ସ୍ୱାସ୍ଥ୍ୟ

ଆକ୍ସିଜନ ଲେବଲ ବଢାଇବାର ଘରୋଇ ଉପାୟ, ଏହି 1 ଜିନିଷରେ ଅକ୍ସିଜେନର ସ୍ତର ତୁରନ୍ତ ବଢିବ

ଆପଣ ମାନେ ସମସ୍ତେ ଏହା ଶୁଣିବାକୁ ପାଉଥିବେ ଯେ ଭୂ-ତା-ଣୁ ପାଇଁ କେତେ ଘର ବ-ର୍ବା-ଦ ହୋଇଗଲା । କେତେ ଘର ଲୋକଙ୍କ ରୋଜଗାର କରୁଥିବା ବ୍ୟକ୍ତି ଚାଲି ଗଲେ, ତେବେ ସେହି ଘର କେମିତି ଚଳିବ ଏହି ସ-ମ-ସ୍ୟା ଅଛି ।

ତେବେ ଭୂ-ତା-ଣୁ ବହୁତ ଲୋକଙ୍କ ଜୀବନ ନେଇ ଗଲା, ଯାହା ଦ୍ଵାରା ଲୋକ ନିଜ ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ଆଉ ସୁରକ୍ଷିତ ରଖିବା ପାଇଁ ସବୁ କିଛି କରିବାକୁ ରାଜି ଅଛନ୍ତି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବର୍ତମାନ ସମୟରେ ହସ୍ପିଟଲରେ ବେଡ ମିଳିବା ମଧ୍ୟ କଠିନ ହୋଇ ଯାଇଛି ଏହାର ମୁଖ୍ୟ କାରଣ ସଂ-କ୍ର-ମ-ଣ ଅଟେ ।

ତେବେ ଦେଶରେ ସଂ-କ୍ର-ମ-ଣ ଏତେ ଶୀଘ୍ର ବାଢୁଛି ଯେ କାହାକୁ ଭାବିବା ପାଇଁ ସମୟ ମଧ୍ୟ ଦେଉ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଯେ ଅକ୍ସିଜନ ଲେବଲ କେମିତି ବଢାଇବା । ମହିଳା ମାନେ ବିଶେଷ କରି ଘରେ ରହୁଛନ୍ତି ଆଉ ତାଙ୍କ ହାତରେ ବହୁତ କିଛି ଅଛି ଯାହା ଦ୍ଵାରା ତାଙ୍କ ପରିବାର ଲୋକ ସୁରକ୍ଷିତ ରହି ପାରିବେ ।

ତେବେ ପ୍ରଥମ ଜିନିଷ ଏହା ଅଟେ ଯେ ଆପଣ ନିଜ ଘର ଲୋକଙ୍କୁ କିଛି ସୁଆଦିଆ ଆଉ ବିଟାମିନ, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ ଏହା ଛଡା ତାଙ୍କୁ ବିଟାମିନ ସି ଖାଦ୍ୟ ଖାଇବାକୁ ଦିଅନ୍ତୁ ଆପଣଙ୍କ ପାଇଁ ଲାଭକାରୀ ରହିବ କାହିଁକିନା ବିଟାମିନ ସି ଯୁକ୍ତ ଖାଦ୍ୟ ଖାଇଲେ ଆପଣଙ୍କ ଶରୀର ରୋ-ଗ ପ୍ରତି ରୋଧକ କ୍ଷମତା ବଢିବାକୁ ଲାଗିଥାଏ ।

ତେବେ ଏହା ଛଡା ମୁଖ୍ୟ କାମ ଯାହା ଅକ୍ସିଜନ ବଢାଇବା ପାଇଁ ଆପଣଙ୍କୁ କରିବାର ହବ ତାହା ହେଉଛି ଆପଣଙ୍କୁ ଗୋଟେ କାଚ ଗିନାରେ କିଛି କର୍ପୁର ରଖିବାକୁ ହବ ସେଥିରେ କିଛି ଗୁଜୁରାତି ପକାନ୍ତୁ ଆଉ ରୁମ କଣରେ ରଖି ଦିଅନ୍ତୁ । ଆପଣଙ୍କୁ ଏହା ପରେ ସେହି ରୁମରେ କୌଣସି ପ୍ରକାର ରୁମ ଫ୍ରେସନର ମାରିବାର ନାହିଁ ମନେ ରଖିବେ ଏହି ସୁଗନ୍ଧ ପୁରା ଘର ବାସୁ ସେଥିପାଇଁ ଝରକା ବନ୍ଦ ରଖିବେ ।

ତେବେ ଆପଣ ମାନେ ଦେଖିଥିବେ ଯଦି ଯାଇଥିବେ ବୈଷ୍ଣୋ ଦେବୀ ମାଙ୍କ ମନ୍ଦିର ପାହାଡ ଉପରେ ରହିଥାଏ ଆଉ ଏତେ ଉଚ୍ଚକୁ ଗଲା ପରେ ଅକ୍ସିଜନ ସମସ୍ୟା ହୋଇଥାଏ ସେଥିପାଇଁ ପାହାଡ ଚଢିବା ଆଗରୁ କରୂପର ଦିଆ ଯାଏ ଆଉ ରାସ୍ତାରେ ତାକୁ ସୁଙ୍ଘିବା ପାଇଁ ମଧ୍ୟ କହିଥାନ୍ତି କାହିଁକିନା କର୍ପୁର ଶୁଙ୍ଘିଲେ ଆମ ଫୁସ ଫୁସ ରାସ୍ତା ସଫା ରହିଥାଏ ଆଉ ଅକ୍ସିଜନ ଆମ ଶରୀରରେ ଅଭାବ ହୁଏ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button