ଦେଶ ବିଦେଶ

Interesting Gk Questions – ତିନି ଅକ୍ଷରରେ ମୋହର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ -୧

ଭାରତର ପ୍ରଥମ ସମାଚାର ପତ୍ର କଣ ଥିଲା ?

ଉତ୍ତର – ବଙ୍ଗାଲ ଗଜଟ

ପ୍ରଶ୍ନ -୨

କେଉଁ ପକ୍ଷୀର ଡେଣା ନାହିଁ ?

ଉତ୍ତର – କିୱି

ପ୍ରଶ୍ନ -୩

କଳା ରଙ୍ଗର ହଁସ କେଉଁଠି ମିଳନ୍ତି ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ -୪

ସବୁଠୁ ଅଧିକ ପୋଲିସ କେଉଁ ଦେଶରେ ଅଛନ୍ତି ?

ଉତ୍ତର – ଆମେରିକା

ପ୍ରଶ୍ନ -୫

କେଉଁ ପ୍ରାଣୀ ଡେଇଁ ପାରେ ନାହିଁ ?

ଉତ୍ତର – ହାତୀ

ପ୍ରଶ୍ନ -୬

ଖଟା ମହୁ କେଉଁଠି ମିଳିଥାଏ ?

ଉତ୍ତର – ବ୍ରାଜିଲ ର ଜଙ୍ଗଲରେ

ପ୍ରଶ୍ନ -୭

ଭାରତର ସବୁଠୁ କମ ନଗର ବାଲା ରାଜ୍ୟ କିଏ ଅଟେ ?

ଉତ୍ତର – ମେଘାଳୟ

ପ୍ରଶ୍ନ -୮

ମଣିଷର ଆଖିରେ କଣ ମିଳିଥାଏ ?

ଉତ୍ତର – ସୋଡିୟମ କ୍ଳୋରାଇଡ

ପ୍ରଶ୍ନ -୯

ସବୁଠୁ ଅଧିକ କରଜ କେଉଁ ଦେଶ ଉପରେ ଅଛି ?

ଉତ୍ତର – ଚୀନ

ପ୍ରଶ୍ନ -୧୦

ସାପ ସିଡି ଖେଳର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଭାରତରେ

ପ୍ରଶ୍ନ -୧୧

ମଣିଷର ସବୁଠୁ ଛୋଟ ହାଡ କେଉଁଠି ଥାଏ ?

ଉତ୍ତର – କାନରେ

ପ୍ରଶ୍ନ -୧୨

ଶରୀରରେ ଆଇରନ ର ଅଭାବରେ କେଉଁ ରୋଗ ହୋଇଥାଏ ?

ଉତ୍ତର – ଏନିମିୟା

ପ୍ରଶ୍ନ -୧୩

ଦେଶର ଲୌହ ପୁରୁଷ କାହାକୁ କୁହାଯାଏ ?

ଉତ୍ତର – ସର୍ଦାର ବଲ୍ଲଭ ଭାଇ ପଟେଲ

ପ୍ରଶ୍ନ -୧୪

କେଉଁ ଜୀବ ନିଜ ଜୀବନରେ କେବେ ବି ଶୋଇ ନଥାଏ ?

ଉତ୍ତର – ପିମ୍ପୁଡି

ପ୍ରଶ୍ନ -୧୫

କେଉଁ ଦେଶରେ ସବୁଠୁ ଅଧିକ ବିଲେଇ ଦେଖା ଯାଆନ୍ତି ?

ଉତ୍ତର – ପାକିସ୍ଥାନ

ପ୍ରଶ୍ନ -୧୬

ତିନି ଅକ୍ଷରରେ ମୋହର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ ?

ଉତ୍ତର – ଆରାମ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button