ଜୀବନଶୈଳୀ

ଗର୍ଭବତି ହେବା ପରେ ପ୍ରତି ମହିଳାଙ୍କ ଭିତରେ ଦେଖାଦିଏ ଏହି ୩ ଟି ପରିବର୍ତ୍ତନ

ଗର୍ଭବତି ହେବା ପ୍ରତି ସ୍ତ୍ରୀ ର ଇଚ୍ଛା ହୋଇଥାଏ, ଯେତେବେଳେ କଣ୍ ସି ଝିଅ ବିବାହ କରିଥାଏ ସେତେବେଳେ ତା ଜୀବନ ରେ ସବୁଠାରୁ ବଡ ଖୁସି ଖବର ଏହା ହୋଇଥାଏ ଯେ ସେ ମା ହେବାକୁ ଯାଉଛି । ମା ଏକ ଏମିତିକା ଶବ୍ଦ ଯାହା ସବୁ ମହିଳା ନିଜ ଜୀବନ ରେ ଶୁଣିବାକୁ ଇଛା କରନ୍ତି ଓ ବହୁତ୍ ସମୟ ଧରି ଏହି ସୁଯୋଗ କୁ ଅପେକ୍ଷା କରନ୍ତି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଜଣେ ମହିଳା କେତେବେଳେ ଗର୍ଭ ବତି ହୋଇଥାନ୍ତି ଓ କେମିତି ଏହା ହୋଇଥାଏ ଯଦି ଆପଣ ଏହା ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଗର୍ଭ ବତି ହବାର ୩ ଟି ଲକ୍ଷଣ ବିଷୟ ରେ ବିସ୍ତାର ସହ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମହିଳା ଙ୍କୁ ପ୍ରତି ମାସରେ ମାସିକ ଧର୍ମ ଆସିଥାଏ ଏହା ଏହି କାରଣ ପାଇଁ ହୋଇଥାଏ କାହିଁ କିନା ପ୍ରତି ମାସରେ ମହିଳାଙ୍କ ଶରୀର ରୁ ଅଣ୍ଡା ନଷ୍ଟ ହୋଇ ବାହାରି ଥାଏ ।

ତେବେ ଯେତେବେଳେ ଅଣ୍ଡା ନଷ୍ଟ ହୋଇନଥାଏ ଓ ଓଭଲ୍ୟୂସନ୍ ସମୟ ଆସିଥାଏ ଓ ଧାତୁ ବା ସ୍ପର୍ମ ସେହି ଅଣ୍ଡା କୁ ଫର୍ଟିଲାଇଯ କରିଥାଏ ଏହା ପରେ କିଛି କୋସିକା ଏମିତି ହୋଇଥାନ୍ତି ଯାହା ଅଣ୍ଡା କୁ ନେଇ ଗର୍ଭ ରେ ରଖି ଥାନ୍ତି ଯାହା ପରେ ଏହା ଜାଇଗୋଟ ରେ ପରିଣତ ହୋଇଥାଏ ଓ ଗର୍ଭ ଏହି ସ୍ଥାନ ଯାହାକୁ ୟୁଟେରସ କୁହା ଯାଏ ସେଠି ବଢ଼ିବାକୁ ଲାଗିଥାଏ ।

ଯେତେବେଳେ ଯାଇଗୋଟ ଗର୍ଭ ରେ ଆସି ରହି ଥାଏ ସେହି ସମୟରେ ମହିଳାଙ୍କ ପେଟ ଦରଜ ହୋଇଥାଏ । ଆପଣଙ୍କୁ ତଳି ପେଟ ରେ ଦରଜ ହେବା ସହ କିଛି ଅନୁଭବ ମଧ୍ୟ ହୋଇଥାଏ କିନ୍ତୁ ସବୁ ମହିଳା ମାନେ ଏହାକୁ ଜାଣି ପାରନ୍ତି ନାହିଁ । ଏହା ଛଡା ମହିଳାଙ୍କୁ ଏହି ସମୟରେ ଇମ୍ପ୍ଲା ଟେସନ୍ ବ୍ଲିଡ଼ିଂ ମଧ୍ୟ ହୋଇଥାଏ ଯାହା ଉପରେ ବହୁତ୍ ମହିଳା ମାନେ ଧ୍ୟାନ ଦିଅନ୍ତି ନାହିଁ ।

ଏହି ସମୟରେ ମହିଳାଙ୍କୁ ଇମ୍ପ୍ଲା ଟେଶନ ଡିପ ମଧ୍ୟ ହୋଇଥାଏ ଯାହା ଉପରେ ମଧ୍ୟ କାହା ଧ୍ୟାନ ଯାଇ ନଥାଏ ଏହା ସବୁ ଗର୍ଭ ଧାରଣ କିଛି ଦିନ ଭିତରେ ହୋଇଥାଏ କିନ୍ତୁ କେହି ଧ୍ୟାନ ଦିଅନ୍ତି ନାହିଁ । ତେବେ ଏହି ଭଳି କୌ ନସି ସମସ୍ୟା ହେଲେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button