ଓଡିଶା

ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର : ପିସିସି ସଭାପତି ଭକ୍ତ ଦାସଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲେ  କଂଗ୍ରେସ ବିଧାୟକ । ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳ ଧାରଣାସ୍ଥଳରୁ ଉଠିଲେ କଂଗ୍ରେସର ବିଧାୟକ  । ତାରା ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକମାନେ ଓହରିଲେ । ସୂଚନାଯୋଗ୍ୟ ବାଚସ୍ପତି ତାରାଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ କରିବା ପରେ ଏହାକୁ ପ୍ରତିବାଦ କରି ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିଲେ । ଧାରଣା ସ୍ଥଳକୁ ପିସିସି ସଭାପତି ଭକ୍ତ ଦାସ ଯାଇ ବୁଝାସୁଝା କରିବା ପରେ ବିଧାୟକମାନେ ଧାରଣାସ୍ଥଳରୁ ଉଠିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button