ଦେଶ ବିଦେଶ

ହଳଦିଆ ସେଓ କେଉଁ ଠାରେ ମିଳିଥାଏ ? ଏହା ସହ ଜାଣନ୍ତୁ 15+ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ ।

ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଭାରତୀୟ ନୋଟର କାଗଜ କେଉଁଥିରେ ତିଆରି ହୁଏ ?

ଉତ୍ତର- କପା ।

2- ମହୁମାଛି କେଉଁ ଫୁଲର ରସକୁ ଅଧିକ ସୋସିଥାଏ ?

ଉତ୍ତର- ସୋରିଷ ।

3- କେଉଁ ଜୀବ ର ରକ୍ତ ନ ଥାଏ ?

ଉତ୍ତର- ହେଡ୍ରା ।

4- କେଉଁ ଦେଶରେ ସିଙ୍ଗଡା ଖାଇବା ମନ ହୋଇଥାଏ ?

ଉତ୍ତର- ସୋମାଲିୟା ।

5- କେଉଁ ପକ୍ଷୀ ର କଣ୍ଠ କୋଇଲି ଠାରୁ ବି ମଧୁର ଅଟେ ?

ଉତ୍ତର- ବୁଲବୁଲ ।

6- କଳା ସୁନା କାହାକୁ କୁହାଯାଏ ?

ଉତ୍ତର- କୋୟଲା ।

7- ଦୁନିଆରେ ସବୁଠୁ ଦାମୀ ବସ୍ତୁର ନାମ କଣ ?

ଉତ୍ତର- ୟୂରେନିୟମ ।

8- କଳା ଅଙ୍ଗୁର କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଭାରତ ।

9- କେଉଁ ପରିବା ଖାଇବା ଦ୍ଵାରା କେଶ ଝଡିବା ବନ୍ଦ ହୋଇଥାଏ ?

ଉତ୍ତର- ପାଳଙ୍ଗ ।

10- ଦୁନିଆରେ ସବୁଠାରୁ ଦାମୀ ପୋକ କିଏ ?

ଉତ୍ତର- ଷ୍ଟେଗ ବିଟଲ ।

11- ଏମିତି କେଉଁ ଜୀବ ଅଛି ଯିଏ ପାଣିରେ ଜନ୍ମ ନେଇଥାଏ ?

ଉତ୍ତର- ଦରିଆଇ ଘୋଡା ।

12- ଭାରତରେ ମୋଟ କେତୋଟି ସ୍କୁଲ ଅଛି ?

ଉତ୍ତର- 15 ଲକ୍ଷ ।

13- କେଉଁ ଗଛର କାଠ ସବୁଠୁ ହାଲକା ହୋଇଥାଏ ?

ଉତ୍ତର- ବଲଶା ଗଛ ।

14- ବ୍ରିଟେନର ରାଷ୍ଟ୍ରୀୟ ଫୁଲର ନାମ କଣ ?

ଉତ୍ତର- ଗୋଲାପ ।

15- ମନୁଷ୍ୟର କେଉଁ ଅଙ୍ଗରେ ହାଡ ନ ଥାଏ ?

ଉତ୍ତର- ଜିଭ ।

16- ସାବୁ ଦାନା କେଉଁ ଗଛର ଚେର ରୁ ତିଆରି ହୁଏ ?

ଉତ୍ତର- ପାମଷାଗୋ ।

17- କେଉଁ ଜୀବ ନିଜ ପାଟିରେ ନିଶ୍ଵାସ ନେଇଥାଏ ?

ଉତ୍ତର- ସାପ ।

18- ଭାରତର ରାଷ୍ଟ୍ରୀୟ ରଙ୍ଗର ନାମ କଣ ?

ଉତ୍ତର- କେସରୀୟା ।

19- ହଳଦିଆ ସେଓ କେଉଁ ଠାରେ ମିଳିଥାଏ ?

ଉତ୍ତର- ନିୟୁଜଲ୍ୟାଣ୍ଡ ।

Related Articles

Leave a Reply

Your email address will not be published. Required fields are marked *

Back to top button