ଧର୍ମ
-
ସତ୍ୟ ଘଟଣା : ଯେତେବେଳେ ଜଣେ ଭକ୍ତ ଚଢେଇଲା ଶିବ ଲିଂଗରେ ମାଂସ, ହେଲା ଏହି ଭଳି ଚମତ୍କାର ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ
ଗୋଟିଏ ଗ୍ରାମର ଶିବ ମନ୍ଦିରରେ ଶିବ ଲିଙ୍ଗ ଉପରେ ଯେତେବେଳେ ଜଣେ ଶିକାରୀ ମାଂସ ଭୋଗ ଲଗାଇଲା , ଏହା ପରେ ଏକ ଅଦ୍ଭୁତ ଘଟଣା ଘଟିଲା…
Read More » -
ଯାହାଙ୍କୁ ଯାହାଙ୍କୁ ଆମେ ଭଲ ପାଉଛେ ତାଙ୍କ ସହିତ କଠୋର ବ୍ୟବହାର କରିବା ଆବଶ୍ୟକ ହୋଇଥାଏ ! ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ – Krishna Vani
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଶ୍ରୀକୃଷ୍ଣ ଙ୍କ ବାଣୀ ରେ ଥିବା କିଛି ଏଭଳି ମହତ୍ତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଯାହା ସମଗ୍ର…
Read More » -
ମନ ଉଦାସ ଅଛି ତ ନିଶ୍ଚୟ ଜାଣି ରଖନ୍ତୁ ମୋର ଏହି କଥା – Krishna Vani
ଉଦାସୀନ ଏକ ଏପରି ଭାବ ଅଟେ ମନରେ ଆସିଲା ପରେ ଆମର କୌଣସି କାମରେ ମନ ଲାଗେ ନାହିଁ । ଯେତେବେଳେ ଏହା ବଢିଯାଏ ସେତେବେଳେ ମନ…
Read More » -
ମହା ଶିବରାତ୍ରି (11 ମାର୍ଚ୍ଚ) ଦିନ ନନ୍ଦୀ କାନରେ କହଦିଅ ଏହି 1 କଥା, ମାତ୍ର 24 ଘଣ୍ଟାରେ ହେବ ସବୁ ଇଚ୍ଛା ପୂର୍ଣ୍ଣ – Shivratri Special
ଶିବ ରାତ୍ରି ହିନ୍ଦୁମାନଙ୍କର ଏକ ବଡ ପବିତ୍ର ଦିନ ବା ପର୍ବ ହୋଇଥାଏ । ଏହି ଦିନ ହିନ୍ଦୁ ସାତ୍ରରେ ମାନ୍ୟତା ଅଛି କି ଶିବ ଓ…
Read More » -
ମାତା ଲକ୍ଷ୍ମୀ ଙ୍କୁ ଅତି ପ୍ରିୟ ହୋଇଥାଏ ଏହି ଗଛ, ଘରେ ଲଗେଇଲେ ରାତାରାତି ହେଇଯିବେ କୋଟିପତି – Vastu Tips
ବାସ୍ତୁ ଅନୁସାରେ କିଛି ଏପରି ଗଛ ଅଛି ଯାହାକି ଆପଣ ଘରେ ଲଗାଇବା ଫଳରେ ଆପଣଙ୍କର ବହୁତ କିଛି ପରିବର୍ତନ ହୋଇଥାଏ । ଆଜି ଆମେ ଏପରି…
Read More » -
Shivratri Special- ମହା ଶିବରାତ୍ରି ଦିନ ନିଜ ପର୍ସ ରେ ରଖନ୍ତୁ ଏପରି ଏକ ସୁତା, ଜୀବନରେ ଆଉ କେବେ ବି ହେବନି ଧନ ର ଅଭାବ
ଆପଣ ମାନେ ଜାଣିଥିବେ ଆଉ କିଛି ଦିନ ଭିତରେ ହେବାକୁ ଯାଉଛି ମହା ଶିବରାତ୍ରି ବା ଜାଗର । ଏହି ଦିନରେ ଲୋକ ମାନେ ମହାଦେବଙ୍କୁ ବହୁତ…
