ସ୍ୱାସ୍ଥ୍ୟ

ଭାତୁଡ଼ି ଓ କଳାଜାଇକୁ ମୂଳରୁ ଶେଷ କରିଦେବ ଏହି ସରଳ ଉପଚାର.. ନିଶ୍ଚୟ ଜାଣିରଖନ୍ତୁ

ପ୍ରତ୍ୟେକ ମଣିଷର ଶରୀର ମଧ୍ୟରେ କଳା ଜାଇ ରହିଥାଏ। ସେହି ଜାଇକୁ କେମିତି ତ୍ୱଚାରୁ ଦୂର କରିବା ସେ ବିଷୟରେ ଆସନ୍ତୁ ଜାଣିବା ଏବଂ ଏହାକୁ ବହୁତ ସହଜରେ କମ ଖର୍ଚ୍ଚରେ ଦୂର ହୋଇପାରିବ। ଏହାକୁ ମଧ୍ୟ ନିଜ ଘରେ ତିଆରି କରିପାରିବେ ଏବଂ ବ୍ୟବହାର କରିପାରିବେ। ପ୍ରଥମେ ଆମକୁ ଜାଣିବାକୁ ଜାଇ ତ୍ୱଚାରେ କେମିତି ହୁଏ ? ଜାଇ ଶରୀରରେ ହୋଇଥାଏ ଯାହାକି ଗୋଟିଏ ଭୁତାଣୁ କାରଣରୁ ହୁଏ ଏବଂ ଏହି ଭୁତାଣୁ ନାମ ପୋପିନାମ ଭୁତାଣୁ। ଯାହା ପାଇଁ ଆମ ଶରୀରରେ ଜାଇ ହୋଇଥାଏ,ଏହି ଜାଇକୁ ଫଟେଇଲେ ଏହା ଆହୁରି ମଧ୍ୟ ବ୍ୟାପି ଥାଏ ଏବଂ ଅନ୍ୟ ଭାଗକୁ ଚାଲିଯାଏ। ଆଜି ଆମେ ଆପଣ ମାନଙ୍କୁ ଉପଚାରର ଉପାୟ ଜଣେଇବୁ ଏବଂ ଆପଣ ମାନେ ଆଉ ଜାଇ ସମ୍ପୂର୍ଣ ରୂପେ ଦୂର ହୋଇଯିବ।

ଆପଣ ପ୍ରଥମେ ବ୍ୟବହାର କରୁଥିବା ପାନର ପତ୍ରକୁ ନିଅନ୍ତୁ ଏବଂ ଏହା ଅତି ସହଜରେ ଦୋକାନ ମାନଙ୍କରେ ପାଇପାରିବେ। ତା ସହ ଖାଇବା ଚୁନ ବି ଆବଶ୍ୟକ, ଯାହା ଆପଣ ପାନ ସହ ଦୋକାନରୁ ଆଣି ପାରିବେ। ଆଉ ମନେ ରଖନ୍ତୁ ଗୋଟା ପାନ ଆଣିବାକୁ ହେବ। ସେହି ପାନକୁ ଓଲଟା କରି ଡେମ୍ଫ ସାହାଯ୍ୟରେ ଚୁନ ନେଇପାରିବେ। ପରେ ସେହି ଚୁନକୁ ଆପଣଙ୍କ ଶରୀରର ଜାଇ ହୋଇଥିବା ସ୍ଥାନରେ ଧୀରେ ଧୀରେ ଲାଗେଇବେ। ପରେ ଏହାକୁ ଧୁଅନ୍ତୁ ଏବଂ ଏହାକୁ ସଫା କରିବାରନାହିଁ କି ଏହା ପ୍ରତି ଧ୍ୟାନ ଦେବରନାହିଁ। ଯେତେ ସମୟ ପର୍ଯ୍ୟନ୍ତ ଆପଣଙ୍କ ଦେହରେ ଜାଇ ଅଛି ସେତେଦିନ ପର୍ଯ୍ୟନ୍ତ। ଏହାକୁ ଲାଗେଇଦେଲା ପରେ ଭଲ ହୋଇଯିବ ଆପେ ଆପେ ସଫା ହୋଇଯିବ ଏବଂ ଶରୀର ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ।

ଶରୀରରୁ ଜାଇ ଦୁରେଇଯିବ କିନ୍ତୁ ଆପଣ ଜାଣିପାରିବେ ନାହିଁ। କିଛି ଲୋକଙ୍କ କଥା ଅନୁସାରେ ଏହାକୁ ଥରେ ମାତ୍ର ବ୍ୟବହାର ଦ୍ୱାରା ଯାଇ ଦୁରେଇଯାଇଥାଏ। ଯଦି ଥରେ ଲଗେଇବା ପରେ ଏହା ଶରୀର ମଧ୍ୟରୁ ଯାଇନାହିଁ ତେବେ ଏହାକୁ ଆଉଥରେ ଲଗାନ୍ତୁ। ଏହାକୁ ଆପଣ ଅତି ସହଜ ଏବଂ ଶସ୍ତାରେ ଶରୀରର ତ୍ୱଚାରୁ ଦୁରେଇ ଦେଇପାରିବ। ଏହା ଆପଣଙ୍କ ପରିବାର ଏବଂ ବନ୍ଧୁଙ୍କ ଦେହରେ ଏପରି କିଛି ଯଦି ଜାଇ ଅଛି ଆପଣ ତାଙ୍କୁ ପରାମର୍ଶ ଦେଇପାରିବେ। ଏହି ଉପଚାରର ଉପାୟକୁ ପ୍ରୟୋଗ ପରେ ନିଜର କିମ୍ବା ଆପଣଙ୍କ ବନ୍ଧୁ ସବୁଦିନ ପାଇଁ ଜାଇ ପାଖରୁ ଦୁରେଇ ରହିବେ।

ଭାବୁଛୁ ଯେ ଏହି ଉପଚାରର ଉପାୟକୁ ପ୍ରୟୋଗ କରି ଆପଣଙ୍କ ଶରୀରରେ ଥିବା ଜାଇ ବା ଜାଇକୁ ସହଜରେ ଏବଂ ଶସ୍ତାରେ ସୁଲଭ ମୂଲ୍ୟରେ ପାଇପାରିବେ। ଏହାର ବ୍ୟବହାରରେ ବହୁତ ପରିବର୍ତନ ହୋଇପାରିବ ଏବଂ ଏହାକୁ ଶରୀରରେ ଲଗେଲଇଲେ ଜାଇ ଥିବା ପର୍ଯ୍ୟନ୍ତ ରଖିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button