ନୀତି
-
କଣ ଆପଣଙ୍କୁ ମିଳୁଛି ଏହି ସବୁ ସଂକେତ, ତେବେ କୁଣ୍ଡଳୀରେ ରହିଛି ଅଶୁଭ ଯୋଗ
ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହ ଅଶୁଭ କିମ୍ବା ବିପରୀତ ଘରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କର ସମସ୍ୟା ଅଧିକ ବଢିଯାଇଥାଏ। କାରଣ ଅଶୁଭ ଗ୍ରହ କୁଣ୍ଡଳୀରେ…
Read More » -
ଯୋଗ କରିବାକୁ ଯାଉଛନ୍ତି କି? ତେବେ ଗଣ୍ଠି ପକାଇ ରଖନ୍ତୁ ଏହି ଖାସ୍ କଥା
ଯୋଗ ହୃଦୟ ଏବଂ ମସ୍ତିଷ୍କକୁ ଜଡିତ ଅନେକ ରୋଗ ଏବଂ ବିକାରକୁ ଦୂର କରି ଜୀବନୁ ସରସ ସୁନ୍ଦର କରିଦିଏ। ଏହା ମଣିଷକୁ ସବୁ ପ୍ରକାର ଶୁଦ୍ଧିକୁ…
Read More » -
ଘରେ ନାଲି ପିମ୍ପୁଡ଼ି ହେଲେ, କ’ଣ ରହିଛି ଶୁଭ ଅଶୁଭ ଲକ୍ଷଣ
ଆପଣ ଜାଣିଛନ୍ତି କି, ଘରେ କଳା କିମ୍ବା ନାଲି ପିମ୍ପୁଡ଼ି ହେଲେ ଘରର କ’ଣ କ୍ଷତି ହୋଇଥାଏ କି ଲାଭ ହୋଇଥାଏ? ପିମ୍ପୁଡ଼ି ଦୁଇଟି ରଙ୍ଗର ହୋଇଥାଆନ୍ତି।…
Read More » -
ଶାକାହାରୀ ଲାଗୁଥିବା ଏହି ସବୁ ଖାଦ୍ୟ ପ୍ରକୃତରେ ଆମିଷ, ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନି ସେବନ
ଶ୍ରାବଣ ମାସରେ ଆମିଷ ଖାଇବା ନିଷେଧ ହୋଇଥାଏ। ଏମିତିରେ ଯଦି ଆପଣ ଏହି ପବିତ୍ର ମାସରେ ଆମିଷ ଖାଦ୍ୟ ଭୋଜନ କରୁନାହାନ୍ତି, ତା’ହେଲେ ଗୋଟିଏ ଥର ଆପଣଙ୍କ…
Read More » -
ଚାଣକ୍ୟ ନୀତି : ଆପଣଙ୍କର ପିଛା ଛାଡିବ ନାହିଁ ସଫଳତା, କେବଳ ଏହି କଥା ଉପରେ ରଖିବାକୁ ପଡିବ ସତର୍କତା
ରାଜନୀତିର ପ୍ରକାଣ୍ଡ ପଣ୍ଡିତ କୌଟିଲ୍ୟ ( ଆଚାର୍ଯ୍ୟ ଚାଣକ୍ୟ ) ଦୈନିକ ଜୀବନରେ କାର୍ଯ୍ୟ , ବ୍ୟବହାର ଏବଂ ଆଚରଣ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ ନିୟମ ବିଷୟରେ…
Read More » -
ଏପରି ହୋଇଥାନ୍ତି ଜୁଲାଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି, ଜାଣନ୍ତୁ ତାଙ୍କ ବିଷୟରେ ଏହି ୮ଟି ଅଜଣା କଥା
ପ୍ରତ୍ୟେକ ବ୍ୟକ୍ତଙ୍କର ସ୍ବଭାବ ଏବଂ ଚରିତ୍ର ଭିନ୍ନଭିନ୍ନ ହୋଇଥାଏ। ତେବେ ଜଣଙ୍କର ଜନ୍ମ ମାସ ହିସାବରେ ଆପଣ ତାଙ୍କର ଚରିତ୍ର, ସ୍ବଭାବରୁ ଆରମ୍ଭ କରି ତାଙ୍କ ବିଷୟରେ…
Read More » -
ଜାଣନ୍ତୁ ଶନିବାର କେଉଁ ୧୦ଟି ଜିନିଷ ଘରକୁ ଆଣିବା ଦ୍ବାରା ଆପଣଙ୍କ ଉପରେ ପଡିଥାଏ ଶନିଙ୍କ କୋପ ଦୃଷ୍ଟି
ଶନିବାର ନାଁ ମନରେ ଆସିବା କ୍ଷଣି ପ୍ରାୟତଃ କୌଣସି ଅନିଷ୍ଟ ହେବାର ଆଶଙ୍କା ଦେଖାଦେଇଥାଏ । ଶନିବାର ଶନି ଭଗବାନଙ୍କ ଦିନ ହୋଇଥାଏ । ଶନିଙ୍କୁ ଯମ,କାଳ,ଦୁଃଖ,ଦାରିଦ୍ରତା…
Read More » -
ସ୍ବସ୍ତିକ କରିବା ପୂର୍ବରୁ ଜାଣନ୍ତୁ ଏହି କଥା, ନଚେତ୍ ପରିଣାମ ହେବ ଖରାପ
ଯେକୌଣସି କାମର ପ୍ରାରମ୍ଭରେ ଭଗବାନ ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। କାମକୁ ସଠିକ୍ ଆରମ୍ଭ ପାଇଁ ଗଣେଶଙ୍କ ପ୍ରତୀକ ସ୍ବସ୍ତିକ ଚିହ୍ନ କରାଯାଇଥାଏ। ମାନ୍ୟତା ଅନୁଯାୟୀ, ସ୍ବାସ୍ତିକ…