Read More » -
ମନିପ୍ଲାଣ୍ଟକୁ ଘରେ ଲଗେଇବାବେଳେ କେଉଁ ସବୁ କଥାକୁ ଧ୍ୟାନ ରଖିବାକୁ ପଡିବ । ମାନିପ୍ଲାଣ୍ଟ ନିଜ ସହିତ ଗୁପ୍ତ ଧନକୁ ଆକର୍ଷିତ କରିଥାଏ । ଏମିତି କଥା ଲୋକମାନେ କୁହନ୍ତି ଯେଉଁ ଘରେ ମାନିପ୍ଲାଣ୍ଟ ଗଛ ଲଗା ହୋଇଥାଏ, ସେହି ଘରେ ଧନର ଅଭାବ ହୋଇନଥାଏ । ଏମିତି ହେଲେ ଘରକୁ ଆର୍ଥିକ କ୍ଷମତାର ସାମ୍ନା କରିବାକୁ ପଡେ ନାହିଁ । ଏହାକୁ ଛାଡ଼ି ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛ ଲଗେଇଲେ ଘରେ ଧନ ଓ ସମ୍ପତ୍ତିର ଅଭାବ ହୁଏ ନାହିଁ । ଏହି ମାନିପ୍ଲାଣ୍ଟ ଗଛ ଭୁଲ ଦିଗରେ ଲଗେଇଲେ ବହୁତ୍ କ୍ଷତି ହୁଏ । ଏହି ଗଛ ଲଗେଇଲେ ମଧ୍ୟ ଏହାର ସକାରାତ୍ମକ ପରିଣାମ ମିଳେ ନାହିଁ । ଆମେ ସେହି ବିଷୟରେ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଗଛ ଲଗେଇଲେ ଭଲ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ଭଲ ହୋଇଥାଏ। ମନିପ୍ଲାଣ୍ଟ କେଉଁ ଦିଗରେ ଲଗେଇବା ଓ କେଉଁ ଦିଗରେ ଲଗେଇବା ଉଚିତ୍ ନୁହେଁ। मधुमेह से सदा के लिए छुटकारा चाहिए? सोने से पहले करें ये काम Insulux Diabetic Support A Massive Snake Had Experts Stunned — See The Jaw-Dropping Video Buzz Day How One Photo Caused A Man To Immediately Ask For A Divorce Buzz Day The Side Of Kim Kardashian That Sparked Debate Zestradar ବାସ୍ତୁ ଶାସ୍ତ୍ର ଅନୁସାରେ ବର୍ଣ୍ଣିତ ଅଛି, ଘରର ଐଶାନ୍ୟ କୋଣରେ ଲଗେଇବା ଉଚିତ୍ ନୁହେଁ। ଦେବ ଗୁରୁ ବୃହସ୍ପତି ଓ ଶୁକ୍ର ଗ୍ରହ ନିଜ ଭିତରେ ଶତ୍ରୁତା ଅଛି । ତାଙ୍କ ସତୃତାର କାରଣ, ଦେବଗୁରୁ ବୃହସ୍ପତି ଅଟନ୍ତି ଓ ରାକ୍ଷସଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଅଟନ୍ତି । अन्य जबरदस्त कंटेंट यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Snap On Smile A Massive Snake