ବିଚାର

ଲାଲ କପଡାରେ ରସୁଣ ବାନ୍ଧି ଘରେ ପୋତିଲେ କେଉଁ ଲାଭ ହୋଇଥାଏ ? Ajira Anuchinta

ବନ୍ଧୁଗଣ ଜୀବନକୁ ସୁଖମୟ ଓ ଆନନ୍ଦମୟ କରିବା ପାଇଁ ଆମେ ନେଇ ଆସିଛୁ କିଛି ଅନୁଚିନ୍ତା ଆପଣ ମାନଙ୍କ ପାଇଁ । ୧- ରତାୟରେ ରୋଷେଇ ଘର ଭଲ ଭାବେ ସଫା କରିବା ଉଚିତ ଓ ରୋଷେଇ ଘରେ ଅଇଁଠା ବାସନ ରଖିବା ଅନୁଚିତ । ଏହାଦ୍ବାରା ରାହୁଙ୍କ ଖରାପ ପ୍ରଭାବ ପଡିଥାଏ ।

୨- ରାତିରେ ରୋଷେଇ ସାରିବା ପରେ ଚୁଲାରେ କ୍ଷୀର ଛିଟା ମାରି ଚୋଲା ବନ୍ଦ କରିବା ଶୁଭ ହେବା ସହ ଦାମ୍ପତ୍ୟ ଜୀବନରେ କାହାର ନଜର ଲାଗେ ନାହିଁ ।

୩- ରାତିରେ ଶୋଇବା ପୂର୍ବରୁ ଘରର ଦକ୍ଷିଣ-ପଶ୍ଚିମ କୋଣରେ ବଳ ଜଳାଇବା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ।

୪- ସ୍ତ୍ରୀ ମାନେ ଶୋଇବା ପୂର୍ବରୁ ଗୁରୁଜନଙ୍କ ମୁଖ ଚାହିଁ ସୋଇଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୫- ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ହେଉଥାଏ ତେବେ ଶୋଇବା ସମୟରେ ବେଡ ରୁମରେ କର୍ପୁର ଜଳାଇବା ଦ୍ଵାର ସମ୍ପର୍କ ମଧୁର ହୋଇଥାଏ ।

୬- ଘରର ମୁଖ୍ୟଦ୍ଵାରରେ ଲକ୍ଷ୍ମୀଙ୍କ ପଦ ଚିହ୍ନ ଆଙ୍କିବା ଦ୍ଵାରା ଶୁଭ ହେବା ସହ ଘରକୁ ଧନର ଆଗମନ ହୋଇଥାଏ ।

୭- ଯଦି ଜୀବକା ଅର୍ଜନ ପାଇଁ ଚାକିରି ମିଳିବ କଷ୍ଟ ହେଉଥାଏ ତେବେ ହନୁମାନ ଜୀ ଙ୍କୁ ସ୍ମରଣ କରି ଗରିବ ଲୋକଙ୍କୁ କମ୍ବଳ ଦାନ କରିଲେ ମଙ୍ଗଳକାରୀ ହୋଇଥାଏ ।

୮- ମଙ୍ଗଳବାରରେ କେବେ ବି ଲୁହା, ଷ୍ଟିଲ, ଧାରୁଆ ଥିବା ଜିନିଷ କିଣିବା ଉଚିତ ନୁହେଁ । ମହିଳାମାନେ ସୋମବାର, ବୁଧବାର ଓ ଗୁରୁବାର ଦିନ କେଶ ଧୋଇବା ଅନୁଚିତ ।

୯- ଗୁରୁବାରର ଦିନ ଘର ସଫା କରିବା ଅନୁଚିତ । ଏହାଦ୍ବାରା ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ଶନିବାର ଓ ରବିବାରରେ ଘର ସଫା କରିଲେ ମଙ୍ଗଳକାରୀ ହୋଇଥାଏ ।

୧୦- ଘରେ ସମି ଗହ ଲଗାଇବା ଦ୍ଵାରା ଧନକୁ ଆକର୍ଷିତ କରିଥାଏ । ସମି ଗଛ ଥିବା ଜାଗାରେ ମା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ ।

୧୧- ଘରେ ତୁଳସୀ ଗଛ ଲଗାଇବା ଶୁଭ ହେବା ସହ ନିତ୍ୟ ଘିଅ ଦୀପ ଜଳାଇବା ଦ୍ଵାରା ଧନ ସମ୍ପତିର ଅଭାବ ହୁଏ ନାହିନ ।

୧୨- ନିୟମିତ ଭାବେ ଗରିବ ଲୋକଙ୍କୁ ଦାନ ପୂଣ୍ୟ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଘରର ଉତ୍ତର ଦିଗର ଧନ ପ୍ରାପ୍ତିର ଦିଗ ହୋଇଥାଏ ।

୧୩- କୌଣସି ବିଶେଷ କାମରେ ବାହାରକୁ ଯିବା ସମୟରେ ଗଣେଶ ଜୀ ଙ୍କୁ ସ୍ମରଣ କରି ହଳଦୀ ଟୀକା ମୁଣ୍ଡରେ ଲଗାଇ ଯିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ  ।

୧୪- ବିବାହରେ ବିଳମ୍ବ ହେଉଥାଏ ତେବେ ପ୍ରତେକ ଦିନ ଗାଧୋଇବା ପରେ ହଳଦୀ ଟୀକା ମୁଣ୍ଡରେ ଲଗାଇବା ସହ ଗୁରୁବାର ଦିନ ଗଣେଶ ଜୀ ଙ୍କୁ ହଳଦୀ ଅର୍ପଣ କରିବା ଉଚିତ ।

୧୫- ଜୀବନରେ ଉନ୍ନତି ହେଉ ନ ଥାଏ ତେବେ ଗାଧୋଇବା ସମୟରେ ପାଣିରେ ହଳଦୀ ମିଶାଇ ଗାଧୋଇଲେ ଭଲ ହୋଇଥାଏ ।

୧୭- ନାଲି କପଡାରେ ରସୁଣ ଦୁଇ ପାଖୁଡା ବାନ୍ଧିକି ଘରର ଉତ୍ତର ଦିଗରେ ମାଟିରେ ପୋତିବା ଦ୍ଵାରା ଧନ ସମ୍ପଦ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button