Read More » -
ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ, ବାସ୍ତୁଦୋଷ ହୋଇଯିବ ଦୂର
ବାସ୍ତୁଦୋଷ ଦୂର କରିବା ପାଇଁ ଅନେକ ଉପାୟ ରହିଛି । ଘରେ ବାସ୍ତୁଦୋଷ ରହିବା ଏକ ସାଧାରଣ କଥା। ବାସ୍ତୁଶାସ୍ତ୍ରବିତମାନେ ଏହାପାଇଁ ଅନେକ ନିୟମ ବାହାର କରିଛନ୍ତି।…
Read More » -
ଖରାଦିନରେ ସବୁଠାରୁ ଅଧିକ ତ୍ୱଚା ଖରାପ ହୋଇଥାଏ। ସୂର୍ୟ୍ୟ କିରଣ ସିଧାସଳଖ ଚର୍ମରେ ପଡିବା କାରଣରୁ ଅନେକ ତ୍ୱଚା ସମ୍ବନ୍ଧୀତ ଅସୁବିଧା ଦେଖାଯାଇଥାଏ। ଏମିତିରେ ଲହୁଣୀର ସେବନ ଏବଂ ବ୍ୟବହାର ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ତେବେ ଆପଣ ଲହୁଣୀର ବ୍ୟବହାର ତ୍ୱଚା ପାଇଁ ବିଭିନ୍ନ ପ୍ରକାରରେ କରିପାରିବେ। ଏଥିରେ ଉପସ୍ଥିତ ତତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହ ତୀବ୍ର ଖରାକିରଣରୁ ଏହାକୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା କିପରି କରାଯିବା ତ୍ୱଚା ପାଇଁ ଲହୁଣୀର ବ୍ୟବହାର। Tomato-face-pack ଲହୁଣୀ ଏବଂ ଟମାଟୋର ବ୍ୟବହାର : ଲହୁଣୀ ଏକ ପ୍ରାକୃତିକ ଲୋସନ ଭାବେ ବ୍ୟବହାର ହୋଇଥାଏ। ସନବର୍ଣ୍ଣକୁ କମ କରିବା ପାଇଁ ଲହୁଣୀ ଏବଂ ଟମାଟୋର ମିଶ୍ରଣ ଖୁବ ଲାଭକାରୀ ହୋଇଥାଏ। ଏହି ମିଶ୍ରଣରେ ଥିବା ଭିଟାମିନ ଏ ଏବଂ ସି ତ୍ୱଚା ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ଧୋଇବା ପରେ ଆପଣଙ୍କୁ ତ୍ୱଚା ଖୁବ କୋମଳ ଏବଂ ଥଣ୍ଡା ଅନୁଭୂତ ହୋଇଥାଏ। ଲହୁଣୀ ଏବଂ ମହୁର ବ୍ୟବହାର : ଲହୁଣୀ ଏବଂ ମହୁର ମିଶ୍ରଣ ଆଣ୍ଟିଂ ଏଜିଂ ଭାବେ ବ୍ୟବହାର ହୋଇଥାଏ। ମହୁ ପ୍ରାକୃତିକ କ୍ଳିଞ୍ଜର ଭାବେ କାମ କରିଥିବା ବେଳେ ଲହୁଣୀ ମଶ୍ଚରାଇଜର ଭାବେ ବ୍ୟବହାର ହୋଇଥାଏ। ଲହୁଣୀ ଏବଂ ମହୁକୁ ମିଶାଇ ତ୍ୱଚାରେ ଲଗାଇବା ରଖନ୍ତୁ ହାଲୁକା ଶୁଖିବା ପରେ ତାହାକୁ ଧୋଇ ଦିଅନ୍ତୁ। OrangesandPeels500 ଲହୁଣୀ ଏବଂ କମଳା ଚୋପାର ବ୍ୟବହାର : ଲହୁଣୀରେ ଲକ୍ଟିକ୍ ଏସିଡ ଏବଂ ଅଲ୍ଫା ହାଇଡ୍ରକ୍ସି ଏସିଡ ରହିଥାଏ। ଯାହା ତ୍ୱଚାରେ ଚମକ ବଢ଼ାଇବାରେ ସହାୟକ ହୋଇଥାଏ। ଏହା ମୁହଁରେ ଥିବା ଦାଗଧବା ଆଦି ସବୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଏଥିପାଇଁ କମଳା ଚୋପା ଗୁଣ୍ଡକୁ ଲହୁଣୀରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୩୦ ମିନିଟ ରଖି ଧୋଇ ଦିଅନ୍ତୁ।
ଅଧିକାଂଶ ଲୋକମାନେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଡାଲଚିନି ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଡାଲଚିନିରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି।…
Read More »