ସ୍ୱାସ୍ଥ୍ୟ

3 ଦିନ କ୍ଷୀର ରେ ଫୁଟେଇ ପିଅନ୍ତୁ, ଆଣ୍ଠୁଗଣ୍ଠି ବିନ୍ଧା, ଥକାପଣ, ଦୁର୍ବଳତା 100 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତାଛଡା ତାଙ୍କ ଗୋଡ ହାତ ବିନ୍ଧା ମଧ୍ୟ ହେଉଛି କିନ୍ତୁ ଯଦି ଏହି ବିନ୍ଧା ବିନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁର୍ବଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ ।

ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ।

ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

ତେବେ ପ୍ରଥମେ ଆପଣ ଶୁଖିଲା ନଡ଼ିଆ ନିଅନ୍ତୁ ତା ସହ ଖସ ଖସ, କିଛି ଆଲମଣ୍ଡ ଏବଂ ମିଶ୍ରି । ଏହି ସବୁ ସାମଗ୍ରୀ କୁ ହେମଦସ୍ତା ରେ ଭଲ ଭାବରେ ଦର ଛେଚା କରି ଦିଅନ୍ତୁ ଏବଂ ଗୋଟିଏ ଗିଲାସ କ୍ଷୀର ରେ ଏହି ମିଶ୍ରଣ କୁ ମିଶାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ । ପରେ ଏହାକୁ କାଢି ପିଅନ୍ତୁ ଏହାକୁ ଆପଣ ତିନିଦିନ ସେବନ କରନ୍ତୁ ଦେଖିବେ ଆପଣଙ୍କ ହାଡ଼ ମଜବୁତ ହୋଇଯିବ ଏବଂ ଆପଣ ଙ୍କୁ ଦୁର୍ବଳ ମଧ୍ୟ ଲାଗିବ ନାହିଁ ଆପଣ ସବୁବେଳେ ତାଜା ଅନୁଭବ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button