ସ୍ୱାସ୍ଥ୍ୟ

4ଟି ରୋଗ ପାଇଁ ଅମଘ ଔଷଧ, ବଡ ମାନଙ୍କ ସହିତ ଛୋଟ ପିଲା ମାନଙ୍କୁ ମଧ୍ୟ ମିଳିବ ଏହି ସବୁ ରୋଗରୁ ମୁକ୍ତି

ଆଜିର ସମୟରେ ସବୁଠୁ ବଡ ସମସ୍ଯା ଅଟେ କବ୍ଜ । କବ୍ଜରେ ପେଟ ଠିକସେ ସଫା ହୋଇନଥାଏ । ଆଉ ପେଟ ସଫା ନହେଲେ ପୁରା ଦିନ ବେକାର ଲାଗିଥାଏ । କିନତି ଆଜିକାଲି ଏହି ସମସ୍ଯା ପିଲା ମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହାର ଲକ୍ଷଣ ବିଷୟରେ ଜାଣିବା ଖାଦ୍ୟ ହଜମ ନେ ହେବା ଗ୍ୟାସ ହେବା ପେଟ ଫୁଲିବା ଆଉ ବହୁତ ସମୟ ପର୍ଯ୍ୟନ୍ତ

ବାଥ ରୁମରେ ବସିକି ରହିବା ଏହି ସବୁ ଲକ୍ଷଣ କବ୍ଜର ହୋଇଥାଏ । ଆଜି ଆମେ ଆଜି ଆଲୋଚନା କରିବା ମେଥି ଦାନା ବିଷୟରେ ଏହା ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଆପଣ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଗରମ ପାଣିରେ ଅଧ ଚାମଚ ମେଥି ଗିଳି କରି ଖାଇ ପାଣି ପିଆଇଆଇ ଦିଅନ୍ତୁ 
ଆଉ ଛୋଟ ପିଲାଙ୍କର ଏହି ସମସ୍ଯା ହେଲେ ତାଙ୍କର ବୟସ ଅନୁସାରେ ମେଥି ଦାନକୁ ଗଣିକି ଦିଅନ୍ତୁ ଅଳ୍ପ ଗରମ ପାଣିରେ । କବ୍ଜର ସମସ୍ଯା ଏଥି ପାଇଁ ହୋଇଛିକି ଆପଣ ପାଣି ବହୁତ କମ ପିଇଛନ୍ତି ପାଣିର କମି ଲାଗି କବ୍ଜର ସମସ୍ଯା ଉପୁଜି ଥାଏ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ଆଉ ମଶାଲଦାର ଖାଦ୍ଯ ତେଲ ଏହି ସବୁ ଜିନିଷରରୁ ଦୂରେଇ ରୁହନ୍ତୁ । ଆଉ ବହୁତ ଲୋକ ଥାନ୍ତି ସମୟରେ ଖାଇବା ଖାଇ ନଥାନ୍ତି ।


ଯଦି ଆପଣଙ୍କୁ କବ୍ଜ ଦୂର କରିବାର ଅଛି ତେବେ ସମୟରେ ଖାଦ୍ଯ ଖାନ୍ତୁ, ବେସୀ ଡେରି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନହିଁ । ଆଉ ଖାଦ୍ଯରେ ଅଧିକରୁ ଅଧିକ କଞ୍ଚା ଜିନିଷର ବ୍ୟବହାର କରନ୍ତୁ । ଆଉ ଫାଇବରକୁ ସାମିଲ କରନ୍ତୁ । ଫାଇବାର ଆପଣଙ୍କୁ କଞ୍ଚା ଜିନିଷରୁ ଅଧିକ ମିଳିବ ଆଉ ସେବନ କରିବା ଦ୍ଵାରା କବ୍ଜ ସମସ୍ଯା ମୂଳରୁ ଶେଷ ହୋଇଯିବ । ଏହା ସହିତ ଆଉ ଗୋଟିଏ ଉପାୟ କରନ୍ତୁ ସେଥିପାୟ ଆପଣଙ୍କୁ ଜୁଆଣୀ ୫୦ ଗ୍ରାମ ଜୀରା ଓ ଆଲସୀ ସମାନ ପରିମାଣର ନେବା ଦରକାର ।


ଆଉ ତିନୋଟି ଜିନିଷକୁ ମିଶାଇ ଗୋଟିଏ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ତାପରେ ତାକୁ ପେଷିକି କଳା ଲୁଣ ମିଶାଇକି ତାର ଚୁରନ ପ୍ରସ୍ତୁତ କରିବାକୁ ହେବ । ଏହି ଚୁରନ ବହୁତ କମାଲ କରିଥାଏ । ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଆଉ ଏହି ଚୁରନର ମିଶ୍ରଣକୁ ମିଶାଇ ଖାଲି ପେଟରେ ପିଇ ଦିଆନ୍ତୁ । ଦେଖିବେ ଆପଣଙ୍କ କବ୍ଜ ସମସ୍ଯା ବହୁତ କମ ଦିନରେ ଦୂର ହୋଇଯିବ । ଯଦି ମୋଟା ଅଧିକ ବା ଚର୍ବି ଅଧିକ ହୋଇଛି ଏହାର ବ୍ୟବହାର ଦ୍ଵାରା ଆପଣଙ୍କ ଏହି ସବୁ ସମସ୍ଯା ମଧ୍ୟ ଦୂର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button