ବିଚାର
-
ଭଗବାନ ଶ୍ରୀଗଣେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡ ଲଗାଇବା ପରେ ତାଙ୍କ ମୁଣ୍ଡର କଣ ହୋଇଥିଲା, ଜାଣନ୍ତୁ!
ଏହା ଜାଣିବା ପାଇଁ ଆପଣଙ୍କୁ ଉତ୍ତରାଖଣ୍ଡ ର ପେଥରଗଡରେ ଥିବା ଏକ ଗୁମ୍ଫା ଭିତରକୁ ଯିବାକୁ ହେବ। ଏହି ଗୁମ୍ଫା ଭିତରକୁ ଯିବାପରେ ଆପଣଙ୍କୁ କେବଳ ଭଗବାନ…
Read More » -
ବାଛନ୍ତୁ ଗୋଟେ ମନପସନ୍ଦର ଫଟୋ ଓ ଜାଣନ୍ତୁ ଲୋକା କାହିଁକି ଆପଣଙ୍କୁ ଭଲ ପାଇଥାନ୍ତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବହୁତ ଲୋକଙ୍କର ପସନ୍ଦ ଓ ନାପସନ୍ଦ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ବ୍ୟକ୍ତିର ପସନ୍ଦ ଦ୍ଵାରା ହିଁ ତାର ବ୍ୟକ୍ତିତ୍ବ ଓ…
Read More » -
ଏହା ଭିତରୁ ବାଛନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ ନିଜ ଜୀବନ ବିଷୟରେ ଏହି ଖାସ କଥା
ଆମ ଦୁନିଆରେ ପ୍ରକୃତି ସବୁଠୁ ସୁନ୍ଦର ତଥା ସୌନ୍ଦର୍ଯ୍ଯରେ ପରିପୂର୍ଣ ରହିଥାଏ । ପ୍ରକୃତି ବିନା ଆମର ଦୁନିଆ ଅଧୁରା ଦେଖାଯିବ । ସେଥି ମଧ୍ୟରୁ ଆମର…
Read More » -
ମାଳିକାର ବଡ ଭବିଷ୍ୟବାଣୀ ଅନୁସାରେ ଜଳମଗ୍ନ ହେବ ଜଗତସିଂହପୁର, ପୁରା ସତ କଣ ଜାଣନ୍ତୁ
ଆଜି ପୁଣି ଥରେ ଆମେ ଆପଣଙ୍କୁ ମାଳିକାର ଲେଖା ହୋଇଥିବା ଭବିଷ୍ୟତବାଣୀ ବିଷୟରେ କହିବାକୁ ଯାଉଛୁ । ଆଜି ଆମେ ମାଳିକାରେ ବର୍ଣିତ ଜଗତସିଂହପୁର ମାଟି ବିଷୟରେ…
Read More » -
କାଗଜରେ ଏହାକୁ ଲେଖି ଜଳାଇ ଦିଅନ୍ତୁ, ଯାହାବି ଇଚ୍ଛା ଥିବା ହେଇଯିବ ପୁରା
ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହା କି ବହୁତ ହିଁ ସରଲ ଓ ସହଜ ଅଟେ । ଏହି ଉପାୟକୁ କରିବା ଦ୍ୱାରା…
Read More » -
ଏହି ତିନି ମା କାନ୍ଦିଲେ ସୃଷ୍ଟିର ହେବ ବିନାଶ, କଣ କହୁଛି ମାଳିକା ଦେଖନ୍ତୁ
ଆଜି ଆମେ ପୁଣି ଥରେ ଅଚ୍ୟୁତାନନ୍ଦଙ୍କ ଦ୍ଵାରା ରଚିତ ମାଳିକା ଭବିଷ୍ୟତ ବାଣୀରେ ରଚିତ କିଛି ମହତ୍ଵ କଥା ବିଷୟରେ କହିବୁ । ଅଚ୍ୟୁତାନନ୍ଦ ମାଲିକାରେ ବହୁତ…
Read More » -
କଳ୍କି ଅବତାରର ରୂପରେ ଭଗବାନ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିବେ- ମାଳିକା ଭବିଷ୍ୟବାଣୀ
