ଛୋଟ ପିଲାଙ୍କ ସ୍ମରଣଶକ୍ତି ( MEMORY AND BRAIN POWER ) କେମିତି ବଢେଇବେ ଜଣାନ୍ତୁ ?
ବୟସ ବଢିଲେ ଆମେ କିଛି କଥା କୁ ହଠାତ୍ ମନେ ପକି ପାରି ନ ଥାଉ।ଆଉ ବେଳେ ବେଳେ କିଛି କଥା ମଧ୍ୟ ସମ୍ପୂର୍ଣ୍ଣ ଭୁଲି ଯାଇଥାଉ। ଏହା ଏକ ସାଧାରଣ ସମସ୍ୟା ହୋଇଥାଏ।ବୟସ ବଢିଲେ ଆମର ସ୍ମରଣ ଶକ୍ତି କମି ଯାଇଥାଏ ଏହା ଆମେ ସମସ୍ତେ ଜାଣିଛୁ। କିନ୍ତୁ ଆଜି କାଲି ପିଲା ଓ ଯୁବପିଢି ମାନଙ୍କ ପାଖରେ ମଧ୍ୟ ଏହି ସମସ୍ୟା ଦେଖା ଯାଉଛି।ବେଳେ ବେଳେ ଯୁବପିଢି ଓ ଛୋଟ ପିଲା ମଧ୍ୟ ଅନେକ କିଛି ଭୁଲି ଯାଇ ଥାନ୍ତି । ଯାହା ପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।
ଯେଉଁ କାରଣରୁ ଅନେକ ବାପା ମା ମାନେ ମଧ୍ୟ୍ୟ ସେମାନଙ୍କ ପିଲାମାନଙ୍କ ସ୍ମରଣ ଶକ୍ତିକୁ ନେଇ ଚିନ୍ତିତ ଥାନ୍ତି। ତେବେ ଯଦି ଛୋଟ ପିଲା ପାଠ ଭଲରେ ମନେ ରଖି ପାରୁନି କି କିଛି କଥା ବାରମ୍ବାର ଭୁଲି ଯାଉଛି। ତେବେ ଆପଣ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏଭଳି ଟିପ୍ସ ବତାଇବୁ ଯାହା ଆପଣଙ୍କ ପିଲାରର ସ୍ମରଣ ଶକ୍ତି ବଢିଇବା ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଟିପ୍ସ ବାବଦରେ ଯାହା ପ୍ରତ୍ୟେକ ବାପା ମା ଜାଣିବା ଆବଶ୍ୟକ କାରଣ ଆପଣଙ୍କ ପିଲାର ସ୍ମରଣ ଶକ୍ତି ହିଁ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇଥାଏ।
୧. ଚୂନ:-ସ୍ମରଣ ଶକ୍ତି ବଢାଇବା ପାଇଁ ଆପଣ ଖାଇବା ଚୂନର ବ୍ୟବହାର କରନ୍ତୁ।ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ଆପଣ ଏକ ଗ୍ରାମ ଚୂନ ଖାଇ ପାରିବେ।ଆପଣ ଏକ ଗ୍ଲାସ ଉଷମ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଗ୍ରାମ ଖାଇବା ଚୂନ ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହି ପାଣି ହାଲକା ଉଷମ ଥିବା ସମୟରେ ଆପଣ ଏହାକୁ ପିଅନ୍ତୁ ।ଏହି ପାଣି ପ୍ରତ୍ୟେକ ଦିନ ପ୍ରସ୍ତୁତ କରି ଆପଣ ଏକ ମାସ ପ୍ରଯ୍ୟନ୍ତ ପିଅନ୍ତୁ। ଦଶ ବର୍ଷରୁ କମ ପିଲାମାନଙ୍କୁ ଆପଣ ଅଧା ଗ୍ରାମ ଚୂନ ଖାଇବା ପାଇଁ ଦେବେ ଦଶ ବର୍ଷରୁ ଉର୍ଦ୍ଧ ପିଲା ଏକ ଗ୍ରାମ ଖାଇପାରିବେ।
୨.ଘିଅ:-ସ୍ମରଣ ଶକ୍ତି ବଢିବା ପାଇଁ ଆପଣ ଦେଶୀ ଗାଈ ଘିଅ ବ୍ୟବହାର କରି ପାରିବେ। ଆପଣ ପ୍ରତିଦିନ ରାତି ରେ ଶୋଇବା ପୂର୍ବରୁ ଦେଶୀ ଗାଈ ଘିଅ ନିଅନ୍ତୁ ଏବଂ ତାହାକୁ ହାଲକା ଉଷମ କରି ନାକରେ ପକାନ୍ତୁ।ଏହି ଘିଅକୁ ନିଶ୍ୱାସ ସାହାଯ୍ୟ ହାଲକା ଭାବରେ ଭିତରକୁ ଟାଣି ନିଅନ୍ତୁ ।ଏହି ଘିଅ ଆପଣ କିଛି ଦିନ ବ୍ୟବହାର କଲେ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବ। ଏହା ନିଶ୍ଚିତ ଟ୍ରାଇ କରନ୍ତୁ ଆପଣ ନିଜେ ଏହାର ରେଜଲ୍ଟ ପାଇ ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।