ସ୍ୱାସ୍ଥ୍ୟ
-
ମାଇଗ୍ରେନ୍ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ମିଶାଇ ସେବନ କରନ୍ତୁ ଏହିସବୁ ଜିନିଷ
ସ୍ୱାସ୍ଥ୍ୟ ସହ ଜଡିତ କୌଣସି ଛୋଟ ସମସ୍ୟା ଆପଣଙ୍କ ଜୀବନ ଉପରେ ବି ପ୍ରଭାବ ପକାଇଥାଏ। ଏଭଳି ଏକ ଛୋଟ ସମସ୍ୟା ହେଉଛି ମାଇଗ୍ରେନ୍, ଯାହା ମୁଣ୍ଡବିନ୍ଧାର…
Read More » -
ଗର୍ଭାବସ୍ଥାରେ ଆଦୌ ଖାଆନ୍ତୁନି ଆଳୁ ଚିପ୍ସ, ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ କୁପ୍ରଭାବ
ଗର୍ଭାବସ୍ଥାରେ ପ୍ରାୟତଃ ମହିଳାମାନେ ଅନେକ କିଛି ଖାଇବାକୁ ଇଚ୍ଛା କରିଥା’ନ୍ତି। ବେଳେବେଳେ ଏହି ସମୟରେ ମହିଳାମାନେ ଗୁଡ଼େ ଏଣୁ ତେଣୁ ତୈଳାକ୍ତ ତଥା ଜଙ୍କ୍ ଫୁଡ୍ ମଧ୍ୟ…
Read More » -
ଦିନକୁ ଗୋଟେ ଚାମଚ ଖାଆନ୍ତୁ ଅଳସୀ(flaxseeds) , କରନ୍ତୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସମସ୍ତଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ସମସ୍ୟା ହେଲେ ଧମନୀରେ ରକ୍ତର ଚାପ ବଢିଯାଏ। ଯଦି ଆପଣ ଏହି…
Read More » -
ମିଠା ଖାଇବା ଦ୍ୱାରା ବଢ଼େନି ବ୍ଲଡସୁଗାର! ତେବେ କାହିଁକି ହୁଏ ଡାଇବେଟିସ୍, ଜାଣନ୍ତୁ ଏହାର ପ୍ରକୃତ କାରଣ
ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍ରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ଏହି ରୋଗ ଥିଲେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ। ଡାଇବେଟିସ୍ର ପ୍ରାଥମିକ…
Read More » -
ତୁଳସୀ ପାଣିର ରହିଛି ଚମତ୍କାରୀ ଔଷଧୀୟ ଗୁଣ, ସକାଳେ ଥରେ ଖାଲିପେଟରେ ପିଇଲେ ମିଳେ ଏସବୁ ଫାଇଦା
ତୁଳସୀରେ ଏମିତି ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀରର କେତେକ ସାଧାରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗକୁ…
Read More » -
ମହିଳାମାନେ କାହିଁକି ହୋଇଥାନ୍ତି ଥାଇରଏଡ୍ କ୍ୟାନସରର ଶିକାର, ଜାଣନ୍ତୁ ରକ୍ଷା ପାଇବାର ସଠିକ୍ ଉପାୟ
ଆଜିଠାରୁ କିଛି ଦିନ ପୂର୍ବରୁ କ୍ୟାନସର ଭଳି ରୋଗ କେବଳ ବିଦେଶରେ ଦେଖିବାକୁ ମିଳୁଥିଲା କିନ୍ତୁ ଭାରତରେ ଯେବେ ଯେବେ ବିଦେଶୀ ଖାଦ୍ୟର ପରିମାଣରେ ଅଧିକ ହେବାକୁ…
Read More » -
ଭିଟାମିନ B12 ଅଭାବରେ ଏମିତି ହୋଇଯାଇପାରେ ଆପଣଙ୍କ ଚେହେରା, ଜାଣନ୍ତୁ ଏହାକୁ ଭଲ କରିବାର ସଠିକ ତରିକା
ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଅନେକ ପ୍ରକାରର ପୋଷାକ ତତ୍ତ୍ୱର ଆବଶ୍ୟକତା ରହିଛି । ଭିଟାମିନ, ମିନେରାଲ, ପ୍ରୋଟିନ ଓ ଡାଇଟାରି ପରି ପୋଷାକ ତତ୍ତ୍ୱ…
