ଧର୍ମ
-
ମହାଭାରତ ଜ୍ଞାନ : ଜୀବନରେ ଯେତେବେଳେ ଭଲ ସମୟ ଆସିଥାଏ ତ ତାକୁ ଖୋଳିକରି ବଞ୍ଚନ୍ତୁ, କାହିଁକି ନା…
ମଣିଷ ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ମନୁଷ୍ୟ ଜୀବନରେ ଯେତେବେଳେ ସୁଖ କିମ୍ବା ଦୁଃଖ ଆସିଥାଏ ତେବେ ଏହି ସମୟରେ କେମିତି ରହିବା…
Read More » -
ଚାଣକ୍ୟ ନୀତି : ଏହି ନିୟମ ଗୁଡିକର ପାଳନ କଲେ ଦୂର ହେଇଯିବ ଜୀବନର ସବୁ ଦୁଃଖ
ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଗୁଡିକ ଆପଣାଇ କୌଣସି ବି ବ୍ୟକ୍ତି କିଛି ବି ହାସଲ କରି ପାରିବ । ଗୁରୁ ଆଚାର୍ଯ୍ୟ ଚାଣକ୍ୟ କିଛି ଏମିତି ନୀତି…
Read More » -
ତୁଳସୀଦାସ ନାରୀ ସହିତ ସମ୍ବନ୍ଧ ବିଷୟରେ ଏହି ଅତି ଗୋପନୀୟ କଥା କହିଛନ୍ତି, କଣ ଆପଣଙ୍କୁ ଜଣା ଅଛି ?
ଗୋସ୍ୱାମୀ ତୁଳସୀଦାସ (୧୫୧୧ – ୧୬୨୩) ଏକ ମହାନ କବି ଥିଲେ । ନିଜର ଜୀବନ କାଳ ମଧ୍ୟରେ ସେ ୧୨ଟି ଗ୍ରନ୍ଥ ଲେଖିଛନ୍ତି । ସେ…
Read More » -
ପୁରୁଷଙ୍କୁ ଏହି ୪ ଟି କଥା କେବେ ବି କାହାକୁ କହିବା କଥା ନୁହେଁ, ଭୋଗିବାକୁ ପଡିଥାଏ ଭୟଙ୍କର ପରିଣାମ
ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଚାଣକ୍ୟ ନୀତିରେ ସଫଳ ଓ ସୁଖୀ ଜୀବନର ଅନେକ ସୂତ୍ର କୁହାଯାଇଛି । ମଣିଷ ଜୀବନରେ ଏମିତି ବହୁତ ମଉକା ଆସିଥାଏ…
Read More » -
ଚାଣକ୍ୟ ନୀତି : ମହିଳାଙ୍କର ଏହି ୩ ଟି ରହସ୍ୟକୁ ଯିଏ ଜାଣି ନେବେ ସେ କେବେ କୌଣସି ମହିଳା ଠାରୁ ଧୋକା ଖାଇବ ନାହିଁ
ଚାଣକ୍ୟଙ୍କୁ ଭାରତ ଇତିହାସର ସବୁଠୁ ବିଦ୍ଵାନ ବ୍ୟକ୍ତି ବୋଲି କୁହାଯାଏ । ଚାଣକ୍ୟ ସ୍ତ୍ରୀ ପୁରୁଷଙ୍କ ସମ୍ବନ୍ଧରେ ବହୁତ ନିୟମ ଗୁଡିକ ଦୁନିଆକୁ କହିଛନ୍ତି । ଯାହା…
Read More » -
୨୦୧୯ ମସିହାର ଆରମ୍ଭ ଏହି ୫ ଟି ଜିନିଷ ସହ କରିବା ହେଉଛି ବହୁତ ଜରୁରୀ, ହେବ ଧନ ବର୍ଷା
ନୂଆ ବର୍ଷ ଆରମ୍ଭ ହେବାକୁ ଏବେ କିଛି ସମୟ ବାକି ଅଛି । ନୂଆ ବର୍ଷକୁ ମଧ୍ୟ ଲୋକ ଉତ୍ସବ ଭଳି ପାଳନ୍ତି । ସବୁ ଜାଗାରେ…
Read More » -
ଯଦି ଆପଣ ଚାହୁଞ୍ଚନ୍ତି କି ବୁଢା ହେବା ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ରୋଗ ନ ହେଉ ତେବେ ଗଣ୍ଠି ବାନ୍ଧି ଦିଅନ୍ତୁ ଏହି 1 ନିୟମ (Sanyasi Ayurveda)
କଣ ଆପଣ ଆପଣଙ୍କ ଶରୀରକୁ ଶକ୍ତିରେ ଭରିଦେବାକୁ ଚାହୁଁଛନ୍ତି । କଣ ଆପଣ ଚାହୁଁଛନ୍ତି ଆପଣଙ୍କ ପେଟର କୌଣସି ପ୍ରକାର ରୋଗ ନହେଉ । କଣ ଆପଣ…
Read More » -
ଓସ୍ତ ପତ୍ରରେ ଏହି ଗୋଟିଏ ଶବ୍ଦ ଲେଖି ମାଟିରେ ପୋତି ଦିଅନ୍ତୁ ଆଉ ଦେଖନ୍ତୁ ଚମତ୍କାର…
ଆମ ହିନ୍ଦୁ ଧର୍ମରେ ଓସ୍ଥ ବୃକ୍ଷ କୁ ଅତ୍ୟନ୍ତ ପବିତ୍ର ଏବଂ ଦିବ୍ୟ ଭାବରେ ବିବେଚନା କରାଯାଏ । ଏହି ବୃକ୍ଷ ର ଅନେକ ମହତ୍ୱ ରହିଛି…
