ବିଚାର

କରୋନା ସଂକ୍ରମଣ ରୁ Lungs କୁ କିପରି ବଞ୍ଚାଇବେ ? ଜାଣନ୍ତୁ ପ୍ରଥମ ସ୍ଟେଜ ଓ ଦ୍ଵିତୀୟ ସ୍ଟେଜ ରେ କଣ କରିବେ ? କେଉଁ ପ୍ରାଣାୟମ କରିବେ ?

ଯଦି ଆମେ କରୋନାର ଚକ୍ରକୁ ଦେଖିବା ତେବେ ପ୍ରଥମ ଦିନ ଏହି ଭାଇରସ ଆମ ଶରୀରରେ ପ୍ରବେଶ କରେ ଏବଂ ପାଖାପାଖି ୧୦-୧୧ ଦିନ ମଧ୍ୟରେ ଭାଇରସ ଆପେଆପେ ମରିଯାଏ ।

ଜଦି ଆପଣ ଏହା ଭିତରେ ବଞ୍ଚି ଯାଆନ୍ତି ତେବେ ବହୁତ ଭଲ କଥା କିନ୍ତୁ ଅଧିକାଂଶ ଲୋକ ଫସି ଯାଆନ୍ତି ଫୁସଫୁସ ଏବଂ ହାର୍ଟରେ । ତେବେ ଫୁସଫୁସରୁ କେମିତି ରକ୍ଷା କରି ପାରିବା ଆସନ୍ତୁ ଜାଣିବା । ଫୁସଫୁସ ଦ୍ବାରା ଆକ୍ରାନ୍ତ ହୁଅନ୍ତି ମାତ୍ର ୧୦% ଲୋକ । ପାଖାପାଖି ୮୫ ରୁ ୯୫% ନିଜର ରୋଗ ପ୍ରତିରୋଧକ ଶକ୍ତି ଦ୍ଵାରା ଆପେଆପେ ଠିକ୍ ହୋଇ ଭଲ ହୋଇ ଯାଆନ୍ତି । ଖାଲି ସାମିଲ ହୋଇଥାଏ ୧୦% ।

ସେହି ୧୦% ଲାକଙ୍କୁ ୫ ଦିନ ମଧ୍ୟରେ ଫୁସଫୁସ କୁ ସଂକ୍ରମଣ କରିଥାଏ । ଯଦି ଆପଣ ଜାଣି ପାରିବେ ୫ ଦିନ ପୂର୍ବରୁ ଆପଣଙ୍କୁ କରୋନା ହେଇଛି ତେବେ ଏହା ଫୁସଫୁସରେ ପହଞ୍ଚିବା ପୂର୍ବରୁ ଏହାକୁ ରକ୍ଷା କରି ପାରିବେ । କୈାଣସି ଔଷଧ କରୋନାରେ କାମ କରେ ନାହିଁ ଏହା ଆପଣ ଜାଣିଥିବେ କିନ୍ତୁ ଆମେ ଭାଇରସର ପ୍ରଭାବକୁ ନିୟନ୍ତ୍ରଣ କରି ପାରିବା । ଏଥିପାଇଁ ଆପଣଙ୍କୁ ଜଣା ଥିବା ଦରକାର କି ଷ୍ଟେପ୍ ନେବା ଦରକାର ।

ଏହାର ଦୁଇଟି କାରଣ ଥାଏ ଜୀବନ ଯିବାର । ଗୋଟିଏ ହେଲା ଅଧିକ କରୋନା ଭାଇରସ ଫୁସଫୁସ କୁ ଚାଲିଯାଏ ନହେଲେ ହାର୍ଟ ଆଟାକ ହୋଇଥାଏ । ସେଥିପାଇଁ ଫୁସଫୁସକୁ ରକ୍ଷା କରିବା ନିହାତି ଜରୁରୀ । ଫୁସଫୁସରେ ପହଞ୍ଚି ଗଲେ ନିମୋନିଆ ହେଇଯାଏ ପାଖାପାଖି ୫-୬ ଦିନରେ । ଏଥିରେ ଆପଣ ଯୋଗ କରନ୍ତୁ ପ୍ରାଣାୟନ କରନ୍ତୁ ।

ସାଧାରଣତଃ ଆମେ ପ୍ରତ୍ୟେକ ଦିନ ୫୦୦ ମିଲି ଅମ୍ଳଜାନ ଶରୀର ଭିତରକୁ ଯାଏ ଏବଂ ସେଥିରୁ ୧୫୦ ମିଲି ଫୁସଫୁସରେ ପହଞ୍ଚି ଥାଏ କିନ୍ତୁ ଆମେ ଯଦି ପ୍ରତ୍ୟେକ ଦିନ ଅନୁଲୋମ ବିଲୋମ ଏବଂ ପ୍ରାଣାୟନ ଯୋଗ କରିବା ତେବେ ୧ରୁ ୧.୧/୨ ମିଲି ଆମ ଶରୀରକୁ ଅମ୍ଳଜାନ ଯିବ । ଏହାକୁ ଆପଣ ପ୍ରତ୍ୟେକ ଦିନ ଏକ ଏକ ଘଣ୍ଟା ଅଭ୍ୟାସ କରନ୍ତୁ ।

ଏହାପରେ ଆପଣ ଉଷୁମ ପାଣି ଗଳାରେ ରଖି ଗଡଗଡ କରନ୍ତୁ ଏବଂ ଆଲକୋହଲ ଯଦି ପିଇବେ ତେବେ ଏହା ଭଲ ରହିବ । ଯଦି କରୋନା ଆପଣଙ୍କ ଫୁସଫୁସ ରେ ପହଞ୍ଚି ସାରିଛି ତେବେ ଡାକ୍ତରଙ୍କ ପରାମର୍ଶ କରି ସିଟି ସ୍କାନ କରନ୍ତୁ ନହେଲେ ଆପଣ ଷ୍ଟେରଏଡ ନେଇ ନିଅନ୍ତୁ ଯଦି ଡାକ୍ତର ଆପଣଙ୍କୁ ପରାମର୍ଶ ଦିଅନ୍ତି ।

ଏହା ବହୁତ ଶସ୍ତା ଔଷଧ ଅଟେ ଯାହା ମାର୍କେଟ ରେ ମିଳିଯାଏ । କିନ୍ତୁ ଯେଉଁଭଳି ଭାବେ ଆମେ ଆପଣଙ୍କୁ କହିଲୁ ନିୟମିତ ଯୋଗ କରନ୍ତୁ, କିଛି ନା କିଛି ବ୍ୟାୟାମ କରନ୍ତୁ ଯାହାଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଗରମ ବା ଅଳ୍ପ ଉଷୁମ ପାଣି କରି ପିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button