Read More » -
ଏପରି ରଖନ୍ତୁ ଘରକୁ ଜୀବାଣୁ ମୁକ୍ତ, ସଠିକ୍ ରହିବ ସ୍ୱାସ୍ଥ୍ୟ
ପ୍ରତିଦିନ ଘରକୁ ସଫାସୁତରା ରଖିବା ସହଜ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଘରକୁ ସଫାସୁତୁରା ରଖିବାକୁ ଚାହିଁଥା’ନ୍ତି। ପ୍ରତିଦିନ କବାଟ, ଝରକା, ଓ୍ଵାସିଂ ମେସିନ, ରୋଷେଇ ଘରେ…
Read More » -
ସ୍ତନ କ୍ୟାନସରରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ
ଆଜିକାଲି ମହିଳାମାନଙ୍କୁ ସ୍ତନ କ୍ୟାନସର ସହିତ ଜଡିତ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଏପରି ସ୍ଥଳେ ମହିଳାଙ୍କ ସ୍ତନରେ ଏକ ଗେଟା ହୋଇ ରହିଲା ପରି ଅନୁଭୂତ…
Read More » -
କିଛି ଲୋକ ଭାବନ୍ତି, ଭାତ ଖାଇଲେ ଫାଇଦା କମ୍ ଆଉ କ୍ଷତି ଅଧିକ ହୋଇଥାଏ। ଯେମିତି କି ଭାତ ଲୋକଙ୍କ ପେଟ ବଢ଼ାଇ ଦେଇଥାଏ। ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକେ କେବେ ବି ନିଜ ଡାଏଟ୍ରେ ଭାତ ସାମିଲ କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେମାନଙ୍କୁ ଏହା ଜଣା ନ ଥାଏ ଯେ ଭାତ କିମ୍ବା ଚାଉଳ କେତେ ଲାଭଦାୟକ ହୋଇଥାଏ। ତ୍ୱଚାର ଯତ୍ନ ପାଇଁ ଘରୋଇ ଉପାୟ ଆପଣାଉଥିବା ଲୋକଙ୍କୁ ଭାତ ପାଣି ବା ପେଜ ବ୍ୟବହାର କରିବା ଉଚିତ। ସପ୍ତାହରେ ଥରେ ପେଜ ବ୍ୟବହାର କରି ଆପଣ ସୌନ୍ଦଯ୍ୟର୍ ସହ ଜଡ଼ିତ ଅନେକ ସମସ୍ୟାକୁ ଦୂର କରିପାରିବେ। r4 ପେଜରେ ଆପଣଙ୍କ ତ୍ୱଚାର ରଙ୍ଗ ଚମକି ଉଠିବ। ଏହାସହ ମୁହଁରେ ଥିବା ଦାଗ, କୁଞ୍ଚନ ଆଦି ଦୂର ହୋଇଯିବ। ଭାତ ପାଣି ବା ପେଜ ସ୍କିନ୍କୁ ଟାଇଟ୍ କରିଥାଏ। ଏଥିରେ ଭିଟାମିନ୍, ଲବଣ ଏବଂ ଆଣ୍ଟିଅକ୍ସିଡେଣ୍ଟ ପଯ୍ୟର୍ାପ୍ତ ମାତ୍ରାରେ ରହିଥାଏ, ଯଦ୍ଦ୍ଵାରା ତ୍ୱଚାରେ ନମନୀୟତା ବଜାୟ ରହିଥାଏ। ଏପରି କି, ପେଜକୁ ଭଲ କ୍ଲିଞ୍ଜର ରୂପେ ମଧ୍ୟ ଗଣାଯାଏ। r55 ପେଜ ଥଣ୍ଡା ହୋଇଗଲା ପରେ ଆପଣ ଏହାକୁ ମୁହଁରେ ହାଲୁକା ଭାବେ ସମାଜ କରିପାରିବେ। ମସାଜ କରିବାର ୧୦ ମିନିଟ୍ ପରେ ପେଜରେ ହିଁ ହାତ ବୁଡ଼ାଇ ଏକ ଶୁଖିଲା କପଡ଼ାରେ ମୁହଁକୁ ପୋଛି ଦିଅନ୍ତୁ। ଏହାପରେ ତୁରନ୍ତ ଆପଣଙ୍କ ତ୍ୱଚାରେ ପବରିବର୍ତ୍ତନ ନଜର ଆସିବ। କେବଳ ଏତିକି ନୁହେଁ, ପେଜରେ ଆପଣ ଆପଣଙ୍କ କେଶରେ ମଧ୍ୟ ଚମକ ଆଣିପାରିବେ।
ଦିନ କୁ ଦିନ ବଦଳୁଥିବା ଜୀବନଶୈଳୀ ସହ ସମୟର ଅଭାବ କାରଣରୁ ଆଉ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦେଇପାରୁ ନାହାନ୍ତି । ଘରେ…
Read More »