୋଟିଏ ଉଦାହରଣ ଦେଇ ଆପଣ ମାନଙ୍କୁ ବୁଝେଇ ଦେଉଛୁ ।

ଭାରତ ରେ କେରଳ ରେ ମହିଳା ମାନଙ୍କ ପୂଜା ହୋଇ ଥାଏ ମାଆ ରୂପେ ସ୍ତ୍ରୀ ରୂପେ ଏବଂ ଲକ୍ଷ୍ମୀ ମାତା ଙ୍କ ରୂପେ ଏବଂ ଏହି ଠାରେ ଗୋଟିଏ ପୁରୁଷ ନିଜର ସ୍ତ୍ରୀ ର ପାଦ ଛୁଇଁ ଥାଏ ।

ହେଲେ ସଂମ୍ପର୍ଣ୍ଣ ଉତ୍ତର ଭାରତରେ ଏହା ପାପ କାର୍ଯ୍ୟ ହୋଇ ଥିବା ବେଳେ ଏହାକୁ କେବଳ କେରଳ ରେ ବି ପବିତ୍ର ବୋଲି ମନା ଯାଏ । କେରଳ କୁ ଇଶ୍ୱର ଙ୍କ ସ୍ଥାନ ବୋଲି ସଂଜ୍ଞ୍ୟା ଦିଆ ଜାଇଛି ।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button