ଦେଶ ବିଦେଶ

ଅକ୍ଟୋବର ୭ ପର୍ଯ୍ୟନ୍ତ ଫେରାନ୍ତୁ ୨ ହଜାର ନୋଟ୍‌ – Utkal Mail


ନୂଆଦିଲ୍ଲୀ: ହଜାର ଟଙ୍କିଆ ନୋଟ୍ ଡିପୋଜିଟ୍ ଅବଧି ବଢ଼ିଛି । ଏହି ଅବଧି ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଥିବାବେଳେ ଏବେ ଅକ୍ଟୋବର ୭ ତାରିଖକୁ ବୃଦ୍ଧି ପାଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button