ବିଚାର

କାହାର ନାମ ଭାବି କୌଣସି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ଦର୍ଶକ ବନ୍ଧୁ ଆଜିର ଏହି ବିଷୟ ବସ୍ତୁ ଟି କାହା ଉଯପରେ ଆଧାରିତ ଆପଣ ମାନେ ତାହା ଉପରେ ହେଡ ଲାଇନ ରୂ ପଢି ଜାଣି ନେଇଥିବେ । ଏଭଳି ବିଷୟ ବସ୍ତୁ ଗୁଡିକ ସାଧାରଣତଃ ସମସ୍ତଙ୍କୁ ଖୁବ ଭଲ ଲାଗିଥାଏ । ଆଶା କରୁଛୁ ଆପଣ ଙ୍କୁ ମଧ୍ୟ ଭଲ ଲାଗିବ। ଆଜିର ଏହି ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ଜେନେରାଲ ରିଡିଂ ଅଟେ । ତେଣୁ ଯଦି ଆଜିର ଏହି ରିଡିଂ ଟି ଆପଣ ମାନଙ୍କ ସହ କନେକ୍ଟ ନ ହେଉଛି, ତେବେ ଆପଣ ଏହାକୁ ନିଜର କୌତୁହଳ ପାଇଁ ମଧ୍ୟ ପଢି ପାରିବେ ।

ସର୍ବ ପ୍ରଥମେ ଆପଣ ଯେଉଁ ବ୍ୟକ୍ତି ଙ୍କର ମନର କଥା କୁ ଜାଣିବାକୁ ଇଛା କରୁଛନ୍ତି, ସେହି ବ୍ୟକ୍ତିଙ୍କୁ ଚିନ୍ତା କରି ଉପରୋକ୍ତ ତିନି ଗୋଟି ନମ୍ବର ମଧ୍ୟରୂ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ଆସନ୍ତୁ ଜାଣିବା 1 ନମ୍ବର ବିଷୟରେ ଯେଉଁ ମାନେ ମଧ୍ୟ ଯେଉଁ ବ୍ୟକ୍ତିଙ୍କୁ ଚିନ୍ତା କରି ଏହି ନୁମ୍ବର ଟିକୁ ଚୟନ କରିଛନ୍ତି,

ସେହି ବ୍ୟକ୍ତି ଆପଣଙ୍କ ପାଖରେ ରହିବାକୁ ଚାହୁଁଛନ୍ତି, ଆପଣଙ୍କୁ କିଛି କହିବାକୁ ମଧ୍ୟ ତାଙ୍କ ମନରେ କିଛି ଭାବନା ରହିଛି, କିନ୍ତୁ କିଛି ଏପରି କାରଣ ଅବା ବିଷୟ ରହିଛି, ଯାହା ଆପଣଙ୍କ ନିକଟ କୁ ଆସିବା ପାଇଁ ତାଙ୍କୁ ଅଟକାଉ ଅଛି । କିନ୍ତୁ ଆପଣ ଦୁହିଁ ମଧ୍ୟରେ ଏକ ମଧୁର ସମ୍ବନ୍ଧ ରହିଛି ।

ଏହି ସମ୍ପର୍କ ଟି କିଛି ବି ହୋଇ ପାରେ । ତାଙ୍କୁ ଏପରି ମଧ୍ୟ ଲାଗେ କି ଆପଣ ପ୍ରତ୍ଯେକ ଜିନିଷ କୁ ନିଜ ଇଛା ରେ ନେଇ ଚାଲି ଥାଆନ୍ତି । ଆସନ୍ତୁ ଜାଣିବା ଯେଉଁମାନେ ନମ୍ବର 2 ର ଚୟନ କରିଛନ୍ତି ସେମାନଙ୍କ ବିଷୟ ରେ, ଯାହା ପାଇଁ ଆପଣ ଏହି ନୁମ୍ବର ଟିକୁ ଚୟନ କରିଛନ୍ତି,

ସେମାନଙ୍କ ମନରେ ଆପଣଙ୍କ ପାଇଁ ଖୁବ ଭଲ ପାଇବା ଓ ଇଜ୍ଜତ ସମ୍ମାନ ଭରି ହୋଇ ରହିଛି । ସେ ସବୁବେଳେ ଆପଣଙ୍କୁ ଏକ ଦାୟିତ୍ୱବାନ ବା ବଫାଦାର ବ୍ୟକ୍ତି ରୂପେ ହିଁ ଦେଖିଥାନ୍ତି । ଖୁବ ଭଲ ବନ୍ଧୁ ମଧ୍ୟ ସେ ଆପଣ ଙ୍କର ହୋଇ ପାରନ୍ତି ବା ହୋଇ ପାରେ କି ସେ ଆପଣ ଙ୍କ ଲାଇଫ ପାର୍ଟନର ମଧ୍ୟ ହୋଇ ପାରନ୍ତି ।

ନମ୍ବର 3 ଯାହାକୁ ଚିନ୍ତା କରି ଯେଉଁ ମାନେ ଚୟନ କରିଛନ୍ତି, ସେମାନଙ୍କ ନଜର ରେ ଆପଣ ଜଣେ ଏଭଳି ଚରିତ୍ର ର ବ୍ୟକ୍ତି ଅଟନ୍ତି, ଯେ କି ସବୁବେଳ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି । ଏହାସହ ଆପଣ କେବେ ମଧ୍ୟ କୌଣସି ସମସ୍ଯା କୁ ନିଜ ଉପରେ ହାବି ହେବାକୁ ଦେଇ ନଥାନ୍ତି ।

ଏହି କାରଣ ରୂ ସେ ଆପଣଙ୍କୁ ଖୁବ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି । ଖୁବ ଭଲ ସମ୍ପର୍କ ମଧ୍ୟ ଆପଣ ଦୁହିଁ ମଧ୍ୟରେ ଅଛି । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button