ଭାରତର ପ୍ରଥମ ରକେଟ କେବେ ଲଞ୍ଚ କରାଯାଇଥିଲା ? General Question Challenge
ଛୋଟ ବେଳରୁ ହିଁ ଆମର ଜ୍ଞାନ ବୃଦ୍ଧି କରିବା ପାଇଁ ତଥା ନୂଆ ନୂଆ କଥା ବିଷୟରେ ଜାଣିବା ପାଇଁ ଶିକ୍ଷା ଦିଆଯାଇଥାଏ । ତେବେ ସେହିଭଳି ସାଧାରଣ ଜ୍ଞାନ ମାଧ୍ୟମରେ ମଧ୍ୟ ଆପଣମାନେ ବହୁତ କିଛି ଶିକ୍ଷଣୀୟ କଥା ଜାଣିବାକୁ ପାଇଥାନ୍ତି । ଦେଶ, ବିଦେଶର ଅନେକ ଜ୍ଞାନ ଆପଣ ଏହି ସାଧାରଣ ଜ୍ଞାନରୁ ହିଁ ପାଇଯାଇଥାନ୍ତି ।
1; – କେଉଁ ଗଛକୁ ଘର ମଧ୍ୟରେ କେବେ ଲଗାଇବା ଉଚିତ ନୁହେଁ ?
ଉତ୍ତର;- ଓସ୍ତ ଗଛକୁ କେବେ ମଧ୍ୟ ଘର ମଧ୍ୟରେ ଲଗାଇବା ଉଚିତ ନୁହେଁ ।
2; – କେଉଁ ପକ୍ଷୀକୁ ସବୁ କିଛି ନୀଳ ଦେଖା ଯାଇଥାଏ ?
ଉତ୍ତର;- ପେଚା ପକ୍ଷୀକୁ ସବୁକିଛି ନୀଳ ଦେଖା ଯାଇଥାଏ ।
3; – ଭାରତରେ ସବୁଠାରୁ ଅଧିକ କେଉଁ ଫସଲ ଅଧିକ କରା ଯାଇଥାଏ ?
ଉତ୍ତର;- ଭାରତରେ ସବୁଠାରୁ ଅଧିକ ଚାଉଳର ଚାଷ କରାଯାଇଥାଏ ।
4; – କେଉଁ ଜୀବର କ୍ଷୀର ପିଇଲା ମାତ୍ରେ ମନୁଷ୍ୟ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ?
ଉତ୍ତର;- ସିଂହୀର କ୍ଷୀର ପିଇଲା ମାତ୍ରେ ମନୁଷ୍ୟର ମୃତ୍ୟୁ ସମ୍ଭାବନା ରହିଥାଏ ।
5; – କେଉଁ ଦେଶରେ ଅଧା ରାତିରେ ସୂର୍ଯ୍ୟ ଉଦୟ ହୋଇଥାଏ ?
ଉତ୍ତର;- ନରୱେ ଦେଶରେ ଅଧା ରାଟରେ ସୂର୍ଯ୍ୟ ଉଦୟ ହୋଇଥାଏ ।
6; – କେଉଁ ଦେଶରେ ଜ୍ୟୋତୁକ ନେବା ପରେ ବ୍ୟକ୍ତିକୁ ଫାଶୀ ଦଣ୍ଡ ମିଳିଥାଏ ?
ଉତ୍ତର;- ଇଟାଲୀ ଦେଶରେ ଜ୍ୟୋତୁକ ନେବା ବ୍ୟକ୍ତିକୁ ଫାଶୀ ଦଣ୍ଡ ଶୁଣାଯାଇଥାଏ ।
7; – କେଉଁ ଜୀବ ଚକଲେଟ ଖାଇବା ପରେ ମରିବାର ସମ୍ଭାବନା ରହିଥାଏ ?
ଉତ୍ତର;- କୁକୁର ଚକଲେଟ ଖାଇବା ଦ୍ଵାରା ମରିଯିବାର ସମ୍ଭାବନା ରହିଥାଏ ।
8; – କେଉଁ ଜୀବର ମୁଣ୍ଡ କାଟିବା ପରେ ମଧ୍ୟ ସେ ଜୀବନ୍ତ ରହିଥାଏ ?
ଉତ୍ତର;- ଅସରପାର ମୁଣ୍ଡ କାଟିବା ପରେ ମଧ୍ୟ ସେ ଜୀବନ୍ତ ଅବସ୍ଥାରେ ରହିଥାଏ ।
9; – କ୍ୟାପେଟେନ କୁଲ୍ ନାମରେ କାହାକୁ ଜଣା ଯାଇଥାଏ ?
ଉତ୍ତର;- କ୍ଯାପଟେନ କୁଲ୍ ନାମରେ ମହେନ୍ଦ୍ର ସିଂହ ଧୋନୀକୁ ଜଣା ଯାଇଥାଏ ।
10; – କେଉଁ ରାଜ୍ୟର ଲୋକେ କଦଳୀ ପତ୍ରରେ ଖାଇଥାନ୍ତି ?
ଉତ୍ତର;- କେରଳ ରାଜ୍ୟର ଲୋକେ କଦଳୀ ପତ୍ରରେ ଖାଇଥାନ୍ତି ।
11; – କେଉଁ ଦେଶରେ ଭିକ ମାଗିବା ଦ୍ଵାରା ଜେଲ୍ ର ସଜା ମିଳିଥାଏ ?
ଉତ୍ତର;- ଜାପାନ ଦେଶର ଲୋକଙ୍କୁ ଭିକ ମାଗିବା ଦ୍ଵାରା ଜେଲ୍ ର ଦଣ୍ଡ ମିଳିଥାଏ ।
12; – ବିଜୁଳୀ ବଲ୍ବ କେଉଁ ଦେଶରେ ଆବିଷ୍କାର କରାଯାଇଥିଲା ?
ଉତ୍ତର;- ବିଜୁଳୀ ବଲ୍ବ ଆମେରିକା ଦେଶରେ କରା ଯାଇଥିଲା ।
13; – ଭାରତର କେଉଁ ରାଜ୍ୟରେ ଜ୍ୟୋତୁକ ବଦଳରେ ସାପ ଦିଆଯାଇଥାଏ ?
ଉତ୍ତର;- ଭାରତର ମଧ୍ୟ ପ୍ରଦେଶରେ ଜ୍ୟୋତୁକ ବଦଳରେ ସାପ ଦିଆଯାଇଥାଏ ।
14; – କେଉଁ ଜୀବର ଜିଭରେ ବିଶ ରହିଥାଏ ?
ଉତ୍ତର;- ଭାଲୁର ଜିଭରେ ବିଶ ରହିଥାଏ ।
15; – ଭାରତର ପ୍ରଥମ ରକେଟ କେବେ ଲଞ୍ଚ କରାଯାଇଥିଲା ?
ଉତ୍ତର;- ଭାରତର ପ୍ରଥମ ରକେଟ ୧୯୬୩ ମସିହା ନଭେମ୍ବର ୨୧ ତାରିଖରେ ଲଞ୍ଚ କରାଯାଇଥିଲା ।