Had Experts Stunned — See The Jaw-Dropping Video Buzz Day How One Photo Caused A Man To Immediately Ask For A Divorce Buzz Day The Side Of Kim Kardashian That Sparked Debate Zestradar ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ପୂର୍ବ କୋଣର ଗୁରୁ ଦେବଗୁରୁ ବୃହସ୍ପତି ଅଟନ୍ତି। ମନିପ୍ଲାଣ୍ଟ ଗୁରୁ ଶୁକ୍ରଦେବ ଅଟନ୍ତି । ଏହି ଦିଗରେ ଲଗେଇଲେ ବହୁତ୍ ଖରାପ ପ୍ରଭାବ ପଡିଥାଏ। ସେଥିପାଇଁ ମାନିପ୍ଲାଣ୍ଟ ଓ ଶୁକ୍ରଦେବଙ୍କ ସହିତ ଶତ୍ରୁତା ଅଛି ।। ସେଥିପାଇଁ ଶୁକ୍ର ଗ୍ରହ ରାକ୍ଷସଙ୍କର ଗୁରୁ ଅଟନ୍ତି । ଏହି ଦିଗରେ ମନିପ୍ଲାଣ୍ଟ ଲଗେଇଲେ ସବୁ ଶୁଭ ହୋଇଥାଏ । ବାତ୍ତାବରଣ ଭଲ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ପୂର୍ବ ଦିଗରେ ଲଗେଇଲେ ଶୁଭ ହୋଇଥାଏ । କେଉଁ ଦିଗରେ ଲଗେଇଲେ ଭଲ ହୁଏ । ମଣିପ୍ଲାଣ୍ଟର ଦିଗରେ କଣ କଲେ ଭଲ ହୁଏ । ଏହି ସବୁଦିଗରେ ଯାତ୍ରା କଲେ ଶୁଭ ହୋଇଥାଏ। ଦକ୍ଷିଣ ପୂର୍ବ ଦିଗରେ ମନିପ୍ଲାଣ୍ଟ ଶୁଭ ହୁଏ । ଉତ୍ତରପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗେଇଲେ ଶୁଭ ହୁଏ । ଏହି ଦିନରେ ମନିପ୍ଲାଣ୍ଟ ଲଗେଇଲେ ଆର୍ଥିକ ଅବସ୍ଥାକୁ ସାମ୍ନା କରିବାକୁ ପଡେ। ଏହିପରି ଗଛ ଲଗେଇଲେ ମନୁଷ୍ୟ ଚିନ୍ତାଗ୍ରସ୍ତ ଜୀବନ ଆରମ୍ଭ କରିଥାଏ । ଏହାକୁ ଛାଡ଼ି ଉତ୍ତର ପୁର୍ବ ଦିଗର ଦେବତା ଗଣେଶଙ୍କୁ ମାନନ୍ତି । ଯିଏ ସବୁ କାମକୁ ଦୁର କରନ୍ତି ସବୁ ଭଲହୁଏ। ଏହି ଦିଗରେ ମନିପ୍ଲାଣ୍ଟ ଲଗେଇଲେ ଘରକୁ ସୁଖ ସମୃଦ୍ଧି ଆସେ ଓ ଘରେ ଶାନ୍ତିର ବାତାବରଣ ରହେ। ଏହି ପ୍ଲାଣ୍ଟ ଲଗେଇଲେ ଶୁଭ ହୁଏ। ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟକୁ ସବୁଜ ଶ୍ୟାମଳ ଓ ସତେଜ ରଖିଲେ ଧନର ଅଭାବ ହୁଏ ନାହିଁ। ସବୁବେଳେ ପାଣି ଦେଇ ଯତ୍ନ ନେଲେ ଶୁଭ ଫଳ ମିଳେ। ବାସ୍ତୁଶାସ୍ତ୍ରରେ କୁହାଯାଇଛି ମନିପ୍ଲାଣ୍ଟ ଉପରକୁ ବଢ଼ିଲେ ଶୁଭ ହୁଏ। ଏହାର ପତ୍ର ଭୂମି ଉପରେ ପଡ଼ିଲେ ନକରାତ୍ମକ ଶକ୍ତି ପ୍ରବେଶ କରେ । ମନିପ୍ଲାଣ୍ଟକୁ ବାନ୍ଧି, ବାଡ଼ି ସହିତ ଉପରକୁ ରହିଲେ ଶୁଭ ଫଳ ମିଳେ। ମନିପ୍ଲାଣ୍ଟକୁ ଘର ଭିତରେ ରଖିଲେ ଶୁଭ ହୁଏ । ଘର ବାହାରେ ରଖିଲେ ଅଶୁଭ ଫଳ ମିଳେ।