ସ୍ୱାସ୍ଥ୍ୟ

ଏହିମାନଙ୍କ ପାଇଁ ବିପଦଜନକ ହେଇଥାଏ ସୋୟାବିନର ସେବନ, ନିଶ୍ଚିତ ରଖନ୍ତୁ ଏସବୁ କଥାରେ ଧ୍ୟାନ

ଗର୍ଭାଅବସ୍ଥା ଏମିତି ଗୋଟେ କ୍ଷଣ ହୋଇଥାଏ ଯାହା ସମସ୍ତଙ୍କ ପାଇଁ ବହୁତ ବଡ ଉପହାର ହୋଇଥାଏ ଏହିଖୁସି ସମସ୍ତଙ୍କୁ ଦରକାର ଥାଏ ଲୋକ ନିଜ ଜୀବନରେ ସବୁ ପାଇ ମଧ୍ୟ ସନ୍ତାନ ନ ପାଇଲେ ବହୁତ ଦୁଃଖିତ ହୁଅନ୍ତି, ସମସ୍ତଙ୍କ ଜୀବନରେ ଏହି କ୍ଷଣ ଆସିଥାଏ ଯାହା ପରେ ତାଙ୍କୁ ବହୁତ ସମୟ ପ୍ରାପ୍ତ ହୋଇଥାଏ ଯେତେବେଳେ ସେ ନିଜ ନୂଆ ଅତିଥି ପାଇଁ କିଛି ସମୟ ଦିଅନ୍ତୁ । ଏମିତିକା ଖୁସି ସମସ୍ତଙ୍କ ଜୀବନରେ ଏବଂ ପରିବାରରେ ଖୁସି ଆଣି ଥାଏ, ଗର୍ଭାବସ୍ଥା ସ୍ତ୍ରୀ ଜୀବନ ବହୁତ ବଡ ଚରଣ ହୋଇଥାଏ ଏହାର ଅନୁଭବ ଅଲଗା ହୋଇଥାଏ, ତେବେ ଏହି ସମୟରେ ବିଶେଷ ଧ୍ୟାନ ଦବା ଉଚିତ ଏହି ସମୟ ବହୁତ କିଛି ଥାଏ ଯାହା ଖାଇବା ଦେଖିବା ଏବଂ ଶୁଣିବା ମନା ହୋଇଥାଏ ।

ତେବେ ଡକ୍ଟର ମଧ୍ୟ ଏହି ସମୟରେ ଖାଇବା ଜିନିଷ ଏବଂ ଛୁଆ ସ୍ୱାସ୍ଥ୍ୟ ପାଇଁ ବହୁତ ପ୍ରକାର କଥା କହିଥାନ୍ତି, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଏ, ତେବେ ପିତା ଏହି ସବୁ ଜିନିଷ ସମ୍ଭାଳି ଥାନ୍ତି ଏବଂ ପରିବାର ଲୋକ ଓ ଗର୍ଭବତୀ ସ୍ତ୍ରୀ ମଧ୍ୟ ସବୁ କଥାର ଧ୍ୟାନ ରଖିବା ଉଚିତ, ଆସନ୍ତୁ ଜାଣିବା ଏହି ସମୟ କଣ କରିବା ଉଚିତ । ଆଜିକାଲି ସବୁ ମଣିଷ କିଛି ନା କିଛି ରୋଗର ଶିକାର ହେଉଛନ୍ତି । ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ଉଚିତ । ହେଲେ ସବୁ ଖାଦ୍ୟ ସମସ୍ତଙ୍କ ପାଇଁ ଉଚିତ ହୋଇନଥାଏ । ସୋୟାବିନ ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ । ଏଥିରେ ଭରପୁର ମାତ୍ରାରେ ଅମିନୋ ଏସିଡ, ପ୍ରୋଟିନ, କ୍ୟାଲସିୟମ, ଫାଇବର ରହିଛି । ହେଲେ କଣ ଆପଣ ଜାଣନ୍ତି କି କିଛି ଲୋକ ଙ୍କ ପାଇଁ ଏହାର ସେବନ ଜହରର କାମ କରିଥାଏ ।

ସୋୟାବିନ ସେବନରେ କ୍ଷତି

ଯଦି ଆପଣଙ୍କୁ ହୃଦୟ ସହ ଜଡ଼ିତ କିଛି ରୋଗ ଅଛି ତ ଆପଣଙ୍କ ପାଇଁ ସୋୟାବିନ ଖାଇବା ହାନିକାରକ ହୋଇପାରେ । କାରଣ ଏଥିରେ ଭରପୁର ମାତ୍ରାରେ ଟ୍ରାନ୍ସ ଫ୍ୟାଟ ରହିଛି ଯାହା ହୃଦୟ ପାଇଁ କ୍ଷତିକାରକ ହୋଇଥାଏ । ଗର୍ଭାବସ୍ଥାରେ ସୋୟାବିନ ସେବନ କଲେ ଶରୀରକୁ ବହୁତ କ୍ଷତି ପହଞ୍ଚି ଥାଏ । ଖାସ କରି ସ୍ତନ୍ୟପାନ କରାଉଥିବା ମହିଳା ଏହାକୁ ସେବନ ନ କରିବା ଉଚିତ ।

କିଡନୀ ରୋଗୀଙ୍କ ପାଇଁ ସୋୟାବିନ କ୍ଷତିକାରକ ହୋଇଥାଏ । ଏଥିରେ ଏମିତି ଏକ ରାସାୟନିକ ତତ୍ତ୍ଵ ରହିଛି ଯାହା କିଡନୀକୁ କମଜୋର କରିଥାଏ । ଏହା ଆପଣ ଖାଇ ପାରିବେ କିନ୍ତୁ ବହୁତ କମ ମାତ୍ରାରେ । ଯଦି ଆପଣଙ୍କୁ ସୁଗାରର ସମସ୍ୟା ଅଛି ତ ସୋୟାବିନ ସେବନ କରନ୍ତୁ ନାହିଁ । ଏହା ବ୍ୟତୀତ ମାଇଗ୍ରେନ ସମସ୍ୟାରେ ବି ଏହାର ସେବନ ତ୍ୟାଗ କରିବା ଉଚିତ୍ ।

ଟିପଣୀ: ଏହି ତଥ୍ୟ ଅନଲାଇନରୁ ସଂଗ୍ରହ କରାଯାଇଛି , ଆମେ ଏହି ତଥ୍ୟ ଉପରେ କୌଣସି ସଠିକତା ଦର୍ଶାଉନାହୁଁ । କିଛି ବି ଖାଦ୍ୟ ଗ୍ରହଣ କରିବା ଓ ଛାଡିବା ପୂର୍ବରୁ ଆପଣ ନିଜ ଡାକ୍ତରଙ୍କ ସହ ପରାମର୍ଶ ନିଶ୍ଚୟ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button