ଓଡିଶା

୪୧ ନଂ ୱାର୍ଡରେ ସ୍ୱାୟ ଶାସନ ଦିବସ

କଟକ: ମହାନଗର ନିଗମ ଅନ୍ତର୍ଗତ ୪୧ ନମ୍ବର ୱାର୍ଡ ଯୋବ୍ରା ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତଙ୍କ ନେତୃତ୍ୱରେ ସ୍ୱାୟ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜାତୀୟ ପତାକା ଉୋଳନ କରି ସ୍ୱାୟ ଶାସନ ଉପରେ କର୍ପୋରେଟର ଶ୍ରୀମତୀ ପଶାୟତ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ, ବରିଷ୍ଠ ନେତା ମନୋରଂଜନ ଜେନା, ବୈଷ୍ଣବ ଦାସ, ଯୁବନେତା ଶୁଭେନ୍ଦୁ ମହାନ୍ତି, ସାରଦା ପ୍ରସନ୍ନ ମହାନ୍ତି, ଅର୍ବାନ କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ସୁରେନ୍ଦ୍ର ଦାସଙ୍କ ସମେତ ସ୍ଥାନୀୟ ଜନସାଧାରଣ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button