ସ୍ୱାସ୍ଥ୍ୟ

ପ୍ରତିଦିନ ସକାଳୁ ମହୁ ସହ ଏହାକୁ ଖାଆନ୍ତୁ,ଭୟଙ୍କର ରୋଗ ଭଲ ହେବ,ଗ୍ୟାସ,ଏସିଡ଼ିଟି,ଡାଇବେଟିସ ଶେଷ

ଆମେ ମାନେ ଜାଣିଛୁ କି ଆମ ଶରୀରରେ ସବୁବେଳେ କିଛି ନା କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ଲାଗିକି ରହିଥାଏ | ଆଉ ଏହି ଭଳି ସମସ୍ୟା ଯୋଗୁଁ ଆମେ ଅନେକ ସମୟରେ ଅନେକ ଚିନ୍ତା ରେ ମଧ୍ୟ ରହିଥାଉ | ତେବେ ଆଜି ଆମେ କହିବାକୁ ଯାଉଛି ଆମ ଶରୀରରେ ଦେଖା ଯାଉଥିବା ଡାଇବେଟିସ, ବ୍ଲଡ଼ ପ୍ରେସର ସହିତ ବିଭିନ୍ନ ପ୍ରକାରର ସମସ୍ୟା ଗୁଡିକ ବିଷୟରେ | ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ କେତେକ ଘରେଇ ଉପଚାର କୁ ଆପଣାଇବା ପାଇଁ ପଡିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ହେଉଥିବା ସେହି ଘରେଇ ଉପଚାର ଉପରେ ନଜର ପକେଇବା |

ତେବେ ଆମେ ଜାଣିଛି କୁ ଅଁଳା ରେ ଭିଟାମିନ C ରହିଥାଏ ଯାହା ଆମର କେଶ ଜନିତ ସମସ୍ୟା କୁ ଦୂର କରିବା ସହିତ, ଆମର ପେଟ ରେ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା କୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ | ଏବେ ଆସନ୍ତୁ ଜାଣିବା ଘରେଇ ଉପଚାର ର ପ୍ରସ୍ତୁତି ବିଷୟରେ |

ଆବଶ୍ୟକୀୟ ଉପକରଣ :-ଅଁଳା, ମହୁ

ପ୍ରସ୍ତୁତି ପ୍ରଣାଳୀ :-1-ଏହି ଘରେଇଁ ଉପଚାର ର ପ୍ରସ୍ତୁତି ପାଇଁ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି କଞ୍ଚା ଅଁଳା | ଆଉ ସେହି ଅଁଳା କୁ ନେଇକି ପ୍ରଥମେ ଭଲ ଭାବରେ ପାଣି ରେ ଧୋଇ ଦେବେ | ତାହା ପରେ ଆପଣ ମାନେ ସେହି ଅଁଳା ରେ ଛୁରୀ ସାହାଯ୍ୟରେ କଣା କରି ଦେବେ ଵା ଚାରି ପାଖରେ କାଟି ଦେବେ | ତାହା ପରେ ଆପଣ ମାନେ ସେହି ଅଁଳା କୁ ନେଇକି ଏକ କାଚ ଜାର ରେ ପକାଇବେ | ତାହା ପରେ ଜାର ଟିକୁ ସମ୍ପୂର୍ଣ୍ଣ ଭାବରେ ମହୁ ରେ ପୂର୍ଣ୍ଣ କରିଦେବେ ତାହା ପରେ ସେହିଭଳି ଜାର ଟିକୁ ରଖିଦେବେ |2- ଦ୍ଵିତୀୟ ଉପଚାର ଟି ପାଇଁ ଆପଣ ଙ୍କ ପାଖରେ ଯଦି ଅଁଳା କଞ୍ଚା ନ ଥିବ ତାହେଲେ ଅଁଳା ପାଉଡ଼ର ନେବେ ଆଉ ସେଥିରେ ଗୋଟିଏ ଚାମଚ ମହୁ କୁ ମିଶାଇଦେବେ ଆଉ ତାହାକୁ ଚାଟି ଚାଟି ଖାଇବେ |

ବ୍ୟବହାର :-

ଏହି ପ୍ରଥମ ଘରେଇ ଉପଚାର ଟିକୁ ଆପଣ ମାନେ ସକାଳେ ବ୍ରେକ ଫାଷ୍ଟ ନେବା ସମୟରେ ଗୋଟିଏ ଲେଖାଏଁ ଅଁଳା କୁ ବ୍ୟବହାର କରି ପାରିବେ | କିନ୍ତୁ ଯେଉଁମାନେ ଡାଇବେଟିସ ପେସେଣ୍ଟ ସେମାନେ ଅଁଳା କୁ ପାଣି ରେ ଧୋଇକି ବ୍ୟବହାର କରି ପରିବେ ବୋଲି ମଧ୍ୟ କୁହାଯାଉଛି | ତେବେ ବିଶେଷ କରିକି ଶୀତ ଦିନ ରେ ଏହା ସୁବିଧା ଜନକ ହୋଇଥାଏ | ତେବେ ଏହା ଥିଲା ଅଁଳା ଓ ମହୁ କୁ ବ୍ୟବହାର କରିକି ବିଭିନ୍ନ ପ୍ରକାରର ରୋଗ କୁ ଭଲ କରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button