ଜୀବନଶୈଳୀ

ବିବାହ ପରେ ସ୍ଵାମୀଙ୍କ ଜୀବନକୁ ସ୍ଵର୍ଗ ବନେଇ ଦିଅନ୍ତି ଏହି 3 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ବିବାହ କଲେ ଜୀବନ ସ୍ଵର୍ଗ ଭଳି ହୋଇଯାଇଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ରେ ବିବାହ ର ବନ୍ଧନ କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ମିଳିଛି। ଏହି ସମ୍ପର୍କ ଦୁନିଆ ର ସମସ୍ତ ସଂପର୍କ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବିବାହ ବନ୍ଧନ ହେଉଛି ଦୁନିଆର ସବୁ ବନ୍ଧନ ଠାରୁ ମଧୁର। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଏଭଳି ଜୀବନ ସାଥି କାମନା କରିଥାଏ, ଯିଏ ତାଙ୍କୁ ଜୀବନ ର ସମସ୍ତ କ୍ଷେତ୍ରରେ ସହଯୋଗ କରୁ ଏବଂ ସାଥ ଦେଉ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ନାମ ଥିବା ଝିଅଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ବିବାହ କଲେ ଆପଣଙ୍କ ଜୀବନ ସ୍ଵର୍ଗ ଠାରୁ ମଧ୍ୟ ଆନନ୍ଦ ଦାୟକ ହୋଇଯାଇଥାଏ ଏବଂ ଆପଣଙ୍କ ଭାଗ୍ୟ ଚମକି ଉଠେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘N’। ବନ୍ଧୁଗଣ ଯେଉଁ ଝିଅ ର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନଙ୍କୁ ବିବାହ କଲେ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଥାଏ। ଏହି ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି।

ବନ୍ଧୁଗଣ ଏହି ଝିଅ ମାନଙ୍କ ଖସ ଗୁଣ ହେଉଛି, ଏମାନେ ଯେ କୌଣସି ସମସ୍ୟା ର ତୁରନ୍ତ ସମାଧାନ କରି ଦେଇଥାନ୍ତି ଏବଂ କେବେବି ନିଜ ଜୀବନ ସାଥୀଙ୍କୁ କୌଣସି ପ୍ରକାର ସମସ୍ୟା ର ସମୁଖୀନ୍ନ ହେବାକୁ ଦିଅନ୍ତି ନାହିଁ। ତେବେ ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ମଧ୍ୟ ଏହି ଅକ୍ଷରର ଝିଅ ଅଛନ୍ତି। ତେବେ ତାଙ୍କୁ ବିବାହ କରିବାରେ କଦାପି ବିଳମ୍ବ କରନ୍ତୁ ନାହିଁ ନଚେତ ଆପଣଙ୍କ ଭାଗ୍ୟ ସବୁଦିନ ପାଇଁ ନିରାଶା ରେ ରହିଯିବ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’। ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କୁ ବିବାହ କରିବା ଅନୁକୂଳ ହୋଇଥାଏ। ଏହି ଝିଅ ମାନେ ନିଜ ଜୀବନ ସାଥି ଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ଏହା ସହିତ ଏହି ଝିଅ ମାନେ ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ଭଲ ପାଆନ୍ତି ଏବଂ ଯତ୍ନ ନିଅନ୍ତି।

ଏହି ଝିଅ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ। ଏମାନଙ୍କ ମନରେ କୌଣସି ଛଳ କପଟ ରହି ନଥାଏ। ଏହି ଝିଅ ମାନେ ନିଜ ଜୀବନସାଥୀ ଏବଂ ନିଜ ପରିବାର ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇଯାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ହିଁ କୁହନ୍ତୁ ଏଭଳି ଝିଅ ଙ୍କୁ ବିବାହ କିଏ ବା ନ କରିବା କୁ ଚାହିଁବ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘Z’। ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଯେତେବି କଠିନ ପରିସ୍ଥିତି ଆସିଲେ ମଧ୍ୟ ତାର ସମ୍ନା କରିଥାନ୍ତି। ଏହି ଝିଅ ମାନେ ନିଜ ଜୀବନ ସାଥି ଏବଂ ପରିବାର କୁ ନିଜର ସବୁକିଛି ମାନି ନେଇଥାନ୍ତି। ଏହି ଝିଅ ମାନେ ନିଜ ଜୀବନରେ ନିଜ ଜୀବନ ସାଥି ଏବଂ ପରିବାର କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି।

ଏମାନେ କେବେବି କୌଣସି କଠିନ ପରିସ୍ଥିତି କୁ ଅସମ୍ଭାଳ ହେବାକୁ ଦେଇ ନଥାନ୍ତି। ବନ୍ଧୁଗଣ ଏହି ଅକ୍ଷର ର ଝିଅ ମାନେ ପ୍ରାୟତଃ କମ ଦେଖିବାକୁ ମିଳନ୍ତି। କିନ୍ତୁ ଯଦି ଏହି ଅକ୍ଷରର ଝିଅ ଆପଣଙ୍କ ଜୀବନ ରେ ଅଛନ୍ତି ତେବେ ବନ୍ଧୁଗଣ ତାଙ୍କୁ ନିଶ୍ଚିତ ଭାବରେ ବିବାହ କରନ୍ତୁ। ଏହି ଝିଅ ମାନଙ୍କୁ ବିବାହ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳି ଯିବ ଏବଂ ଆପଣ ଜୀବନ ସାରା ଖୁସି ରେ ରହିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button