ମନୋରଞ୍ଜନ

ବିନା ମେକଅପରେ ସୁନ୍ଦର ଦେଖାଯିବା ପାଇଁ ଆପଣାନ୍ତୁ ଏହି ଉପାୟ !!

ସବୁ ଝିଅ ଏବଂ ମହିଳା ନିଜକୁ ସୁନ୍ଦର ଦେଖାଯିବାକୁ ଚାହାନ୍ତି ଏବଂ ଏଥିପାଇଁ ସେ ବହୁତ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି। ବହୁତ ଝିଅ ସବୁବେଳେ ଅନେକ ପ୍ରକାରର କ୍ରୀମର ପ୍ରୟୋଗ କରିଥାନ୍ତି। ଯେଉଁ ଲୋକ ରଙ୍ଗରେ କଳା ଏବଂ ଯାହାଙ୍କର ଚେହେରାରେ କଳା ଦାଗ ଥାଏ ସେମାନେ ସବୁବେଳେ ଏହିଭଳି କ୍ରୀମ ପଛରେ ପଡିଯାଇଥାନ୍ତି ଯେଉଁ କାରଣରୁ କେତେକ ଥର ଲାଭ ବଦଳରେ କ୍ଷତି ହୋଇଯାଇଥାଏ।

ଆପଣାନ୍ତୁ ଏହି ଉପାୟ

-ଆପଣ ଆପଣଙ୍କ ଚେହେରାକୁ ଦୁଇରୁ ତିନି ଥର ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ କିମ୍ବା ଆପଣ ଫେସୱାସରେ ବ୍ୟବହାର ମଧ୍ୟ କରିପାରିବେ। ଚେହେରାକୁ ଧୋଇବା ଦ୍ବାରା ଆପଣଙ୍କର ଦିନ ସାରା ଜମା ହୋଇଥିବା ଧୂଳି ସଫା ହୋଇଯାଇଥାଏ।

-ଯେତେବେଳେ ଆପଣ ଫେସୱାସ ଦ୍ବାରା ନିଜ ଚେହେରାକୁ ଧୋଇଥାନ୍ତି ତେବେ ଆପଣଙ୍କ ତ୍ବଚା ଶକ୍ତ ହୋଇଯାଇଥାଏ। ଏଥିପାଇଁ ଚେହେରାକୁ ଧୋଇବା ପରେ ଆପଣ ଚେହେରାରେ ମଶ୍ଚରାଇଜର ଲଗାନ୍ତୁ।

-ଆପଣଙ୍କ କେଶକୁ ସୁନ୍ଦର ଦେଖା ଯିବାକୁ ଚାହୁଁଥିଲେ କେବେବି କେଶରେ ରୂପି ହେବାକୁ ଦିଅନ୍ତୁ ନାହିଁ। କେଶରେ ଭଲ ତେଲର ବ୍ୟବହାର କରନ୍ତୁ। ଏବଂ କେଶକୁ ଧୋଇବା ପାଇଁ ସପ୍ତାହରେ ଦୁଇ ଥର ଶାମ୍ପୁ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button