ରାଶିଫଳ

ପଇସା ଗଣି ଗଣି ଥକିଯିବେ, 100 ବର୍ଷ ପରେ 11 ଫେବୃଆରୀ ରେ ବନୁଛି “କାଳସର୍ପ ଯୋଗ” 6ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ଜନ୍ମ କୁଣ୍ଡଳୀକୁ ଆମ ଜୀବନର ଆଇନା କୁହାଯାଏ । ଏମିତି କୁହାଯାଏ କି ଆମର ଭବିଷ୍ୟ ଓ ଭୂତକାଳରେ ଯାହା ବି ହେଉଛି ବା ହେବାକୁ ଯାଉଛି ତାହା ଜନ୍ମ କୁଣ୍ଡଳୀରୁ ଜଣା ପଡିଥାଏ । ଜନ୍ମ କୁଣ୍ଡଳୀ ଦ୍ଵାରା ଭବିଷ୍ୟ ବିଷୟରେ ଜଣା ପଡିବା ସହ କୁଣ୍ଡଳୀରେ ଗ୍ରହର ସ୍ଥିତି ଅନୁଯାୟୀ ଗ୍ରହ ଦୋଷ ବିଷୟରେ ଜଣା ପଡିଥାଏ । ଏହି ଦୋଷ ମଧ୍ୟରୁ ଗୋଟେ ହେଉଛି କାଳସର୍ପ ଯୋଗ ।

ତେବେ ଫେବୃଆରୀ 11 ତାରିଖରେ ହେବାକୁ ଯାଉଛି କାଳସର୍ପ ଯୋଗ । ଏହି ଯୋଗ କାରଣରୁ 6ଟି ରାଶିଙ୍କ ଜୀବନରେ ଏବେ ବହୁତ କିଛି ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଯେଉଁ ବ୍ୟକ୍ତି ମାନେ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ତାଙ୍କ ପୋଷ୍ଟ ରେ ପଦୋନ୍ନତି ମିଳିବ ଓ ଉଚ୍ଚ ଧିକାରୀଙ୍କ ସହଯୋଗ ମିଳିବ । ସମଯରେ ମାନ ସମାନ ବଢିବ । ଏହି ରାଶିର ଲୋକ ମାନେ କାମରେ ଧର୍ଯ୍ୟ ରଖନ୍ତୁ ।

ପଇସା କୁ ନେଇ ଆପଣ କିଛି ମାମଲାକୁ ନିଜ ପକ୍ଷରେ କରିବେ । ପ୍ରତେକ ବିଷୟରେ ଆପଣ ଆଦିକ ଜାଣିବାକୁ ଚେଷ୍ଟା କରିବେ । କେଉଁଠି କି ଯିବାକୁ ପ୍ଳାନ କରିବେ । ପରିବାର ଲୋକେ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆପଣ ଅନ୍ୟ ସହ ଯେତେ ଭଲ ବ୍ୟବହାର କରିବେ ଲୋକଙ୍କର ଇମ୍ପପ୍ରେସନ ଆପଣଙ୍କ ଉପରେ ଭଲ ରହିବ । ଆପଣଙ୍କ ପରିବାରରେ ନୂଆ ଜିନିଷର ଆଗମନ ହେବ ।

ଯାହା କାରଣରୁ ଖୁସିର ବାତାବରଣ ରହିବ । ସମ୍ପର୍କୀୟ ଙ୍କ ସହ ମନର କଥା ପ୍ରକାଶ କରିବେ । ଜୀବନସାଥିଙ୍କ ସହ ବେହତର ସମୟ ବିତାଇବେ । ଏହି ସମୟରେ ନିବେଶ ପାଇଁ ପାଇଁ ସମୟ ଭଲ ଅଛି । ବଡ ଯୋଜନାରେ ନିବେଶ କରନ୍ତୁ ନାହି । ସ୍ୱାସ୍ଥ୍ୟ ସାମାନ୍ଯ ରହିବ । ଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ । ପରିବାରର ପୂର୍ଣ୍ଣ ସାଥ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ଜୀବନସାଥିଙ୍କ ସହ ରୋମାନ୍ସ କରିବାର ସମୟ ମିଳିବ । ଆୟରେ ବୃଦ୍ଧି ହେବ । ବ୍ୟାପାର ଓ କ୍ଯାରିୟରର ସ୍ଥିତି ଭଲ ରହିବ । ନୂଆ ଚାକିରି ମିଳିପାରେ । ଅଚାନକ ବଡ ଖୁସି ଖବର ମିଳିପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ମହାଦେବଙ୍କ କୃପା ଆପଣଙ୍କ ଉପରେ ବିଶେଷ ଭାବେ ରହିବେ । ଯେଉଁ କାମ କରିବେ ତାହା ଦରକାର ଠାରୁ ଅଧିକ ସହଳତା ଦେବ । ବ୍ୟବସାୟ ପାଇଁ ସ୍ଥିତି ଭଲ ରହିବ ।

ବୈବାହିକ ସମର୍କରେ ମଧୁରତା ଦେଖିବାକୁ ମିଳିବ । ଜୀବନରେ ସୁଖ ସମୃଦ୍ଧି ଆସିବ । ଯାହା ବି କଠିନ ସ୍ଥିତି ଥିଲା ତାହା ଦୂର ହେବ । ଜୀବନରେ କିଛି ବାଧା ଆଉ ଆସିବ ନାହି । ମହାଦେବଙ୍କ ଖାସ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ତୁଳା ରାଶି, କନ୍ୟା ରାଶି, କୁମ୍ଭ ରାଶି, ମୀନ ରାଶି ଓ ମିଥୁନ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button