ରାଶିଫଳ

ଏହି 4ଟି ରାଶିର ବ୍ୟକ୍ତି ଏହି ମୁଦି କୁ କେବେ ବି ପିନ୍ଧନ୍ତୁ ନାହିଁ । ନଚେତ ଆସିପାରେ ଦରିଦ୍ରତା

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଧନ ସମ୍ପତି ଓ ସୁଖ ପାଇବା ପାଇଁ କିଛି ଉପାୟମାନ କରିଥାଏ । କିନ୍ତୁ ଯଦି ଉପାୟ ଠିକ ଭାବେ କରାଯାଏ ନାହିଁ ତେବେ ବ୍ୟକ୍ତି କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଜ୍ଯୋତିଷ ଉପାୟ ଯଦି ଭିଲ ଭାବେ କରାଯାଏ ତେବେ ଏହାର ପରିଣାମ ସ୍ୱରୂପ କୁ-ପ୍ରଭାବ ବି ପଡିଥାଏ । ଏଣୁ ଯାହା ବି ଜ୍ଯୋତିଷ ଉପାୟ କରାଯାଏ ତେବେ ସେହି ବିଷୟରେ ଅଧିକ ଜ୍ଞାନ ରହିବା ଆବଶ୍ୟକ ହୋଇଥାଏ । ଅନେକ ଲୋକ ଆଜିକାଲି କଇଁଛ ମୁଦି ପିନ୍ଧୁଛନ୍ତି । କିନ୍ତୁ ତାହାର ଲାଭ ଓ କ୍ଷତି ବିଷୟରେ ଜାଣି ନ ଥାନ୍ତି । ଆଜି ଆମେ ଜାଣିବା କେଉଁ ରାଶିର ବ୍ୟକ୍ତି କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ ।

1- ବୃଷ ରାଶି : ବୃଷ ରାଶିର ସ୍ଵାମୀ ମଙ୍ଗଳ ଦେବତା ଅଟନ୍ତି । ଏଣୁ ଏହି ରାଶିର ଲୋକ ମାନେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ଉପରେ ମଙ୍ଗଳ ଦୋଷ ଲାଗିପାରେ । ଏପରି ସ୍ଥିତି ରେ ଆପଣଙ୍କ କାମ କାର୍ଯ୍ୟ ଉପରେ ଖରାପ ପ୍ରଭାବ ଅପଡିଥାଏ । ଏଣୁ ଏପରି ଭୁଲ କରନ୍ତି ନାହିଁ ।

2- ମୀନ ରାଶି ; ମୀନ ରାଶିର ସ୍ଵାମୀ ବୃହସ୍ପତି ଗ୍ରହ ଅଟନ୍ତି । ବୃହସ୍ପତି ଗ୍ରହ ଶାନ୍ତି ପାଇଁ ଆପଣଙ୍କୁ ସୁନା, ବୋଖରାଜ, ବୁଟ ଡାଲି, ଚିନୀ, ହଳଦିଆ ରଙ୍ଗର ଫୁଲ, ପାନ ଓ ଦକ୍ଷିଣା ଆଦି ଦାନ କରିବା ଉଚିତ ହୋଇଥାଏ । ବିଶେଷ କରି କଇଁଛ ମୁଦି ଏହି ରାଶିର ବ୍ୟକ୍ତି କେବେ ବି ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ଅସୁବିଧା ହୋଇପାରେ ।

3- ମେଷ ରାଶି : ମେଷ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହକୁ ବିଚାର କରାଯାଏ । ଆପଣ କଇଁଛ ମୁଦି ଧାରଣ କରିଲେ ଅନେକ ସମସ୍ଯା ହୋଇପାରେ । ଏହା ଦ୍ଵାରା ମଙ୍ଗଳ ଙ୍କର କୁ-ପ୍ରଭାବ ପଡିଥାଏ । ଏଣୁ ଏହି ରାଶିର ବ୍ୟକ୍ତି କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ ।

4- କନ୍ୟା ରାଶି : ଏହି ରାଶିର ସ୍ଵାମୀ ବୁଧ ଗ୍ରହର ଅଧୀନ ଅଟେ । ଏଥିପାଇଁ କୌଣସି ବି କାମ କରନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ଉପରେ କୌଣସି ଦୋଷ ଲାଗିବ । ଆପଣ ଭୁଲରେ ବି କଇଁଛ ମୁଦି ଧାରଣ କରିବା ଉଚିତ ନୁହେଁ । ଯାହା ଦ୍ଵାରା କ୍ଷତି ହୋଇପାରେ । ଏବେ ଆସନ୍ତୁ ଜାଣିବା ଏହି ରାଶିର ଲୋକଙ୍କୁ କଇଁଛ ମୁଦି ପିନ୍ଧିବା ଦ୍ଵାରା କେଉଁ କେଉଁ କ୍ଷତି ହୋଇଥାଏ ।

ଏହି ରାଶିର ବ୍ୟକ୍ତି କଇଁଛ ମୁଦି ଧାରଣ କରିଲେ ଏମାନଙ୍କୁ ବ୍ୟାପାର ବ୍ୟବସାୟରେ କ୍ଷତି ର ସମୁଖିନ୍ନ ହେବାକୁ ପଡିଥାଏ । ଇବନରେ ଦୁଃଖ ସମସ୍ଯା ଅଧିଥାଏ । ଓ ପରିବାରରେ କ୍ଲେଶ ର ବାତାବରଣ ସୃଷ୍ଟି ହୋଇଥାଏ । ଏମାନଙ୍କର ଧନ ସମ୍ପତି ର ଅଭାବ ଦେଖା ଯାଇଥାଏ । ଏଣୁ କୌଣସି ଦିଗରୁ ଏମାନଙ୍କୁ କଇଁଛ ମୁଦି ଧାରଣ କରିବା ଅନୁଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button