ଆଜି ଆମେ ପୁଣିଥରେ ଆପଣଙ୍କ ପାଇଁ ୬୦୦ ବର୍ଷ ତଳେ ରଚିତ ଶାସ୍ତ୍ର ଗୁଡିକରେ ଲେଖା ହୋଇଥିବା କିଛି ଭବିଷ୍ୟତ ବାଣୀ ବିଷୟରେ କହିବାକୁ ଯାଉଛୁ ।…
Read More » -
ପ୍ୟାକେଟରେ ମିଳୁଥିବା ଏହି ଜିନିଷ ବହୁତ ମହଙ୍ଗା ଅଟେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ
ଅନେକ ଉପକରଣ, ଡ୍ରେସ, ବ୍ୟାଗ, କିମ୍ବା ଜୋତା ରେ ମିଳୁଥିବା ଏହି ଛୋଟ ଧଳା ପ୍ୟାକେଟ କେତେ ମୂଲ୍ୟବାନ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଉଡାହାରସ୍ୱରୂପ…
Read More » -
ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ନିଜ ଘରେ ଝାଡୁ ଲଗାଇଥାଏ ତାଙ୍କ ଘର ଧନ ଦୌଲତରେ ଭରି ଯାଇଥାଏ
ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହା ଯାଏ । ଯଦି ଆପଣ ଏଠି କୁହାଯାଇଥିବା ସମୟରେ ଝାଡୁ କରୁଛନ୍ତି ତେବେ ସେହି ଘରେ…
Read More » -
ଆଜି ଏଠାରେ ଆପଣମାନଙ୍କୁ କହିବାକୁ ଯାଉଛି କି କଣ ପାଇଁ ପର୍ଶୁରାମ କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ । ଛୋଟବେଳୁ ହିଁ କର୍ଣ୍ଣଙ୍କୁ ଧନ୍ୟୁର୍ବିଦ୍ୟାରେ କିଛି ଅଧିକ ରୁଚି ରହିଥିଲା । ଏବଂ ସେ ଏଥି ପାଇଁ ଥରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ମନା କରିଦେଲେ, ସେ କର୍ଣ୍ଣଙ୍କୁ କହିଥିଲେ କି ମୁଁ ଏକ ରାଜଗୁରୁ ଏବଂ ମୁଁ ରାଜକୁମାର ମାନଙ୍କୁ ହିଁ କେବଳ ଶିକ୍ଷା ପ୍ରଦାନ କରିଥାଏ । କର୍ଣ୍ଣ ପୁଣି ଥରେ ଅନୁରୋଧ କରିବା ପରେ ଗୁରୁ କହିଲେ ଏକ ସୁପୁତ୍ର କାହାର ର ସାଙ୍ଗ ହେବାକୁ ପଡିବ ଅସ୍ତଶସ୍ତ୍ର ଚଳେଇବା ପାଇଁ ନୁହେଁ । କର୍ଣ୍ଣଙ୍କୁ ଏପରି କଥା ଶୁଣି ରାଗ ଆସିଲା ଏବଂ ସେ ପ୍ରତିଜ୍ଞା କଲେ କି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଗୁରୁଙ୍କ ଠାରୁ ସେ ଶିକ୍ଷା ପ୍ରାପ୍ତି କରିବେ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟଙ୍କ ଠାରୁ ମଧ୍ୟ ଭଲ ଧନୁର୍ଦ୍ଧାରି ହେବେ । ତାପରେ କାର୍ଣ୍ଣଙ୍କ ପର୍ଶୁରାମଙ୍କ ପାଖକୁ ଧନୁର୍ବିଦ୍ୟା ଶିଖିବାକୁ ଯାଇଥିଲେ । ସେ ତାଙ୍କର ପରିଚୟରେ ଏକ ବ୍ରାହ୍ମଣ ବୋଲି କହିଥିଲେ କାହିଁକିନା ପର୍ଶୁରାମ କେବଳ ବ୍ରାହ୍ମଣଙ୍କୁ ହିଁ ତାଙ୍କର ଶିଷ୍ୟରୂପେ ଗ୍ରହଣ କରୁଥିଲେ । ପର୍ଶୁରାମ କର୍ଣ୍ଣଙ୍କୁ ତାଙ୍କ ଶିଷ୍ୟ କରିଦେଲେ ଏବଂ ତାଙ୍କର ସବୁ ବିଦ୍ୟା କର୍ଣ୍ଣଙ୍କୁ ଶିଖାଇଲେ । ଗୋଟେ ଦିନ ପର୍ଶୁରାମ ଏବଂ କର୍ଣ୍ଣ ବଣକୁ ଯାଉଥିଲେ ଏବଂ ଥକ୍କା ଲାଗିବ କାରଣରୁ ବିଶ୍ରାମ ନେବା ପାଇଁ ପର୍ଶୁରାମ ରାସ୍ତା ରେ ହିଁ ଅଟକିଲେ,ଶୋଇଥିବା ସମୟରେ ଯେମିତି ପର୍ଶୁରାମ କିଛି ଅସୁବିଧା ନହୁଏ ଏଥିପାଇଁ କର୍ଣ୍ଣ ତାଙ୍କ ମୁଣ୍ଡ ନିଜ କୋଳରେ ରଖିବା ପାଈଁ କହିଲେ । ବିଶ୍ରାମ କରୁଥିବା ମଝିରେ ଏକ କୀଟ କର୍ଣ୍ଣଙ୍କ ଜଂଘ କୁ କାମୁଡ଼ିଦେଲା ହେଲେ କର୍ଣ୍ଣ ପର୍ଶୁରାମଙ୍କ ନିଦ ଭାଙ୍ଗିବାକୁ ଚାହୁଁନଥିଲେ, ଏଥିପାଇଁ ସେ ସେହିଠାରେ ବସି କଷ୍ଟ ସହିଲେ । କୀଟଟି କର୍ଣ୍ଣଙ୍କୁ କାମୁଡି ବହୁତ ବଡ଼ ଘା କରିଦେଇଥିଲା ଯେଉଁଥିପାଇଁ ରକ୍ତ ବାହାରିବାକୁ ଲାଗିଲା । ଧୀରେ ଧୀରେ ରକ୍ତ ର ଧାର ପର୍ଶୁରାମଙ୍କ ଦେହରେ ଯାଇଲାଗିଲା ଏବଂ ତାଙ୍କ ନିଦ ଭାଙ୍ଗିଗଲା । ପର୍ଶୁରାମ ଦେଖିଲେ ତାଙ୍କ ଆଖପାଖରେ ବହୁତ ରକ୍ତ ପଡିଥିଲା, ଏହା ଦେଖି ସେ କର୍ଣ୍ଣଙ୍କୁ ପଚାରିଲେ ଏ କାହାର ରକ୍ତ,କର୍ଣ୍ଣ ସବୁକଥା ପର୍ଶୁରାମଙ୍କୁ କହିଲେ । ଏହାଶୁଣି ପର୍ଶୁରାମ କହିଲେ ତମେ ବ୍ରାହ୍ମଣ ହୋଇପାରିବ ନାହିଁ । କୀଟର ଘା କରିବା ପରେ ବି ତମେ ନ ହଲିକି ସେମିତି ଗୋଟେ ଜାଗାରେ ବସି ରହିଥିଲ ଏମିତି ତ କେବଳ ଗୋଟିଏ କ୍ଷତ୍ରିୟ ହିଁ କରିପାରେ । ମତେ କୁହ ତମେ କିଏ ? ତାପରେ କର୍ଣ୍ଣ କହିଲେ କି ସେ ଏକ ସୁପୁତ୍ର ଅଟନ୍ତି । ସେତେବେଳକୁ ପର୍ଶୁରାମଙ୍କୁ ଜଣାପଡିସାରିଥିଲା କି କାର୍ଣ୍ଣ ଏକ କ୍ଷତ୍ରିୟ ବୋଲି । କର୍ଣ୍ଣଙ୍କର ଏପରି ମିଛ କଥା ପାଇଁ ପର୍ଶୁରାମ ବହୁତ ରାଗିଗଲେ ଏବଂ କହିଲେ କି ତମେ ଛଳନା କରି ବିଦ୍ୟା ପ୍ରାପ୍ତି କରିଛ ଏବଂ ତମର ମୃତ୍ୟୁ ବି ଛଳନା ରେ ହିଁ ହବ । ମୁଁ ଶିଖାଇଥିବା ବିଦ୍ୟା ଯେତେବେଳେ ତମର ସବୁଠାରୁ ଅଧିକା ଆବଶ୍ୟକ ପଡିବ ସେତେବେକେ ତମେ ସବୁ ବିଦ୍ୟା ଭୁଲିଯିବ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ ।
ମହାପୁରୁଷଙ୍କ ଦ୍ଵାରା ରଚିତ ୬୦୦ ବର୍ଷ ତଳର କାଳଯଇ ଲେଖା କିମ୍ବା ଆଗତ ଭବିଷ୍ୟତ ବର୍ତ୍ତମାନ ସମୟରେ ସତ୍ୟତା ରୂପରେ ପ୍ରମାଣିତ ହେଉଛି । କହିବାକୁ ଗଲେ…
Read More »