ସ୍ୱାସ୍ଥ୍ୟ
-
ଜାଣନ୍ତୁ ମହିଳାମାନଙ୍କଠାରେ ହାର୍ଟ ଆଟାକ ହେବାର ୫ଟି ପ୍ରମୁଖ ଲକ୍ଷଣ
ପୁରୁଷ ଏବଂ ମହିଳାଙ୍କଠାରେ ହରମୋନ୍ ବ୍ୟତୀତ ଆନାଟୋମିକାଲ୍ ପାର୍ଥକ୍ୟ ମଧ୍ୟ ଦେଖାଯାଏ, ସେଥିପାଇଁ କୌଣସି ରୋଗର ଲକ୍ଷଣ, ତୀବ୍ରତା ଇତ୍ୟାଦିରେ ମଧ୍ୟ ପାର୍ଥକ୍ୟ ଥାଏ । ତେବେ…
Read More » -
କ’ଣ ଆପଣଙ୍କ ଶିଶୁର ମୁଣ୍ଡବିନ୍ଧା ହେଉଛି କି ? ଏହିସବୁ ଲକ୍ଷଣକୁ କେବେ ବି କରନ୍ତୁ ନାହିଁ ଅଣଦେଖା
ବଡ ଲୋକଙ୍କ ଭଳି ପିଲାଙ୍କର ମଧ୍ୟ ମୁଣ୍ଡବନ୍ଧା ସମସ୍ୟା ଦେଖାଦେଇଥାଏ। ରିସର୍ଚ୍ଚ ମୁତାବକ, ସ୍କୁଲ ଯାଉଥିବା ୭୫ ପ୍ରତିଶତ ପିଲା ମୁଣ୍ଡ ବିନ୍ଧା ହେଉଥିବା ଅଭିଯୋଗ କରିଥାନ୍ତି।…
Read More » -
ମାରାତ୍ମକ ରୋଗକୁ ନିମନ୍ତ୍ରଣ କରେ ଅଧିକ ଭିଟାମିନ୍ ‘ବି’ ସେବନ କରିବା, ଜାଣନ୍ତୁ ଉଚିତ୍ ମାତ୍ରା
ଶରୀର ପାଇଁ ଭିଟାମିନ୍ର ଆବଶ୍ୟକତା ରହିଛି । ହେଲେ ଅଧିକ ଭିଟାମିନ୍ ବେଳେ ବେଳେ ଶରୀର ପାଇଁ ଅନେକ ମାରାତ୍ମକ ରୋଗ ଆଣିଥାଏ । ମାତ୍ର ବିଶେଷକରି…
Read More » -
ଶରୀରର ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରେ କରମଙ୍ଗା, ଜାଣନ୍ତୁ ଆଉ କଣ ରହିଛି ଏହାର ଅନ୍ୟସବୁ ଫାଇଦା
ଗାଁ ଗହଳିରେ କରମଙ୍ଗା ଗଛ ଅନେକ ମାତ୍ରାରେ ଦେଖାଯାଏ । ଲୋକେ ଏହାକୁ ଏକ ସାଧାରଣ ଫଳ ଭାବି ଖାଉଥିଲେ ମଧ୍ୟ ଏହାର ପ୍ରକୃତ ଗୁଣ ବାବଦରେ…
Read More » -
ଅଧିକ ବୟସରେ ଗର୍ଭଧାରଣ ହୋଇପାରେ କ୍ଷତିକାରକ, ଜାଣନ୍ତୁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ
ଆଜିର ଆଧୁନିକ ଯୁଗରେ ବିଳମ୍ବରେ ଗର୍ଭଧାରଣ କରିବା ସାଧାରଣ କଥା ହୋଇଗଲାଣି। ସମସ୍ତେ ନିଜ ଲାଇଫରେ ‘ସେଟଲ’ ହେବା ପରେ ପିଲା ପାଇଁ ପ୍ଲାନ୍ କରନ୍ତି। ଏମିତି…
Read More » -
