ଜୀବନଶୈଳୀ

ଟିମ୍ ଇଣ୍ଡିଆର ଏହି ଦୁଇଜଣ ଖେଳାଳୀ ବାପ ହେବାକୁ ଜାଉଛନ୍ତି, ନାଁ ଜାଣିଲେ ଆପଣ ହୋଇଯିବେ ଆଶ୍ଟର୍ଯ୍ୟ

ଟିମ୍ ଇଣ୍ଡିଆର ଏହି ଦୁଇଜଣ ଖେଳାଳୀ ବାପ ହେବାକୁ ଜାଉଛନ୍ତି

ଏଇ ସମୟରେ ଖେଳକୁ ନେଇ ବହୁତ କିଛି ଖବର ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି । ଏହି କ୍ରମରେ ଆଜି ଆମେ ଭାରତୀୟ କ୍ରିକେଟ ଟିର ଦୁଇଝଣ ଭଲ ଓ ଦିଗଜ ଖେଳାଳୀଙ୍କ ବିଷୟରେ କଥା ହେବାକୁ ଜାଉଛୁ , ଜାହାଁକୁ ହଠାତ ମିଳିପାରେ ବାପ ହେବାର ଖୁସି ଖବର । କାରଣ ମୁମ୍ବାଇ ମିରର ନ୍ୟୁଜ ପେପରରେ ଛପିଥିବା ଖବର ଅନୁଯାୟୀ, ଆସୁଥିବା କିଛି ମାସରେ ଏହି ଦୁଇ ଖେଳାଳଈଙ୍କ ସ୍ତ୍ରୀ ମାନେ ମା ବନି ପାରନ୍ତି । ଆସନ୍ତୁ ତାହାଲେ ଜାଣିବା ସେହି ଦୁଇଜଣ ମାହାନ ଖେଳାଳୀ କିଏ ।

ଆଜି ଆମେ ଯେଉଁ ଦୁଇଜଣ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ, ତାଙ୍କ ନାଁରେ ଅନେକ ଗୁରୁତ୍ବପୁର୍ଣ୍ଣ ରେକଡ ରହିଅଛି । ଏବେ କିଛି ଦିନ ତଳେ ଏସିଆ କପରେ ଅତ୍ୟାଧୁନିକ ଖେଳ ପର୍ଦଶନ କରି ନିଜ ସହିତ ଟିମ ଇଣ୍ଡିଆର ସମ୍ମାନ ରକ୍ଷା କରିଥିଲେ ଏହି ଦୁଇ ଖେଳାଳୀ । ଆଉ ଏହି ଦୁଇ ଜଣ ଖେଳାଳୀ ନିଜର ଆକର୍ଷଣୀୟ ଖେଳ ପାଇଁ ପ୍ରତିଟି ଭାରତୀୟଙ୍କ ହୃଦୟରେ ଘର କରିଛନ୍ତି । ଯଦିବା ଏବେର ଟେଷ୍ଟ ମ୍ୟାଚରେ ଏହି ଦୁଇ ଖେଳାଳୀଙ୍କ ବିଶ୍ରାମ ଦିଆ ଯାଇଛି, ଏହି ଖେଳାଳୀ ବହୁତ ଶିଘ୍ର ଟିମକୁ ଫେରିବାକୁ ଯାଉଛନ୍ତି ।

ଯେଉଁ ଖେଳାଳୀଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ସେଥିରେ ପ୍ରଥମ ନାଁଟି ହେଉଛି ରୋହିତ ଶର୍ମା, ହଁ ବନ୍ଧୁ ଗଣ ରୋହିତ ଶର୍ମା, ଏବେ ଶର୍ମା ପରିବାରେ କୁଆଁ କୁଆଁ ଶବ୍ଦ ଶୁଣା ଯିବାକୁ ଜାଉଛି । ରୋହିତ ଶର୍ମା 2015 ର ରେ ନିଜର ବନ୍ଧୁ ତଥା ମ୍ୟାନେଜର ରିତିକାଙ୍କୁ 13 ଡିସେମ୍ବର 2015 ର ରେ ବିବାହ କରିଥିଲେ ।

ଆପଣହ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି, ଯେବେ ରୋହିତ କ୍ରିକେଟରେ  ନିଜ କ୍ୟାରିୟର ଗଢିବାକୁ ଯାଉଥିଲେ , ସେହି ସମୟରେ ରିତଚିକାହ୍କୁ ମୁମ୍ବାଇର ଗୋଟିଏ କ୍ଲବରେ ପ୍ରପୋଜ କରିଥିଲେ । ଯଦି ଆମେ ଦ୍ବୀତିୟ ଖେଳାଳୀଙ୍କ କଥା କହିବା, ଯିଏ ବାପା ହେବାକୁ ଯାଉଛନ୍ତି, ସେ ତାଙ୍କର ବୋଲିଙ୍ଗର ଯାଦୁରେ ପୁରା ଭାରତୀୟ ଦଳକୁ ନିଜ କାନ୍ଧରେ ବହି ରଖିଛନ୍ତି । ଆପଣ ଠିକ ଅନୁମାନ କରିଛନ୍ତି, ସେ ଆଉ କେହି ନୁହଁମ୍ତି, ସେ ଆମ ସମସ୍ତଙ୍କର ପ୍ରିୟ ଭୁବନେଶ୍ବର କୁମାର ।

 

ଭୁବନେଶ୍ବର କୁମାର 23 ନଭେମ୍ବର 2017 ର ରେ ବିବାହ କରିଥିଲେ । ଦୁଇ ଜଣ ପ୍ରେମ ବିବାହ କରିଥିବାର ଜଣା ପଡିଛି, ଦୁଇ ଜଣ ଜାକ ମରାଠର ଗୋଟିଏ ମହଲାରେ ରହୁଥିବା ବେଳେ ପ୍ରେମରେ ପଡିଥିଲେ ।ଏବେ ହିଁ ଏ ପୋଷ୍ଟକୁ ସେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାନ୍ତୁ । ତଳେ ଲାଇକ କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button