ଦେଶ ବିଦେଶ

୭ ମଇ ଠାରୁ ଆରମ୍ଭ ହବ ବିଦେଶରୁ ଭାରତୀୟ ଲୋକଙ୍କ ଫେରିବା ମହା ଅଭିୟାନ, ଫେରିବେ ୧ ଲକ୍ଷ ୯୦ ହଜାର ଲୋକ

କରୋନା ଭାଇରସ ସଂକ୍ରମଣ ପାଇଁ ହୋଇଥିବା ଲକଡାଉନ ଦ୍ଵାରା ବହୁତ ଭାରତୀୟ ଅନ୍ୟ ଦେଶ ରେ ଫସି ରହିଛନ୍ତି ସବୁଠାରୁ ବଡ ଅଭିୟାନ ମୋଦୀ ସରକାରଙ୍କର ୭ ମଇ ଠାରୁ ଆରମ୍ଭ ହବ, ଭାରତ ସରକାର ଏହାର ଘୋଷଣା ସୋମବାର ଦିନ କରିଛନ୍ତି । ବିଦେଶ ଠାରୁ ନାଗରିକ ଫେରି ଆଣିବାର ସବୁଠାରୁ ବଡ ଅଭିୟାନ ଆରମ୍ଭ ଖାଡି ଦେଶ ଠାରୁ କରା ଜୀବ, ତେବେ ଏଠାରେ ଭାରତୀୟ ଲୋକଙ୍କ ସଂଖ୍ୟା ୭୦% ଅଟନ୍ତି । ସରକାରୀ ଅଧିକାରୀମାନଙ୍କ କୁହାଯାଇଛି ପ୍ରଥମ ଫେଜ ରେ ଗୋଟେ ଲକ୍ଷ ୯୦ ହଜାର ଲୋକ ଫେରିବେ ।

ଖବର ଅନୁଯାଇ ସ୍ଵଦେଶରୁ ଫେରିବା ଅଭିୟାନ ଆରମ୍ଭ ସଂଯୁକ୍ତ ଅରବ ଅମିରାତ ଠାରୁ ହବ, ଏଠାରେ ୩୪ ଲକ୍ଷ ଭାରତୀୟ ରହିବେ, ଏହା ପରେ ସାଉଦି ଅରବ ଏବଂ କୁବେତ ନାଗରିକଙ୍କୁ ଅଣା ଯିବ । ଗୋଟେ ଅଧିକାରୀ କହିବା ଅନୁଯାଇ ବିଦେଶରୁ ଆସୁଥିବା ଭାରତୀୟମାନଙ୍କ ଠାରୁ ସେବା ପେମେଣ୍ଟ ଆଧାରିତ ଅଟେ । ତେବେ ଭାରତ ଆସୁଥିବା ବିଦେଶ ଭାରତୀୟ ନିଜ ଭଡା ନିଜେ ଦେବେ ।

ଖାଡି ଯୁଦ୍ଧ ରେ ବାହାରିଥିଲେ ୧.୭୦ ଲକ୍ଷ ଭାରତୀୟ :

୧୯୯୦ ଖାଡି ଯୁଧ ସମସ୍ୟରେ ଭାରତ କୁବେତ ଠାରୁ ୧.୭୦ ଲକ୍ଷ ନାଗରିକଙ୍କୁ ବାହାର କରି ଦେଇଥିଲେ, ବିମାନ ଦ୍ଵାରା ଏହା ଦୁନିଆ ର ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ଅଭିୟାନ ଥିଲା, ଭାରତରେ ଦୁଇ ମାସ ପର୍ଯ୍ୟନ୍ତ ୫୦୦ ଠାରୁ କିଛି କମ ବିମାନ ସଂଚାଳନ କରିଥିଲେ, ସବୁ ପ୍ରାୟତଃ ଏୟର ଇଣ୍ଡିଆ ର ଥିଲା । ତେବେ ୨୫ ବର୍ଷ ପରେ ଏହାକୁ ଅକ୍ଷୟ କୁମାର ଫିଲ୍ମ ଏୟରଲିଫ୍ଟ ଦ୍ଵାରା ଲୋକଙ୍କୁ ଦେଖା ଯାଇଥିଲା ।

ଏହି ଅଭିୟାନ ତା ଠାରୁ ବି ବଡ ଅଟେ :

ବିଦେଶ ମନ୍ତରାଳୟ ଗୋଟେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି ଯେ ଏହା ସେହି ଅଭିୟାନ ଠାରୁ ବଡ ଏବଂ ଅଧିକ ଜଟିଳ ହବାକୁ ଯାଉଛି, ସରକାର ନା କେବଳ କାମର୍ଶଲ ବିମାନ ବ୍ୟବହାର କରିବେ ଏହା ଛଡା ନେବି ସବୁଠାରୁ ବଡ ଯୁଧପୋତକୁ ମଧ୍ୟ ଏହି ଅଭିୟାନ ରେ ବ୍ୟବହାର କରିବେ ।

୧୪ ଦିନ ରହିବାକୁ ହବ କ୍ଵାରନଟାଇନ :

ଗୃହ ମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଫେରୁଥିବା ଯାତ୍ରୀଙ୍କୁ ଚିକିତ୍ସା ଯାଞ୍ଚ କରେଇବାକୁ ହବ ଏବଂ ଏହା ପରେ ଯାତ୍ରୀଙ୍କୁ ୧୪ ଦିନ ପାଇଁ କ୍ଵାରନଟାଇନ ରେ ରଖା ଯିବ । ମନ୍ତରାଳୟ କହିଛନ୍ତି, “ବିଦେଶ ରେ ଫସି ଥିବା ଭାରତୀୟ ଲୋକଙ୍କୁ ଫେରିବା ପାଇଁ ଭାରତ ସରକାର ତାଙ୍କର ସାହାଜ୍ଯ କରିବେ, ବହୁତ ଆବଶ୍ୟକ ହେଲେ ତାଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ଦିଆ ଯିବ ଏବଂ ଏହା ଚରଣବଦ୍ଧ ପ୍ରକ୍ରିୟା ଅନୁଯାଇ କରା ଯିବ ।”

କରୋନା ଲକ୍ଷଣ ନଦେଖା ଗଲେ ଯାତ୍ରୀକୁ ଅନୁମତି ଦିଆ ଯିବ :

ମନ୍ତରାଳୟ କହିବା ଅନୁଯାଇ ବିମାନ ରେ ବସିବା ଆଗରୁ ଯାତ୍ରୀମାନଙ୍କ ଚିକିତ୍ସା କରା ଯିବ ଏବଂ ଏହା ଛଡା ଯେଉଁ ଲୋକଙ୍କ ଶରୀର ରେ କରୋନା ଲକ୍ଷଣ ଦେଖା ଯିବ ନାହିଁ କେବଳ ତାଙ୍କୁ ଯାତ୍ରା କରିବା ଅନୁମତି ପ୍ରଦାନ କରା ଯିବ । ଭାରତ ଫେରି ସବୁ ଯାତ୍ରୀମାନଙ୍କୁ କ୍ଵାରନଟାଇନ ରେ ୧୪ ଦିନ ରହିବା ଆବଶ୍ୟକ ଅଟେ ଏହା ପାଳନ କରା ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button