ଆସୁଥିବା ଗୁରୁବାର ସୁଧା ଆପଣଙ୍କୁ କେଉଁ ଖୁସି ଖବର ମିଳିବ ? ବାଛନ୍ତୁ ସାଇବାବା ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ( Personality Test )

ବନ୍ଧୁଗଣ ନମସ୍କାର । ଯଦି ଆପଣ ଏହି ସମୟ ରେ ଏହି ପୋଷ୍ଟ ଟିକୁ ଦେଖୁଥାନ୍ତି, ତେବେ ଆପଣ ସର୍ବ ପ୍ରଥମେ ଏକ କଥା କୁ ଜଣାଇ ର୍କହତ୍ନୁ କି ଏହା କୌଣସି ସଂଯୋଗ ନୁହେଁ ଅପିତୁ ଏହା ୟୁନିଭର୍ସ ର ଇଛା । ଆପଣ ମାନଙ୍କ ପାଇଁ ୟୁନିଭର୍ସ ରୁ ସାଇବାବା ଙ୍କର କିଛି ବିଶେଷ ସନ୍ଦେସ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ବନ୍ଧୁଗଣ ଆଜିର ଏହି ରିଡିଙ୍ଗ ରେ ଆପଣ ସାଇବାବା ଙ୍କର ସନ୍ଦେଶ ବିଷୟ ରେ ଜାଣି ପାରିବେ ।
ଏହା ପାଇଁ ଆପଣ ସର୍ବ ପ୍ରଥମେ ତଳେ ଥିବା ତିନୋଟି ନମ୍ବର ଯୁକ୍ତ ସାଇବାବା ଙ୍କ ମଧ୍ୟରୁ ଆପଣ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ଯଦି ଆପଣ ଉପରୋକ୍ତ ନମ୍ବର ମଧ୍ୟରୁ ନମ୍ବର 1 କୁ ଚୟନ କରିଥାନ୍ତି । ତେବେ ଆପଣ ମାନଙ୍କ ପାଇଁ ବାବା ଙ୍କର ଏହି ସନ୍ଦେଶ ଅଛି କି ଆପଣ ନିଜକୁ ସବୁ ପରିସ୍ଥତି ରେ ଶାନ୍ତ କରିବାକୁ ଚେଷ୍ଟା ରଖନ୍ତୁ ।
ଆପଣ ଙ୍କର ଅସ୍ଥିରତା ର କାରଣ ରୁ ଆପଣ ଜୀବନରେ ଅନେକ ସ୍ଥାନ ରେ ଅନେକ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ତେଣୁଆ ଆପଣ ନିଜ ମଧ୍ୟ ସ୍ଥିରତା ଆଣନ୍ତୁ । ସାଇବାବା ଆପଣ ସହ ଅଛନ୍ତି । ସେ ଆପଣଙ୍କ ଜୀବନରେ ସବୁକିଛି ଠିକ କରି ଦେବେ । ନମ୍ବର2 କୁ ଚୟନ କରିଥିବା ଆପଣ ମାନଙ୍କ ପାଇଁ ଏକ ସନ୍ଦେଶ ଅଛି କି ଆପଣ ଶାନ୍ତ ହୋଇ ଜାଣନ୍ତୁ ।
ଏହାର ଅର୍ଥାତ ନିଜ ମନ କୁ ଶାନ୍ତ କରବାକୁ ଚେଷ୍ଟା ଆକ୍ରନୁ । କିନ୍ତୁ ବହୁ ଲୋକ ଙ୍କୁ ଏପରି ଲାଗିପରେ କି ଏହି ମନକୁ ଶାନ୍ତ କରିବା ସହଜ ନୁହେଁ । କିନ୍ତୁ ବନ୍ଧୁଗଣ ଯୋଗ ଦ୍ଵାରା ଏହି ସଂସାର ରେ ସବୁ କିଛି ପ୍ରାପ୍ତ କରା ଯାଇ ହେବ । ଯଦି ଆପଣଙ୍କୁ ଏହା ଅସାଧ୍ୟ ଲାଗେ, ତେବେ ଆପଣ ଯୋଗ କରିବା ଆରମ୍ଭ କରି ଦିଅନ୍ତୁ, ଏହାଦ୍ଵାରା ସବୁକିଛି ସାଧ୍ୟ ହୋଇ ପାରିବ । ଅନ୍ତିମ ନମ୍ବର ଟି କୁ ଚୟନ କରିଥିବା ବ୍ୟକ୍ତି ଆପଣଙ୍କ ପାଇଁ ଆସୁଥିବା ସମୟରେ ଏକ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି ।
ଆପଣ ନିଜକୁ ଏହି ପରିବର୍ତ୍ତନ ପାଇଁ ପସ୍ତୁତ କରି ଦିଅନ୍ତୁ । ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କୁ ନାସ କରି ଦେବ । ଜୀବନରେ ଆପଣଙ୍କ ଦୁଃଖର ଦିନ ର ଅନ୍ତଃ ହେଲା ବୋଲି ଜାଣି ରଖନ୍ତୁ । କିନ୍ତୁ ଆପଣଙ୍କୁ ଏକ ମହତ୍ଵ ପୂର୍ଣ୍ଣ କଥାକୁ ଧ୍ୟାନ ଅରଖିବାକୁ ହେବ । ଆପଣ ନିଜକୁ ସବୁବେଳେ ସବୁ ପରିସ୍ଥିତି ରେ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ । ତେବେ ବଦ୍ହ୍ନୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ଯବାଦ