ସ୍ୱାସ୍ଥ୍ୟ

GK – ପ୍ରତି ଦିନ ଖାଲି ପେଟରେ କଞ୍ଚା ରସୁଣ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା ।

1- ଦିନରେ କେଉଁ ପ୍ରାଣୀ ଶୋଇଥାଏ ?

ଉତ୍ତର- ଭାଲିଆଖାଇ ।

2- କେଉଁ ପ୍ରାଣୀ ଅଧିକ ବୟସ ବଞ୍ଚି ରହିଥାଏ ?

ଉତ୍ତର- ଗ୍ରୀନଲ୍ୟାଣ୍ଡ ସାର୍କ ।

3- କେଉଁ ପ୍ରାଣୀ 3 ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ?

ଉତ୍ତର- ଗେଣ୍ଡା ।

4- କାହାର ବୟସ 1 ଦିନ ମାତ୍ର ହୋଇଥାଏ ?

ଉତ୍ତର- ମଶା ।

5- ଦୁନିଆର ସବୁଠାରୁ ସୁନ୍ଦର ପ୍ରାଣୀ କାହାକୁ କୁହାଯାଏ ?

ଉତ୍ତର- ଠେକୁଆ ।

6- କେଉଁ ଜୀବ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୋଇ ନ ଥାଏ ?

ଉତ୍ତର- ପିମ୍ପୁଡି ।

7- କେଉଁ ପ୍ରାଣୀ ଦିନରେ 18 ଘଣ୍ଟା ଶୋଇଥାଏ ?

ଉତ୍ତର- ଅଜଗର ।

8- ପୃଥିବୀର ସବୁଠାରୁ ବୁଦ୍ଧିମାନ ପ୍ରାଣୀ କଣ ହୋଇଥାଏ ?

ଉତ୍ତର- ଡଲଫିନ ।

9- ଶରୀରକୁ ଶକ୍ତିଶାଳୀ ରଖିବା ପାଇଁ ସକାଳେ କଣ ଖାଇବା ଉଚିତ ?

ଉତ୍ତର- କଦଳୀ ଓ କ୍ଷୀର ।

10- ଶରୀର ଶକ୍ତିଶାଳୀ କେଉଁ ବୟସରେ ହୋଇଥାଏ ?

ଉତ୍ତର- 25 ବର୍ଷ ।

11- ଖାଲି ପେଟରେ ସକାଳେ ଖାଇବା ପାଇଁ ସର୍ବୋତ୍ତମ ଫଳ କଣ ହୋଇଥାଏ ?

ଉତ୍ତର- ଖଜୁରୀ ।

12- ସର୍ବାଧିକ ପ୍ରୋଟିନ କେଉଁ ଫଳରେ ମିଳିଥାଏ ?

ଉତ୍ତର- କଦଳୀ ।

13- ଅପରାହ୍ନରେ କେଉଁ ଖାଦ୍ୟ ଖାଇବା ଉଚିତ ?

ଉତ୍ତର- ଡାଲି ଭାତ ।

14- ଉଦାସୀନତାକୁ ଦୂର କରିବା ପାଇଁ କଣ ଖାଇବା ଉଚିତ ?

ଉତ୍ତର- ନାସ୍ପାତି ।

15- ଆପଣ ଆପଣଙ୍କ ମନକୁ କିପରି ସାନ୍ତ କରିପାରିବେ ?

ଉତ୍ତର- ଯୋଗ ଓ ଧ୍ୟାନ କରି ।

16- କେଉଁ ଫଳ ମସ୍ତିସ୍କକୁ ତୀକ୍ଷଣ କରିଥାଏ ?

ଉତ୍ତର- ବାଦାମ ।

17- କିଡନି ସଫା କରିବା ପାଇଁ କେଉଁ ରସ ଗ୍ରହଣ କରାଯିବା ଉଚିତ ?

ଉତ୍ତର- ବିଟ ରସ ।

18- କଖାରୁ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- କୋଷ୍ଠକାଠିନ୍ୟ ରୁ ତୁରନ୍ତ ମୁକ୍ତି ମିଳି ଥାଏ ।

17- ସବୁ ଦିନ ପାଇଁ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କଣ କରିବା ଉଚିତ ?

ଉତ୍ତର- ବାଦାମ ଖାଇବା ।

18- ପ୍ରତି ଦିନ ଖାଲି ପେଟରେ କଞ୍ଚା ରସୁଣ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- କର୍କଟ ପ୍ରତିରୋଧ ।

Related Articles

Leave a Reply

Your email address will not be published. Required fields are marked *

Back to top button