ବିଚାର

କାହାର ନାମ ଭାବି ଯେ କୌଣସି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ, ଅନେକ ଥର ଆମ ପାଟି ଅନେକ କିଛି କହି ଦେଇଥିଲେ ମଧ୍ୟ ଆମ ମନ ଅନେକ କିଛି ଲୁଚାଇ ରଖି ଦେଇଥାଏ । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ବିଷୟ ଟିକୁ ନେଇ କରି ଆସିଛୁ ଯାହା ସାହାର୍ଯ୍ୟ ରେ ଆପଣ କୌଣସି ବ୍ୟକ୍ତି ଙ୍କୁ ଚିନ୍ତା କରି ଜାଣି ପାରିବେ କି ତାଙ୍କ ମନରେ ଆପଣ ଙ୍କ ପାଇଁ କେଉଁ ଭଳି ଭାବନା ରହିଅଛି । କିନ୍ତୁ ବନ୍ଧୁଗଣ ଏଠାରେ କିଛି କଥା କହୁ ରଖୁଚୁ କି ଏଠାରେ ଆପଣ କୌଣସି ଏକ ବ୍ୟକ୍ତି ଙ୍କ ପାଇଁ କୌଣସି ଏକ ନମ୍ବର କୁ ହିଁ ଚୟନ କରି ପାରିବେ ।

ଏହା ଏକ ପ୍ରକାରର ଜେନେରାଲ ରିଡିଂ ହୋଇଥିବାରୁ କିଛି କ୍ଷେତ୍ର ରେ ଏହା କିଛି ଲୋକ ଙ୍କ ସହ କନେକ୍ଟ ମଧ୍ୟ ହୋଇ ନଥାଏ । ଏପରି ରେ ଆପଣ ଏହାକୁ ନିଜର ଏନ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି ।

ତେବେ ଯେଉଁ ମାନେ ମଧ୍ୟ ଏଠାରେ ପ୍ରଥମ ରେ ଥିବା 11 ନମ୍ବର କୁ ଯେଉଁ ବ୍ୟକ୍ତି ଙ୍କ ପାଇଁ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ ଖୁବ ଭଲ ଭାବନା ରହିଅଛି । ସେ ସବୁ ପରିସ୍ଥିତି ରେ ଏହି ସମ୍ପର୍କ କୁ ସମ୍ଭାଳି ରଖିବାକୁ ଚାହୁଁଛନ୍ତି । ତାଙ୍କ ମନରେ ଆପଣ ଙ୍କ ପାଇଁ ଭଲପାଇବା, ସମ୍ମାନ ଭରି ହୋଇ ରହିଛି । ଆପଣଙ୍କ ବୀନା ବଞ୍ଚିବା ତାଙ୍କ ପାଇଁ କଷ୍ଟକର ଅଟେ ।

ନମ୍ବର 22 କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନେ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ବର୍ତ୍ତମାନ ର ସମୟ ରେ ଆପଣ ଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି । ତାଙ୍କୁ ଏହି ସମୟ ରେ ଏପରି ଲାଗୁଛି କି ଆପଣ ଙ୍କୁ ଖୁବ ଶୀଘ୍ର ରାଗ ଆସି ଯାଇଥାଏ । ତାହାଛଡା ତାଙ୍କୁ ଏପରି ଲାଗେ କି ଆପଣ ଯାହାକୁ ଠିକ ବୋଲି ମାନି ନେଲେ, ତାହା ହିଁ ଠିକ ତାହା ବ୍ଯତୀତ ଆପଣ କିଛି ବୁଝିବାକୁ ଚାହିଁନଥାନ୍ତି ।

ସେ ଆପଣ ଙ୍କୁ ଭଲ ମଧ୍ୟ ପାଇଥାନ୍ତି କିନ୍ତୁ ବର୍ତ୍ତମାନର ସମୟ ରେ ସେ କିଛି ମାତ୍ରାରେ ଆପଣଙ୍କ ଉପରେ ରୁଷି ଯାଇଛନ୍ତି । ନମ୍ବର 33 କୁ ଚୟନ କରିଥିବା ବ୍ୟକ୍ତି ଆପଣ ଯାହା ପାଇଁ ଏହି ନମ୍ବର ଟି କୁ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କୁ ଏପରି ଲାଗି ଥାଏ କି ଆପଣ ଙ୍କ ମସ୍ତିସ୍କ ରେ କେଉଁ ସମୟ ରେ କଣ ଚାଲୁଅଛି ତାହା କହିବା କଷ୍ଟକର ହୋଇଥାଏ ।

ତାହା ବ୍ଯତୀତ ଆପଣ ଙ୍କ ବ୍ୟକ୍ତିତ୍ବ କିଛି ଏପରି ଅଟେ ଯାହାକୁ ବୁଝିବା କଷ୍ଟକର ହୋଇଥାଏ । ତାଙ୍କ ମନରେ ଆପଣ ଙ୍କ ପାଇଁ ଭଲ ପାଇବା, ସ୍ନେହ ବିଶ୍ବାସ ଓ ସମ୍ମାନ ସବୁ କିଛି ଅଛି । କିନ୍ତୁ ତାଙ୍କୁ ଏପରି ଲାଗିଥାଏ କି ଆପଣ ତାଙ୍କୁ ବହୁତ କିଛି ଲୁଚାଇ ଥାନ୍ତି ।

ନମ୍ବର 44 କୁ ଚୟନ କରିଥିବା ବ୍ୟକ୍ତି, ଯେଉଁ ବ୍ୟକ୍ତି ଙ୍କ ପାଇଁ ଆପଣ ଏହି ନମ୍ବର କୁ ଚୟନ କରିଛନ୍ତି, ସେହି ବ୍ୟକ୍ତି ଙ୍କୁ ଏପରି ଲାଗିଥାଏ, ଯେପରି ଆପଣ ଙ୍କ ଜୀବନ ରେ ଆଉ କେହି ଜଣେ ବୋଧେ ଅଛନ୍ତି ।

ଏହାକୁ ନେଇ ସେ ସବୁବେଳେ ଚିନ୍ତା ରେ ରହିଥାନ୍ତି । ଏହା ଯୋଗୁଁ ମଧ୍ୟ ଆପଣ ଙ୍କର ସମ୍ବନ୍ଧରେ ଏତେ ଦୂରତା ଆସି ଯାଇଛି । ତେବେ ବନ୍ଧୁଗଣ ଆପଣ ଙ୍କର ଆମର ପୋଷ୍ଟ ଉପରେ କଣ ମତାମତ ରହିଛି, ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକଉ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button