ସ୍ୱାସ୍ଥ୍ୟ

ବୀଜ ଏବଂ ଯୌନ ଶକ୍ତି ବଢାଇବା ପାଇଁ ମାତ୍ର କରନ୍ତୁ ଏହି ଉପାୟ, 90 ବର୍ଷ ବୁଢାକୁ ବି ଦେଇଦିଏ 20 ବର୍ଷର ଟୋକାର ଶକ୍ତି

ପ୍ରତେକ ମଣିଷ ଜୀବନରେ କିଛି କିଛି ଅବସ୍ଥା ଦେଇ ଗତି କରିବାକୁ ହୋଇଥାଏ ସେ ନାରୀ ହେଉ ବା ପୁରୁଷ । ସମୟ ଅନୁସାରେ ସେ ବିଭିନ୍ନ ରୂପେ ନିଜର କର୍ତ୍ତବ୍ୟ ପୁରା କରିଥାଏ । ତେବେ ପ୍ରତେକ ବ୍ୟକ୍ତି ସନ୍ତାନ ଟେ କରିଥାଏ କାରଣ ସେ ବୃଦ୍ଧ ସମୟରେ ତାହାର ସାହାରା ହୋଇପାରିବ। ତେବେ ଏହି ସନ୍ତାନ ପାଇଁ ପ୍ରତେକ ସ୍ୱାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିଥାନ୍ତି । ତେବେ କେବଳ ସନ୍ତାନ ପ୍ରାପ୍ତି ପାଇଁ ନୁହେଁ । ଏହା ମଣିଷ ର ଏକ ଅଂଶ ।

ତେଣୁ ଶାରୀରିକ ସଂପର୍କ ଯେତେବେଳେ ବି ରଖିପାରିବେ । କିନ୍ତୁ ଅନେକ ପୁଅଙ୍କ ମଧ୍ୟ ରେ ଯୌନ ଅକ୍ଷମତା ଦେଖା ଦେଇଥାଏ । ତେବେ ଏହାକୁ ଅନେକ ଲୋକ ଲୁଚାଇଥାନ୍ତି ଲଜ୍ୟା କରିଥାନ୍ତି । କିନ୍ତୁ ଏହା ସେମାନଙ୍କର କୌଣସି ଅସୁବିଧା ରୁ ହୋଇ ନ ଥାଏ । ଯେତେବେଳେ ମସ୍ତିଷ୍କ ରୁ ସନ୍ୟାୟୁ ତତ୍ତ୍ୱ ଦ୍ୱାରା ରକ୍ତ ପ୍ରବାହ କରିଥାଏ ଯୌନାଙ୍ଗ କୁ ।

ଏହି ରକ୍ତ ଯୌନାଙ୍ଗ ରୁ ବାହାରି ନ ଥାଏ ଏହା ଜମା ହୋଇ ଏହାକୁ ଶକ୍ତ କରିଥାଏ । ତେବେ ଅନେକ ଲୋକଙ୍କର ଏପରି ହୋଇଥାଏ ଯେତେବେଳେ ସେମାନେ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତୁତ ହୋଇଥାନ୍ତି ସେମାନଙ୍କ ଯୌନାଙ୍ଗ ଶକ୍ତ ହୋଇ ନ ଥାଏ ବା ଇଯାକୁଳେଶନ ଠିକ ଭାବେ ହୋଇ ନ ଥାଏ । ତେବେ ଏହା ବିଭିନ୍ନ କାରଣ ରୁ ହୋଇ ଥାଏ ।

ଯଦି ଆପଣଙ୍କ ର ରକ୍ତ ପ୍ରବାହ ସଠିକ ଭାବେ ହେଉ ନ ଥାଏ । ଆପଣଙ୍କ ର କୌଣସି ସ୍ନାୟୁ ଜନିତ ସମସ୍ୟା ଥାଏ । ଯଦି ଆପଣଙ୍କ ର ମଧୁମେହ ଥାଏ , କୋଲେଷ୍ଟ୍ରଲ ଥାଏ , ଡାଇବେଟିସ ଥାଏ ତେବେ ଏହି ସବୁ କାରଣରୁ ଆପଣଙ୍କ ର ଯୌନ ଅକ୍ଷମତା ଦେଖା ଦେଇଥାଏ । ତେବେ ଏହାର ଚିକିତ୍ସା ମଧ୍ୟ ଅଛି । ପ୍ରଥମେ ଆପଣଙ୍କର ଏକ ପରୀକ୍ଷା କରାଯିବ।

ଯେଉଁଥିରେ ଆପଣଙ୍କ ର ରକ୍ତ ପରୀକ୍ଷା କରାଯିବ । ଯେଉଁଥିରେ ଆପଣଙ୍କ ର ଇଯାକୁଳେଶନ, ରକ୍ତ ପ୍ରବାହ ସଠିକ ହେଉଛି ନା ନାହିଁ , ଆପଣଙ୍କର ଡାଇବେଟିସ ଅଛି ନା ନାଇଁ ଏହି ସବୁ ପରୀକ୍ଷା କରାଯାଇଥାଏ । ଏହା ପରେ ଆପଣଙ୍କୁ ଏକ ଔଷଧ ଦେଇ ଆପଣଙ୍କର ଯୌନାଙ୍ଗ କୁ ରକ୍ତ ପ୍ରବାହ କେତେ ଦ୍ରୁତ ଭାବେ ହେଉଛି କି ନାହିଁ ତାହା ଦେଖିଥାନ୍ତି ।

ଏହା ଦେଖିବା ପରେ ଆପଣଙ୍କୁ ଔଷଧ ଦେଇଥାନ୍ତି । ଏହା ଛଡା ଏବେ ଏକ ଇଂଜେକସନ ମିଳୁଛି ଯାହାକୁ ଆପଣ ଶାରୀରିକ ସମ୍ପର୍କ ରଖିବା ଆଗରୁ ନିଜର ଯୌନାଙ୍ଗ ରେ ନେବା ଦ୍ୱାରା ଏହା ରକ୍ତ ପ୍ରବାହ ଦ୍ରୁତ କରିଥାଏ ଓ ଆପଣଙ୍କ ଯୌନାଙ୍ଗ କୁ ଶକ୍ତ କରିଥାଏ । ଏହା ଛଡା ଏବେ କୃତିମ ଉପାୟରେ ଯୌନାଙ୍ଗ ମିଳୁଛି ଯାହାକୁ ଆପଣ ଶାରିରୀକ ସମ୍ପର୍କ ରଖିବା ବେଳେ ବ୍ୟବହାର କରିପାରିବେ। ତେବେ ଯଦି ଆପଣଙ୍କୁ ଲାଗେ କି ଆପଣ ଏହି ରୋଗ ରେ ପୀଡିତ ତେବେ ଆପଣ ନିଜର ଡାକ୍ତରଙ୍କୁ ପରାମର୍ଶ କରିପାରିବେ । ଏହା ସାଧାରଣ ଅଟେ କୌଣସି ଲଜ୍ୟା ବିଷୟ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button