ଦେଶ ବିଦେଶ

୧୫ ମିନିଟରେ ଘରେ ପ୍ରସ୍ତୁତ କରନ୍ତୁ ପି ନଟ୍ ବଟର, ଏବେ ବଜାରରୁ ମଗାଇବାକୁ ପଡିବନି ଆବଶ୍ୟକତା

ପି ନଟ୍ ବଟର ଖାଇବାର ଲାଭ ତ ଆପଣଙ୍କୁ ଭଲଭାବେ ଜଣାଥିବ। ବ୍ରେଡରେ ଲଗାଇ ଖାଇବାକୁ ମଧ୍ୟ ପସନ୍ଦ ହେଉଥିବ କିନ୍ତୁ କଣ ଆପଣ ଜାଣନ୍ତି ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଏତିକି ନୁହେଁ ଘରେ ପ୍ରସ୍ତୁତ ହୋଇଥିବା ପି ନଟ୍ ବଜାରରୁ ଆଣିଥିବା ପି ନଟ୍ ଠାରୁ ଅନେକ ଲାଭ ଦାୟକ ହୋଇଥାଏ। କାରଣ ଏଥିରେ ମିଶ୍ରଣ ହେବ ନାହିଁ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ପି ନଟ୍ ବଟର।

ସାମଗ୍ରୀ

୫ କପ ପ୍ଲେନ ବାଦାମ

ବ ଚାମଚ ଲୁଣ

୨ ଚାମଚ ମହୁ

୧/୪ କପ୍ ବାଦାମର ତେଲ

butter

ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନକୁ ଗରମ କରି ବାଦାମ ପକାଇ ବିନା ତେଲରେ ଭିଜନ୍ତୁ। ବର୍ତ୍ତମାନ ବାଦାମ, ଲୁଣ ଏବଂ ମହୁକୁ ଏକା ସହିତ ମିଶାଇ ୧ ମିନିଟ ପର୍ଯ୍ଯନ୍ତ ଗ୍ରାଇଣ୍ଡରରେ ପେସନ୍ତୁ। ଏହା ପରେ ପେଷ୍ଟରେ ବାଦାମର ତେଲ ମିଶାନ୍ତୁ। ଏବେ ଏହାକୁ ପୁନର୍ବାର ୨-୩ ମିନିଟ ପର୍ଯ୍ଯନ୍ତ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ସେତେ ପର୍ଯ୍ଯନ୍ତ ଗ୍ରାଇଣ୍ଡ କରନ୍ତୁ ଯେତେ ପର୍ଯ୍ଯନ୍ତ ସ୍ମୁଥ ପେଷ୍ଟ ନ ପ୍ରସ୍ତୁତ ହୋଇଛି। ଏବେ ଆପଣଙ୍କ ପି ନଟ ବଟର ପ୍ରସ୍ତୁତ ହୋଇଯାଇଛି। ଏବେ ଏହାକୁ ଏହାର ଟାଇଟ କଣ୍ଟେନରରେ ଭରି ଫ୍ରୀଜରେ ରଖି ଦିଅନ୍ତୁ ଏବଂ ଯେତେବେଳେ ଇଚ୍ଛା ହେବ ବ୍ରେଡ କିମ୍ବା ଟୋଷ୍ଟ ଉପରେ ଲଗାଇ ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button