Read More » -
ଯେତେ ଡାକିଲେ ମଧ୍ୟ କଣ ଆପଣଙ୍କ କଥା ଶୁଣୁନାହାନ୍ତି ମହାଦେବ? ଶଙ୍ଖ ଦ୍ୱାରା ଏମିତି କରନ୍ତୁ ଶିବଙ୍କୁ ପ୍ରସନ୍ନ
କୌଣସି ଧାର୍ମିକ କାର୍ଯ୍ୟକ୍ରମ ସମୟରେ କଥା, ପୂଜା, ଭଜନ-କୀର୍ତ୍ତନ ଇତ୍ୟାଦି କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଶଙ୍ଖ ମଧ୍ୟ ରୁ ବାହାରୁଥିବା ଶବ୍ଦ…
Read More » -
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ କେତେକ ଗ୍ରହ ନିଜର ଗତି ପରିବର୍ତ୍ତନ କରିବେ । ଏହି ଗ୍ରହ ଗୁଡିକରେ ସୂର୍ଯ୍ୟ, ମଙ୍ଗଳ, ବୁଧ ସାମିଲ ଅଛନ୍ତି । ଏହି ମାସରେ ବୁଧ ଦୁଇ ଥର ନିଜର ରାଶି ପରିବର୍ତ୍ତନ କରିବେ । ଏହା ସହିତ ମେ ୨୦୨୦ ରେ ଗୁରୁ, ଶୁକ୍ର ଓ ଶନି ଗ୍ରହ ବକ୍ରୀ ହେବେ । ଏହି ସମସ୍ତ ଗ୍ରହମାନଙ୍କ ଗତିର ପ୍ରଭାବ ଆପଣ ସମସ୍ତଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ମେ ର ପ୍ରଥମ ସପ୍ତାହର ୪ ତାରିଖକୁ ଊର୍ଜା, କ୍ରୋଧ ଓ ସୈନ୍ୟ ଶକ୍ତିର କାରକ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ମଙ୍ଗଳ ଗ୍ରହ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ଏହି ଅବଧିରେ କୁମ୍ଭ ରାଶିର ଜାତକଙ୍କ ସାହସ ଓ ପରାକ୍ରମ ବଢିବ । କିନ୍ତୁ ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କ କ୍ରୋଧ ବି ବଢିବ । ସେଥିପାଇଁ ଆପଣଙ୍କୁ ନିଜ ଉପରେ ସଂଯମତା ରଖିବାକୁ ହେବ । ଅନ୍ୟଥା ବିବାଦ ହୋଇପାରେ । See Mark Zuckerberg’s Legendary Prenup Agreement Zestradar Prince Harry Admitted What Was Suspected All Along About Archie Buzz Day Malia Obama Hits The Beach In Style — See Her Best Moments! Buzz Day Why Are People Suddenly Questioning The Obamas’ Marriage? Zestradar ୯ ମେ ରେ ବୁଧ ବୃଷ ରାଶିରେ ହେବେ ଗୋଚର ସମ୍ବାଦ, ସଂଚାର ଓ ବୁଦ୍ଧିର ପ୍ରତୀକ ବୁଧ ଗ୍ରହ ୯ ମେ ରେ ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ବୃଷ ରାଶିର ଜାତକମାନଙ୍କ ଉପରେ କିଛି ପ୍ରଭାବ ରହିବ । ଏହା ସମୟରେ ଆପଣଙ୍କ କ୍ଷମତା ବି ବୃଦ୍ଧି ହେବ । ଆପଣ ସାହସର ସହିତ ନିଜର କଥାକୁ ରଖିବେ । ଆପଣଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ହେବ । ୧୪ ମେ ରେ ସୂର୍ଯ୍ୟ ବୃଷ ରାଶିରେ କରିବେ ପ୍ରବେଶ अन्य जबरदस्त कंटेंट Prince Harry Admitted What Was Suspected All Along About Archie Buzz Day See Mark Zuckerberg’s Legendary