ନାରୀ ମାନେ କେଉଁ ବ୍ରତ କଲେ କି ଫଳ ମିଳେ ? ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ
ତେବେ ଆମେ ଜାଣିଛି କି ନାରୀ ମାନେ ଲକ୍ଷ୍ମୀ ଙ୍କର ରୂପ ହୋଇଥାନ୍ତି | ଆଉ ଜଣେ ନାରୀ ପାଖରେ ସମସ୍ତ ଗୁଣ ଭରିକି ରହୁଥିବରୀ ଆମେ ଜଣେ ନାରୀ ଙ୍କୁ ଅର୍ଣ୍ଣପୂର୍ଣ୍ଣା ବୋଲି କହିଥାଉ | ଆଉଯେଉଁ ନାରୀ ମାନେ ବାର ବ୍ରତ କରିଥାନ୍ତି ସେହି ନାରୀ ମାନଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ଅଧିକ ପକେଇଥାନ୍ତି | ତେବେ ନାରୀ ମାନଙ୍କ ପାଖରେ ଏପରି କିଛି ଗୁଣ ଆଉ କାର୍ଯ୍ୟ ରହିଥାଏ ଯାହା ଯୋଗୁଁ ସେମାନଙ୍କର ସେହି ଟିକିଏ ଭୁଲ ର ବଶବର୍ତ୍ତୀ ହେବା ଫଳରେ ମଣିଷ ମାନଙ୍କ ପାଖରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ନାରୀ ମାନେ କେଉଁ କେଉଁ ପୂଜା, ବ୍ରତ କରିବା ଆବଶ୍ୟକ ହୋଇଥାଏ, ଆଉ କେଉଁ ବ୍ରତ କରିଲେ କେଉଁ ଭଲ ମିକିଥାଏ |
ତେବେ ଆଜି ମୁଁ 5 ଟି ବିଷୟ ଉପରେ ବିଶେଷ କରିକି ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ହେଉଛି :-
1- ନାରୀ ମାନେ କେଉଁ ବ୍ରତ ବା ବାର କରିଲେ ଶୁଭ ଫଳ ମିଳିଥାଏ |
2-ଦ୍ଵିତୀୟ କାର୍ଯ୍ୟଟି ହେଉଛି ଶୁଭ କାର୍ଯ୍ୟରେ ସ୍ୱସ୍ତିକ ବ୍ୟବହାର କରିଲେ କଣ ହେବ |
3- ତୃତୀୟ ରେ ମୃତ ବ୍ୟକ୍ତିର ଅସ୍ଥି କୁ ଗଙ୍ଗା ରେ ପକାଇଲେ କଣ ହେବ |
4- ପୂଜା ସମୟରେ ଶଙ୍ଖ ବଜାଇଲେ କଣ ଶୁଭ ଫଳ ମିଳିବ
5- ବ୍ରତ ଓ ଉପବାସ କରିଲେ କଣ ଫଳ ମିଳିଥାଏ |
ତେବେ ପ୍ରଥମରେ ନାରୀ ମାନେ ସାବିତ୍ରୀ ଓଷା କରିଲେ ସ୍ୱାମୀ ଦୀର୍ଘାୟୁ ହୁଏ,ବୁଧେଇ ବ୍ରତ କରିଲେ ପୁତ୍ର ପ୍ରାପ୍ତି ହୁଏ ଓ ରୋଗ ନାଶ ହୁଏ |ସେହିଭଳି ଷଷ୍ଟି ଓଷା କରିଲେ ପିଲା ମାନଙ୍କର ଦୀର୍ଘ ଜୀବନ ହୋଇଥାଏ | ନାଗ ଚତୁର୍ଥୀ କରିଲେ ପିଲା ମାନଙ୍କର ଆଖି, ନାକ, ସବୁ ଠିକ ରହିଥାଏ |ସୁଦସା ବ୍ରତ କରିଲେ ସ୍ୱର୍ଗ ସୁଖ ପ୍ରାପ୍ତ ହୁଏ |ସ୍ୱସ୍ତିକ ହେଉଛି ଲକ୍ଷ୍ମୀ ଙ୍କର ରୂପ, ତେବେ ସ୍ୱସ୍ତିକ ର ଚାରୋଟି ପାର୍ଶ୍ଵ ହେଉଛି ବିଷ୍ଣୁ ଙ୍କର ଚାରୋଟି ବାହୁ | ଆଉ ଶୁଭ କାର୍ଯ୍ୟରେ ସ୍ୱସ୍ତିକ ଟାଙ୍ଗିବାର ମାନେ ହେଉଛି ଲକ୍ଷ୍ମୀ ଆଉ ନାରାୟଣ ଙ୍କର ଦୟା ପଡିଥାଏ |
ତେବେ ମୃତ ବ୍ୟକ୍ତି ର ଅସ୍ଥି କୁ ଗଙ୍ଗା ରେ ଭୋସାଇବା ଦ୍ୱାରା ମୃତ ବ୍ୟକ୍ତି କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ | ଆଉ ମୃତକ ର ଆତ୍ମା କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ |ଶଙ୍ଖ ହେଉଛି ଗୋଟିଏ ଶୁଭ ଧ୍ଵନି, ତେଣୁ ଶୁଭ କାର୍ଯ୍ୟରେ ଯଦି ଆମେ ଶଙ୍ଖ ବଜାଇବା | ତାହେଲେ ଆମେ ମାନେ ସେହି କାର୍ଯ୍ୟରେ ବହୁତ ଶୁଭ ଫଳ ପ୍ରାପ୍ତି କରିବା ସହିତ ଯେଉଁ କାର୍ଯ୍ୟରେ ଆମେ ହାତ ଦେବା ସବୁରେ ମଙ୍ଗଳ ହେବାର ସମ୍ଭାବନା ଅଛି | ସେଥିପାଇଁ ଶୁଭ କାର୍ଯ୍ୟରେ ଆମେ ମାନେ ଶଙ୍ଖ ବଜାଇ ଥାଉ |ବ୍ରତ ବା ଉପବାସ କରିଲେ ମନରେ ନିଷ୍ଠା ଆଉ ଏକାଗ୍ରତା ବଢିଥାଏ | ଆଉ ମନର ଶାନ୍ତି ମଧ୍ୟ ହୋଇଥାଏ ଯାହା ଫଳରେ ମଣିଷ ଯାହା ଚାହିଁଥାଏ ସବୁ ପୁରଣ ମଧ୍ୟ ହୋଇଥାଏ | ତେବେ ଏହା ଥିଲା ନାରୀ ମାନଙ୍କ ବିଷୟରେ ଯାହା କରିବା ଦ୍ୱାରା ନାରୀ ମାନଙ୍କର ବହୁତ ମଙ୍ଗଳ ହୋଇଥାଏ |