ବିବାହ ଏକ ଅତୁଟ ବନ୍ଧନ। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ। ଏମିତି ହେଲେ ଜୀବନ ହାସଖୁସିରେ ପୂରି ଉଠିଥାଏ। କିନ୍ତୁ ଯଦି ଏଥିରେ ଟିକେ ବି ସମସ୍ୟା ଦେଖାଦିଏ, ତା’ ହେଲେ ସମ୍ପର୍କ ତିଷ୍ଠିବା କଷ୍ଟକର ହୋଇପଡ଼େ। ଆଜି ଆମେ କହିବାକୁ ଯାଉଛୁ, ନିର୍ବନ୍ଧ ପରେ ଆପଣଙ୍କୁ କେଉଁ ସବୁ କଥା ଉପରେ ଧ୍ୟାନ ରଖିବାକୁ ହେବ, ଯଦ୍ଦ୍ୱାରା ସମ୍ପର୍କ ଯୋଡ଼ିହେବା ଆଗରୁ ଭାଙ୍ଗି ନ ପାରିବ। e ୧. ପସନ୍ଦ-ନାପସନ୍ଦର ଚର୍ଚ୍ଚା ଏହି ଟପିକ ଉପରେ କଥା ହେବା ବେଳେ ବିଶେଷ ଧ୍ୟାନ ରଖିବାକୁ ହେବ। କାରଣ, ଯଦି ଆପଣଙ୍କ ପାର୍ଟନରଙ୍କୁ ଲାଗିବ ଯେ ଆପଣଙ୍କ ପସନ୍ଦ ଏବଂ ତାଙ୍କ ପସନ୍ଦ ଅନେକ କ୍ଷେତ୍ରରେ ଅଲଗା ରହିଛି, ତା’ ହେଲେ ସେ ଏ ବିଷୟରେ ଅଧିକ କିଛି ଭାବିବାକୁ ଲାଗିଯାନ୍ତି, ଯାହାକି ସମ୍ପର୍କ ଭାଙ୍ଗିଯିବାର ଏହା ବଡ଼ କାରଣ ହୋଇପାରେ। ୨. ବ୍ୟକ୍ତିଗତ କଥା ନା ପଚାରୁନ୍ତୁ ନା କୁହନ୍ତୁ ଏହି ପ୍ରସଙ୍ଗ ଉପରେ ଖୋଲିକି କଥା ହେଲେ ଉଭୟ ଉଭୟଙ୍କ ବିଷୟରେ ଜରୁରୀ କଥା ଜାଣିପାରିବେ। କିନ୍ତୁ କେତେକ କ୍ଷେତ୍ରରେ ଏହା ଆପଣଙ୍କ ଉପରେ ଭାରି ପଡ଼ିପାରେ। ବିବାହ ପୂର୍ବରୁ ବ୍ୟକ୍ତିଗତ କଥା ପଚାରିବା କିମ୍ବା କହିବାକୁ ଆପଣ ଆଭୋଏଡ କରିବା ଉଚିତ। ik ୩. ପୁରୁଣା ଆଫେୟର୍ସ ବିଷୟରେ ଆଲୋଚନା କରିବା ବିବାହ ପୂର୍ବରୁ ପୁରୁଣା ଆଫେୟର୍ସ ବିଷୟରେ କଥା ହେବା କି ଆଲୋଚନା କରିବା ଭୟଙ୍କର ହୋଇପାରେ। ପରେ ଏହି କଥାକୁ ନେଇ ପାର୍ଟନର ଆପଣଙ୍କୁ କମେଣ୍ଟ ମାରିପାରନ୍ତି ନହେଲେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ। କେବେ କେବେ ଏହା ବରଦାସ୍ତ ବାହାରେ ହୋଇଯାଏ। ୪. ନିଜ ସ୍ଵଭାଵ ଉପରେ ଚର୍ଚ୍ଚା କରନ୍ତୁନି ମହିଳାମାନେ ଡୋମିନେଟିଙ୍ଗ ହେବା କୌଣସି ନୂଆ କଥା ନୁହେଁ। ତେଣୁ ପୁଅମାନେ ନିଜର ସ୍ଵଭାଵ ବିଷୟରେ ଆଲୋଚନା କରନ୍ତୁନି। କାରଣ, ଏହା ଆପଣଙ୍କ ପାଇଁ ଉପଯୁକ୍ତ ସମୟ ନୁହେଁ, ତେଣୁ ଚୁପ ରହିବା ଦରକାର। oi ୫. ପାରିବାରିକ କଥା ସେୟାର କରନ୍ତୁନି ନିର୍ବନ୍ଧ ପରେ ଉଭୟ ଉଭୟଙ୍କ ପାରିବାରିକ କଥା ସେୟାର କରିବା ଉଚିତ ନୁହେଁ। କାରଣ, ଉଭୟ ପରିବାର ଦାବି କରିଥାନ୍ତି ଯେ ଆମେ ଏକ ହେଲୁ, କିନ୍ତୁ ବାସ୍ତବରେ ସେମାନେ ବିବାହ ପର୍ଯ୍ୟନ୍ତ ମିଶି ନ ଥାନ୍ତି। ତେଣୁ ଏହି ଆଲୋଚନାଠାରୁ ଦୂରେଇ ରୁହନ୍ତୁ।