Prenup Agreement Zestradar Malia Obama Hits The Beach In Style — See Her Best Moments! Buzz Day Why Are People Suddenly Questioning The Obamas’ Marriage? Zestradar ୧୪ ମେ ରେ ସୂର୍ଯ୍ୟ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏହି ରାଶିରେ ୧୫ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ସୂର୍ଯ୍ୟର ଏହି ରାଶିରେ ଆସିବା ଦ୍ଵାରା ଏହି ରାଶିମାନଙ୍କୁ ମିଶ୍ରିତ ଫଳାଫଳ ମିଳିବ । ଏହା ସହିତ ଆପଣ ସମସ୍ତ ସମସ୍ୟାର ସମାଧାନ ବାହାର କରିବେ ଓ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ବି କରିବେ । ଅନ୍ୟ ପଟେ ଆପଣଙ୍କ ଭିତରେ ଅହଂକାର ବି ଆସିପାରେ । ଯାହାର ପ୍ରଭାବ ଦ୍ଵାରା ଆପଣଙ୍କ ସମ୍ପର୍କ ବି ଖରାପ ହୋଇପାରେ । ସୂର୍ଯ୍ୟର ଏହି ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ନ ହୋଇପାରେ । ୨୫ ମେ ବୁଧ ମିଥୁନ ରାଶିରେ କରିବେ ପ୍ରବେଶ ମିଥୁନ ବୁଧର ରାଶି ଅଟେ । ଏହି ବର୍ଷ ୨୫ ମେ ରେ ବୁଧ ନିଜ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜର ଭଲ ସ୍ଵଭାବ କାରଣରୁ ଲୋକମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହେବେ । ସମାଜ ମଧ୍ୟରେ ଆପଣଙ୍କ ଛବି ଭଲ ରହିବ ଓ ଲୋକମାନେ ଆପଣଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବେ । ଏହି ଗୋଚର କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବି ବିଭିନ୍ନ ପ୍ରକାରର ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବୈବାହିକ ଜୀବନରେ ଆପଣଙ୍କୁ ଉତ୍ତମ ପରିଣାମ ମିଳିବ । ୧୧ ମେ ରେ ଶନି ବକ୍ରୀ ୧୧ ମେ କୁ ଶନି ବକ୍ରୀ କରିବେ । ତାଙ୍କର ଏହି ବକ୍ରୀ ଗତି ୧୪୨ ଦିନ ପର୍ଯ୍ୟନ୍ତ ରହିବ । ଏହା ପରେ ୨୯ ସେପ୍ଟେମ୍ବରରେ ପୁଣି ଥରେ ଶନି ମାର୍ଗୀ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ରରେ ଶନିର ଗୋଚର, ବକ୍ରୀ ଓ ମାର୍ଗୀ ହେବା ବହୁତ ମହତ୍ଵ ରଖିଥାଏ । ଏହାର ପ୍ରଭାବ ସବୁ ରାଶିଙ୍କ ଉପରେ ପଡିଥାଏ । ୧୩ ମେ ଶୁକ୍ର ବକ୍ରୀ ଏହି ମାସରେ ୧୩ ମେ ରେ ଶୁକ୍ର ଗ୍ରହ ବକ୍ରୀ କରିବେ । ଏହା ପରେ ୨୫ ଜୁନ ୨୦୨୦ରେ ଶୁକ୍ର ମାର୍ଗୀ ହେବେ । ୧୪ ମେ ଗୁରୁ ବକ୍ରୀ ଏହି ମାସରେ ୧୪ ତାରିଖକୁ ଗୁରୁ ବକ୍ରୀ ଭାବରେ ଚଳିବେ ଓ ପୁଣି ୧୩ ସେପ୍ଟେମ୍ବର ୨୦୨୦ରେ ସେ ମାର୍ଗୀ ହେବେ ।
ଯଦି ଆପଣ ହିନ୍ଦୁ ଧର୍ମ ଉପରେ ବିଶ୍ଵାସ ରଖନ୍ତି ତେବେ ଆପଣଙ୍କୁ ଏହା ନିଶ୍ଚିତ ଜଣା ଥିବ କି ଏହି ଧର୍ମର ଲୋକମାନେ ସକାଳୁ ଉଠି ପୂଜା…
Read More »