ମନୋରଞ୍ଜନ

କେଉଁ ଫଳ ର ମଞ୍ଜି ବିଛା ବିଷ କୁ ତୁରନ୍ତ ବାହାର କରିଥାଏ ? ଏହା ସହ ଜାଣନ୍ତୁ 10ଟି ପ୍ରଶ୍ନ ଓ ଏହାର ଉତ୍ତର !

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହା ଦ୍ଵାରା ଆପଣ ଏହାକୁ ଯାଣି ଅନ୍ୟ ସହ ଆଲୋଚନା କରି ତାଙ୍କୁ ମଧ୍ୟ ଜ୍ଞାନ ବାଣ୍ଟି ପାରିବେ ।

ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କ ପାଖରେ ଯେତେ ମଧ୍ୟ କୌଶଳ ବିଦ୍ୟା ରହିଥାଉ । ସେହି ବ୍ୟକ୍ତି ବିଶେଷକୁ ଜେନରାଲ ନଲେଜ ବା ସାଧାରଣ ଜ୍ଞାନର ମଧ୍ୟ ଆବଶ୍ୟକତା ରହିଥାଏ । ତେବେ ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିବା ।

1- କେଉଁ ରାଜ୍ୟରେ ଗୋଟିଏ ବି ରେଳ ଧାରଣା ନାହିଁ ?

ଉତ୍ତର- ସିକିମ ।

2- ଉଡାଜାହାଜ ଟାୟାର ରେ କେଉଁ ଗ୍ଯାସ ଭରା ଯାଇଥାଏ ?

ଉତ୍ତର- ହିଲିୟମ ।

3- କେଉଁ ରାଜ୍ୟର ଲୋକ ସଂଖ୍ୟା ସବୁଠାରୁ କମ ?

ଉତ୍ତର- ସିକିମ ।

4- କେଉଁ ଜୀବ ତାର ମା କୁ କେବେ ବି ଦେଖି ନ ଥାଏ ?

ଉତ୍ତର- ବିଛା ।

5- ଭାରତରେ କେଉଁ ଫଳ ସବୁଠାରୁ ଅଧିକ ଖିଆ ଯାଇଥାଏ ?

ଉତ୍ତର- ଆମ୍ବ ।

6- କେଉଁ ଫଳ କୁ ଅମୃତ ଫଳ ବୋଲି କୁହାଯାଏ ?

ଉତ୍ତର- ଅମୃତଭଣ୍ଡା ।

7- କେଉଁ ଜୀବ କୁ ଅନ୍ଧାରରେ ମଧ୍ୟ ଦେଖାଯାଏ ?

ଉତ୍ତର- ଚିତା ।

8- କେଉଁ ନଦୀ ରୁ ବହୁ ପରିମାଣ ରେ ହୀରା ମିଳିଥାଏ ?

ଉତ୍ତର- କୃଷ୍ଣା ନଦୀ ।

9- ଇଂରେଜ ମାନେ ଭାରତକୁ କେତେ ବର୍ଷ ଶାସନ କରିଥିଲେ ?

ଉତ୍ତର- 200 ବର୍ଷ ।

10- ଚନ୍ଦ୍ର ପୃଷ୍ଠ କୁ କେଉଁ ପଶୁ ପ୍ରଥମେ ଯାଇଥିଲା ?

ଉତ୍ତର- ହାତୀ ।

11- ପଣସ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?

ଉତ୍ତର- ପାକିସ୍ତାନ ।

12- କେଉଁ ରାଜ୍ୟରେ ସବୁଠାରୁ ଅଧିକ ଚା ଚାଷ କରାଯାଏ ?

ଉତ୍ତର- ଆସାମ ।

13- ପୃଥିବୀ ପୃଷ୍ଠ ରେ ପ୍ରଥମେ କେଉଁ ପରିବା ଲଗା ଯାଇଥିଲା ?

ଉତ୍ତର- ଆଳୁ ।

14- ଅଶୋକ ଚକ୍ର ରେ କେତୋଟି ଅର ଅଛି ?

ଉତ୍ତର- 24ଟି ।

15- କେଉଁ ଦେଶ ଦିଆସିଲି ର ଆବିଷ୍କାର କରିଥିଲା ?

ଉତ୍ତର- ଇଂଲଣ୍ଡ ।

16- କେଉଁ ଫଳ ର ମଞ୍ଜି ବିଛା ବିଷ କୁ ତୁରନ୍ତ ବାହାର କରିଥାଏ ?

ଉତ୍ତର- ତେନ୍ତୁଳୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button