ମନୋରଞ୍ଜନ
-
ଓଡିଆ ହସକଥା: ବାପା ପଚାରିଲେ ପୁଅ ତୋର ରେଜଲ୍ଟ କଣ ହୋଇଛି, ପପୁ – ବାପା ୮୦% ଆସିଛି, ବାପା – କିନ୍ତୁ ମାର୍କସିଟରେ ତ ୪୦ % ଲେଖା ହୋଇଛି…
ଘରେ ବସି ବସି ଆପଣ ବୋର ହୋଇ ଯାଉଥିବେ କିମ୍ବା ବେଳେ ବେଳେ ଅଫିସରେ କାମ ନ ଥିଲେ ବି ବୋର ଲାଗୁଥିବ, ତେବେ ଲୋକମାନେ ଏହା…
Read More » -
ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଅବତାର ରାମ ଓ ସୀତା ରାଜା ଦଶରଥଙ୍କ ମୃତ୍ୟୁ ପରେ ତାଙ୍କର ପିଣ୍ଡ ଦାନ ପାଇଁ ବିହାର ସ୍ଥିତ ବୋଧ ଗୟା ଯାଇଥିଲେ । ସେହି ସମୟରେ ଏମିତି କିଛି ଘଟଣା ଘଟିଲା ଯେଉଁଥିପାଇଁ ମାତା ସୀତା ୪ ଜଣ ଲୋକଙ୍କୁ ଏମିତି ଅଭିଶାପ ଦେଲେ କି ଜାହର ପ୍ରଭାବ ଆଜି ପର୍ଯ୍ୟନ୍ତ ସେହି ଲୋକମାନଙ୍କ ଉପରେ ଅଛି । ଆଜି ଆମେ ସେହି ଲୋକମାନଙ୍କ ବିଷୟରେ ଜାଣିବା ଯେଉଁମାନଙ୍କୁ ମାତା ସୀତା ଅଭିଶାପ ଦେଇଛନ୍ତି । ବୋଦ୍ଧ ଗୟା ପହଞ୍ଚିବା ପରେ ଭଗବାନ ରାମ ଓ ଭାଇ ଲକ୍ଷ୍ମଣ ପିଣ୍ଡଦାନ ସାମଗ୍ରୀ ଆଣିବାକୁ ଯାଇଥିଲେ । କିନ୍ତୁ ଦୁଇ ଭାଇଙ୍କ ଆସିବାରେ ବିଳମ୍ବ ହେବା କାରଣରୁ ପିଣ୍ଡଦାନର ସମୟ ବିତି ଯାଉ ଥିଲା । ସେହି ସମୟରେ ଅଚାନକ ରାଜା ଦଶରଥ ଆବିର୍ଭାବ ହେଲେ ଓ ସେ ସୀତାଙ୍କୁ ପିଣ୍ଡଦାନ କରିବାକୁ ପାଇଁ କହିଲେ । ସେ କହିଲେ କି ତାଙ୍କୁ ଭୋକ ଲାଗିଛି । ସେଠୁ ମାତା ସୀତା କହିଲେ କି ତାଙ୍କୁ ତାଙ୍କର ପୁତ୍ରମାନଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କାରଣ ସେମାନେ ଆପଣଙ୍କୁ ଚାଉଳ ଓ ତେଲର ପିଣ୍ଡ ତିଆରି କରି ଦାନ କରି ପାରିବେ । କିନ୍ତୁ ଦଶରଥ ଅପେକ୍ଷା କରିବାକୁ ମନା କରି ଦେଲେ । ମାତା ସିତାଙ୍କୁ ଫଲଗୁ ନଦୀର କୁଳର ବାଲିରେ ପିଣ୍ଡ ତିଆରି କରି ଦାନ କରିବା ପାଇଁ କହିଲେ । ରାମ ଓ ଲକ୍ଷ୍ମଣଙ୍କ ଆସିବା ପୂର୍ବରୁ ହିଁ ମାତା ସୀତା ସମସ୍ତ ବିଧି ବିଧାନ ସହ ପିଣ୍ଡ ଦାନ କରି ଦେଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପାଞ୍ଚ ଜଣ ବ୍ୟକ୍ତି ଯିଏ ସାକ୍ଷୀ ଥିଲେ କି ମାତା ସୀତା ପିଣ୍ଡଦାନ କରିଛନ୍ତି, ସେମାନେ ହେଉଛନ୍ତି ଯଥା ବଟ ବୃକ୍ଷ, ଫଲ୍ଗୁ ନଦୀ, ଗାଈ, ତୁଳସୀ ଗଛ ଓ ଜଣେ ବ୍ରାହ୍ମଣ ଥିଲେ । କିନ୍ତୁ ଯେତେବେଳେ ରାମ ଓ ଲକ୍ଷ୍ମଣ ଫେରି ଆସି ପିଣ୍ଡଦାନ ବିଷୟରେ ସୀତାଙ୍କୁ ପଚାରିଲେ ତେବେ ମାତା ସୀତା ସମୟର ଗୁରୁତ୍ଵ ମହତ୍ଵ ବିଷୟରେ କହିଲେ ଓ ସେ ପିଣ୍ଡ ଦାନ କରି ଦେଇଛନ୍ତି ବୋଲି କହିଲେ । ନିଜ କଥାର ପ୍ରମାଣ ଦେବା ପାଇଁ ମାତା ସୀତା ସେହି ପାଞ୍ଚ ଜଣଙ୍କୁ ରାମଙ୍କୁ ସତ କହିବାକୁ କହିଲେ । କିନ୍ତୁ କେବଳ ବଟ ବୃକ୍ଷ ଛଡା ଆଉ କେହି ବି ସତ କହିଲେ ନାହିଁ । ନଦୀ, ଗାଈ, ତୁଳସୀ ଗଛ, ବ୍ରାହ୍ମଣ କହିଲେ କି ମାତା ସୀତା ପିଣ୍ଡଦାନ କରି ନାହାନ୍ତି । ଏହି ସମୟରେ ସ୍ଵୟଂ ଦଶରଥଙ୍କ ଆତ୍ମା ଭଗବାନ ରାମ ଓ ଲକ୍ଷ୍ମଣଙ୍କ ସାମ୍ନାରେ ଆସି କହିଲେ କି ସୀତା ସମସ୍ତ ବିଧି ବିଧାନ ସହିତ ତାଙ୍କୁ ପିଣ୍ଡଦାନ କରିଛନ୍ତି । ଏହା ପରେ ସିତାଙ୍କ ସତ୍ୟର ପ୍ରମାଣ ମିଳିଗଲା । କିନ୍ତୁ ସୀତା ସେହି ୪ ସାକ୍ଷୀଙ୍କୁ ଅଭିଶାପ ଦେଲେ । ଫଲ୍ଗୁ ନଦୀକୁ ଅଭିଶାପ ଦେଲେ କି ଗୟା ନଦୀ କେବଳ ପୃଥିବୀ ତଳେ ହିଁ ପ୍ରବାହିତ ହେବ ଓ ପୃଥିବୀ ଉପରେ ସବୁବେଳେ ଶୁଖିଲା ରହିବ । ଗାଈକୁ ଅଭିଶାପ ଦେଲେ କି ଗାଈକୁ ସମସ୍ତେ ପୂଜା କରିବେ କିନ୍ତୁ ତାକୁ ଅଇଁଠା ଖାଦ୍ୟ ଖାଇବାକୁ ପଡିବ । ତୁଳସୀ ଗଛକୁ ଅଭିଶାପ ଦେଲେ କି ଗୟାରେ କୌଣସି ତୁଳସୀ ଗଛ ରହିବ ନାହିଁ । ବ୍ରାହ୍ମଣ ଅଭିଶାପ ଦେଲେ କି ଗୟାର ବ୍ରାହ୍ମଣ ଜୀବନରେ କେବେ ସନ୍ତୁଷ୍ଟ ହେବେ ନାହିଁ ଓ ସବୁବେଳେ ଦରିଦ୍ରତାରେ ରହିବେ । ଶେଷରେ ମାତା ସୀତା ବଟ ବୃକ୍ଷକୁ ବରଦାନ ଦେଲେ କି ଯେ କୌଣସି ବି ବ୍ୟକ୍ତି ଗୟାରେ ପିଣ୍ଡ ଦାନ କରିବାକୁ ଆସିବେ ସେମାନେ ବଟ ବୃକ୍ଷକୁ ବି ପିଣ୍ଡ ଦାନ କରିବେ । ଏହି ଭଳି ଭାବରେ ମାତା ସୀତା ଅଭିଶାପ ସେଠି ଉପସ୍ଥିତ ଥିବା ୪ ସାକ୍ଷୀ ଆଜି ପର୍ଯ୍ୟନ୍ତ ଭୋଗୁଛନ୍ତି ।
ଗୋଟିଏ ବ୍ୟକ୍ତିର ପସନ୍ଦ ଓ ନା ପସନ୍ଦ ତାହାର ବ୍ୟକ୍ତିତ୍ବ ଓ ସ୍ଵଭାବର ଆଇନା ହୋଇଥାଏ । ଏହା ସହିତ ତାହାର ଜୀବନର କେତେକ ରହସ୍ୟ ବିଷୟରେ…
Read More » -
ପୁନର୍ଜନ୍ମ ନେଲେ ଆଲବମ କୁଇନ ଦୀପା ସାହୁ
ଆଲବମ କୁଇନ ଦୀପା ସାହୁ ବର୍ତ୍ତମାନ ଆମ ଗ୍ରହଣରେ ଆଉ ନାହାନ୍ତି । କ୍ୟାନ୍ସରରେ ପୀଡିତ ହେବା କାରଣରୁ ୨୭ ଜୁଲାଇ ଦିନ ଭୁବନେଶ୍ବର ଏକ ହସ୍ପିଟାଲରେ…
Read More » -
ଜାଣନ୍ତୁ ରାମ ମନ୍ଦିର ଭୂମି ପୂଜନ ରେ କଣ ଦେବେ ମୁକେଶ ଅମ୍ବାନୀ, ଜାଣି ଚମକି ପଡ଼ିବେ ଆପଣ
ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଦୀର୍ଘ ୩୦୦ ବର୍ଷ ପରେ ଏବଂ ୭୦ ବର୍ଷ ସୁପ୍ରିମକୋର୍ଟ ରେ କେସ ଲଢ଼ିବା ପରେ ଅଯୋଧ୍ୟା ବିବାଦ…
Read More » -
ଆସନ୍ତୁ ଜାଣିବା ବିଜୟ ମହାନ୍ତିଙ୍କ ଜୀବନୀ, ପରିବାର ଓ ସମ୍ପତ୍ତି ବିଷୟରେ
ଓଡିଶାର ମହାନ କଳାକାର ବିଜୟ ମହାନ୍ତି ପରଲୋକକୁ ଚାଲି ଯାଇଛନ୍ତି । କହିବାକୁ ଗଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ବିଜୟ ମହାନ୍ତି ନିଜର କ୍ୟାରିୟରରେ ନିଜର…
Read More » -
ରାମୁ ଗୋଟିଏ ଝିଅକୁ ୧୪୩ କହିଲା ଝିଅଟି ଉତ୍ତର ଦେଲା ୨୫ ୫ ୧୯, ତେବେ ଝିଅଟି କଣ କହିଲା ?
ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ…
Read More » -
ଝିଅମାନଙ୍କ ହସିବାର ଅନ୍ଦାଜ ତାଙ୍କର ହୃଦୟର ଅନେକ ରାଜ କହିଦେଇ ଥାଏ, ଏଇଠି ଜାଣନ୍ତୁ କେମିତି
ହସ ଏକ ଏମିତି ଭାବନା ଅଟେ ଯାହା ମନୁଷ୍ୟର ମନର ସବୁ କଥାକୁ କହି ଦିଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଝିଅମାନଙ୍କ ହସିବାର ଅନ୍ଦାଜ ତାଙ୍କ…
Read More » -
ପ୍ରସିଦ୍ଧ ବେଙ୍ଗଲି ଅଭିନେତ୍ରୀ ହେଲେ କରୋନା ପଜିଟିବ, ଦୁଇ ମାସର ଶିଶୁ, ମାତା ପିତା ଓ ସ୍ଵାମୀ ବି ହେଲେ କରୋନା ପଜିଟିବ
ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଜଣା ଶୁଣା ଅଭିନେତ୍ରୀ କୋୟେଲ ମାଲିକ ଟ୍ୱୀଟ କରି ନିଜକୁ ଓ ନିଜର ପିତା ମାତା ଓ ସ୍ଵାମୀଙ୍କୁ କରୋନା ପଜିଟିବ…
Read More » -
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ତ୍ରୀ, ଜାଣନ୍ତୁ ଏବେ କେଉଁଠି ରହୁଛନ୍ତି ଓ କଣ କରୁଛନ୍ତି
ସେ ଯାହା ହେଉନା କାହିଁକି ଦେଶର ପ୍ରଧାନମନ୍ତ୍ରୀ ମୋଦୀ ଜି ତାଙ୍କ ବୈବାହିକ ଜୀବନ ବିଷୟରେ ପ୍ରାୟତ ଚର୍ଚ୍ଚାରେ ଥାଆନ୍ତି, କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହୁଁ…
Read More » -
Miss World 2026: ଜୋହେରୀ ମୋଲା ହେଲେ ମିସ୍ ୱାର୍ଲ୍ଡ ୨୦୨୬, ଡୋମିନିକାନ୍ ରିପବ୍ଲିକ୍ର ଉଡ଼ିଲା ବିଜୟ ପତାକା
ଜୋହେରୀ ମୋଲା ବିଶ୍ବ ସୁନ୍ଦରୀ, ପିନ୍ଧିଲେ ‘ମିସ୍ ୱାର୍ଲ୍ଡ ୨୦୨୬’ ତାଜ୍ । ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ…
Read More »