ଏମିତି କଲେ ଘର ସୁଖଶାନ୍ତି ସବୁବେଳେ ରହେ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ବୋତଲ ଭିତରେ ଏହି ଗଛ ଲଗେଇଲେ ଶୁଭ ହୁଏ । କେବଳ ଏହି କଥାର ଧ୍ୟାନ ରଖିବେ ବୋତଲ ପାଣି ପରିବର୍ତ୍ତନନ କରିବେ । ଏହି ଗଛକୁ ଥଣ୍ଡା ସ୍ଥାନରେ ଲଗାନ୍ତୁ ଗଛ ଭଲରେ। ବଞ୍ଚିବ। ଏମିତି କଲେ ସକରାତ୍ମକ ଶକ୍ତି ପ୍ରବେଶ କରିପାରିବ ଓ ସମସ୍ତେ ଖୁସିରେ ରହିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।
ଶ୍ରୀକୃଷ୍ଣ କହିଛନ୍ତି ପ୍ରେମ ସମ୍ପର୍କ କେବେ ହେଲେ ଖରାପ ହୋଇ ନଥାଏ । କିନ୍ତୁ ଆଜିକା ସମୟରେ ଯେଉଁ ମାନେ ସବୁ ପ୍ରେମ କରୁଛନ୍ତି ସେମାନେ କେବେ…
Read More » -
Vastu Tips- ଜାଣନ୍ତୁ ଘରେ କେଉଁଠି ରଖିଲେ ମନିପ୍ଲାଣ୍ଟ ହେଇଥାଏ ପ୍ରଚୁର ଧନଲାଭ ? କିନ୍ତୁ ଏହି 1 ଜାଗାରେ କେବେ ବି ରଖିବେନି ମନିପ୍ଲାଣ୍ଟ, ହେଇଯିବେ ବର୍ବାଦ
ମନିପ୍ଲାଣ୍ଟକୁ ଘରେ ଲଗେଇବାବେଳେ କେଉଁ ସବୁ କଥାକୁ ଧ୍ୟାନ ରଖିବାକୁ ପଡିବ । ମାନିପ୍ଲାଣ୍ଟ ନିଜ ସହିତ ଗୁପ୍ତ ଧନକୁ ଆକର୍ଷିତ କରିଥାଏ । ଏମିତି କଥା…
Read More » -
Shivratri Special- ପବିତ୍ର ଶିବରାତ୍ରି ଦିନ ଘରକୁ ନେଇ ଆସନ୍ତୁ ଏହି 5 ଟି ମଧ୍ୟରୁ କୌଣସି 1 ଜିନିଷ, ସାରା ଜୀବନ ଆପଣଙ୍କ ଉପରେ ବର୍ଷିବ ଭୋଲେନାଥଙ୍କ କୃପା
ଆମ ଶାସ୍ତ୍ରରେ କୁହାଯାଇଛି ଶିବ ହେଉଛନ୍ତି ସଂଘାର କର୍ତା ଓ ସେ ହିଁ ଆଦି ଓ ଅନାଦି ମଧ୍ୟ କୁହାଯାଏ । ଶିବରାତ୍ରି ଦିନ ପୃଥିବୀରେ ଏକ…
Read More » -
ଜୀବନ ଚାଲିଗଲେ ବି ଶିବରାତ୍ରିରେ କରିବେ ନାହିଁ ଏହି 4 କାମ, ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା- Shivratri Special
ମହା ଶିବରାତ୍ରି ହିନ୍ଦୁ ମାନଙ୍କର ଏକ ପ୍ରଧାନ ପୂଜା ଅଟେ । ଭଗବାନ ଶିବଙ୍କର ଏହା ବହୁତ ଭଲ ଦିନ ଅଟେ । ଫାଲ୍ଗୁନ ମାସ କୃଷ୍ଣ…
Read More »