ସାଧାରଣତଃ ଆମେ ନିଜ ଚେହେରାର ଯେତିକି ଯତ୍ନ ନେଉ ସେହି ପରିମାଣର ଧ୍ୟାନ ନିଜ ହାତ, ପାଦ ପ୍ରତି ଦେଇ ନଥାଉ । ଆମେ ଭୁଲିଯାଉକି ଆମ…
Read More » -
ପୋକ କାମୁଡିବା ହୋଇପାରେ ବିପଦପୂର୍ଣ୍ଣ, ଏହି ଉପାୟରେ ମିଳିବ ଆରାମ
ପୋକ କାମୁଡିବା ଯୋଗୁଁ ସାଧାରଣତଃ କୁଣ୍ଡାଇ ହେବା, ଜଳାପୋଡା କିମ୍ବା ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ। ବେଳେ ବେଳେ ଏପରି ବିଷାକ୍ତ ପୋକ କାମୁଡିବା କିମ୍ବା ଡଙ୍କ…
Read More » -
ମଧୁମେହ ଠାରୁ ଆରମ୍ଭ କରି ଓଜନ ନିୟନ୍ତ୍ରଣ କରିଥାଏ ଛତୁ, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା
ଛତୁ ବା ମସରୁମ୍ ଏକ ଶାକାହାରୀ ଭୋଜନ। ସମସ୍ତ ଶାକାହାରୀ ବ୍ୟକ୍ତି ଏହାକୁ ଖାଇବାକୁ ବେଶ ପସନ୍ଦ କରନ୍ତି। ଏହାଛଡା ଛତୁ ଖାଇବା ଶରୀର ପାଇଁ ବେଶ୍…
Read More » -
ଓଜନକୁ କମ୍ କରିବାକୁ ଚାହୁଁଛନ୍ତି କି ? ତେବେ ଅନ୍ୟ କିଛି ନୁହେଁ ଏହି ମଞ୍ଜିର କରନ୍ତୁ ବ୍ୟବହାର
ଓଜନ କମ୍ କରିବାକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତାରେ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଫିଟ୍ ରହିବାକୁ ଓ୍ଵାର୍କଆଉଟ ସହିତ ଘରୋଇ ଉପଚାରକୁ ଆପଣାଉଛନ୍ତି।…
Read More » -
ରକ୍ତ ଅଭାବ ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ଚିନାବାଦାମ, ଜାଣନ୍ତୁ ଏହାକୁ ଖାଇବାର ଆଉକିଛି ଫାଇଦା
ଚିନାବାଦାମ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ।ଏହାକୁ ଅନେକ ଲୋକ ବାଦାମ ମଧ୍ୟ କହିଥାନ୍ତି। ଏହାର ଅନେକ ଫାଇଦା ମଧ୍ୟ ରହିଥାଏ। ଚିନାବାଦରେ ପ୍ରୋଟିନର ପ୍ରଚୁର ମାତ୍ରା ରହିଥାଏ।…
Read More »