ଜୀବନଶୈଳୀ

ଛୋଟ ଛୋଟ କଥାରେ କାନ୍ଦୁଥିବା ଝିଅ କିପରି ହୋଇଥାନ୍ତି? ନିଶ୍ଚୟ ଜାଣନ୍ତୁ ଏହି ଭୟଙ୍କର କଥା-

ସ୍ତ୍ରୀକୁ ଭଗବାନ ଏମିତି ଗଢିଛନ୍ତି ଯାହା ଦ୍ଵାରା ସଂସାର ଆଗକୁ ବଢିଥାଏ । ତେବେ ବ୍ରହ୍ମା ଯେତେବେଳେ ସ୍ତ୍ରୀ ଗଢିଲେ କହିଥିଲେ ଯେ ଜୀବ ମାନଙ୍କ ଭିତରେ ସବୁଠାରୁ ଭଲ ତୃପ୍ତି ମଧ୍ୟ ହୋଇପାରେ ଓ ବିନାଶକାରୀ ମଧ୍ୟ ହୋଇପାରେ ।

ମହିଳାଙ୍କ ଭିତରେ ବହୁତ ଗୁଣ ହୋଇଥାଏ ଓ ଏହି ଗୁଣ ତାଙ୍କ ଭଲ ଓ ମନ୍ଦ କାମ କରିବାରେ ସାହାଜ୍ଯ କରିଥାଏ । ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି ମହିଳା ଚାହିଁଲେ କାନ୍ଥ ବାଡକୁ ଘର କରି ପାରେ ଓ ସ୍ତ୍ରୀ ଚାହିଁଲେ ଘର ଭାଙ୍ଗି ସବୁ କିଛି ବର୍ବାଦ କରିଥାଏ ସେଥିପାଇଁ ସ୍ତ୍ରୀ ଯେତେ ଭଲ ସେତେ ଖରାପ ମଧ୍ୟ ହୋଇଥାଏ ।

ବଡ ବଡ ରାଜା ମହାରାଜା ଓ ରାବଣ ପରି ଯୋ-ଦ୍ଧା ମଧ୍ୟ କେବଳ ଗୋଟେ ସ୍ତ୍ରୀ ପାଇଁ ପ୍ରା-ଣ ହ-ରେ-ଈ-ଥି-ଲା । ତେବେ ଝିଅମାନେ ତାଙ୍କ ମନ ଦୁଃଖ ପ୍ରକାଶ କରିବା ପାଇଁ କାନ୍ଦିଥାନ୍ତି ଓ ମହିଳାଙ୍କ ମନ ବହୁତ କୋମଳ ହୋଇଥାଏ ଯାହା ଫଳରେ କୌଣସି ସ-ମ-ସ୍ଯା ବା ଅସୁବିଧା ଦେଖି ତାଙ୍କ ମନରେ ଭୟ ଆସିଯାଇଥାଏ କାହାକୁ କିଛି ହେଲେ ସେ ସାହି ପାରନ୍ତି ନାହିଁ ଓ ନିଜକୁ କଷ୍ଟ ହେଲେ ସ୍ତ୍ରୀମାନେ କାନ୍ଦି ନିଜ ଦୁଃଖ ପ୍ରକାଶ କରନ୍ତି । ତେବେ ଟିକେ ଟିକେ କଥାରେ କାନ୍ଦୁଥିବା ଝିଅମାନଙ୍କୁ ଲୋକ ବହୁତ ଚିଡାନ୍ତି ଓ ତାଙ୍କୁ ଡରକୁରୀ ଭାବିଥାନ୍ତି କିନ୍ତୁ ଆମେ ଆଜି ଆପଣଙ୍କ ଏହି ମନ ଭ୍ରମକୁ ଦୂରେଇଦବାକୁ ଚାହୁଁଛୁ ।

୧. ଟିକେ ଟିକେ କଥାରେ କାନ୍ଦୁଥିବା ଝିଅମାନେ ବହୁତ ଷ୍ଟ୍ରୋଙ୍ଗ ହୋଇଥାନ୍ତି କାହିଁକିନା କାଁଡିବା ପରେ ମନ ଭିତରେ ବହୁତ ସାହସ ଆସିଥାଏ ଓ ମନ ହାଲ୍କା ହୋଇଯାଇଥାଏ ।

୨. ଟିକେ ଟିକେ କଥାରେ କାନ୍ଦୁଥିବା ଝିଅଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ କାହିଁକିନା ତାଙ୍କ ମୁଣ୍ଡରେ ଯେ କୌଣସି ଚିନ୍ତା ଆସିଲେ ସେ କାନ୍ଦି ଏହାକୁ ବାହାର କରିଥାନ୍ତି ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ ଓ ତାଙ୍କୁ ବହୁତ କମ ରୋଗ ମଧ୍ୟ ହୋଇଥାଏ ।

୩. ଏହି ଭଳି ଝିଅମାନେ ଅନ୍ୟ ମାନଙ୍କ ଦୁଃଖ କଷ୍ଟକୁ ବେସ ଭଲ ଭାବରେ ଜାଣି ପାରିଥାନ୍ତି । ଏହି ଭଳି ଝିଅ ଅନ୍ୟ ମାନଙ୍କ ଦୁଃଖ କଷ୍ଟ ଦେଖିଲେ କାନ୍ଦି ପକାଇଥାନ୍ତି ।

୪. ଏହି ଭଳି ଝିଅ କାହା ସହ ସମ୍ପର୍କ ଭାଙ୍ଗି ନଥାନ୍ତି ଯଦି ତାଙ୍କୁ କେହି କୁହେ ତାଙ୍କୁ ଛାଡି ଜୀବ ବୋଲି ତେବେ ସେ କାନ୍ଦି କାନ୍ଦି ନିଜ ସ୍ୱାସ୍ଥ୍ୟ ଖରାପ କରିଥାନ୍ତି ଏହି ଭଳି ଝିଅଙ୍କ ମନରେ ସମ୍ପର୍କ ବହୁତ ମୂଲ୍ୟବାନ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button