ଏମିତି କଣ ଯାହା ବର୍ଷକୁ ଥରେ ଆସିଥାଏ, ମାସକୁ ଦୁଇ ଥର ଆସିଥାଏ, ସପ୍ତାହ କୁ 4 ଥର ଆସିଥାଏ ଓ ଦିନରେ 6 ଥର ଆସିଥାଏ ? 15+ GK Questions And Answers

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।
1- କେବଳ ଗୋଟେ ଦିନରେ ଭାରତର ରାଜଧାନୀ ହୋଇଥିବା ଏକମାତ୍ର ଦେଶର ନାମ କଣ ?
ଉତ୍ତର- ଇଲାହାବାଦ ।
2- ଦୁନିକାରେ ସବୁଠାରୁ ଅଧିକ କେଉଁ ବ୍ୟକ୍ତି କୁ ଅଧିକ ସୁରକ୍ଷା ମିଳିଥାଏ ?
ଉତ୍ତର- ଆମେରିକାର ରାଷ୍ଟ୍ରପତି ।
3- ଦୁନିଆର ଏମିତି କେଉଁ ଦେଶ ଅଛି ଯାହାର ଡାକ ଟିକେଟ ରେ ସେହି ଦେଶର ନାଁ ନ ଥାଏ ?
ଉତ୍ତର- ଗ୍ରେଟ ବ୍ରିଟେନ ।
4- ଦୁନିଆରେ ସର୍ବ ପ୍ରଥମେ ନୋଟ ବନ୍ଦୀ କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଘାନା ।
5- ଭାରତର ସବୁଠୁ ମହାନ ଲେଖକ ମୁନସି ପ୍ରେମଚାନ୍ଦ ଙ୍କ ପ୍ରକୃତ ନାମ କଣ ?
ଉତ୍ତର- ଧନପତ ରାୟ ।
6- କଣ ଆପଣ ଜାଣିଛନ୍ତି କି ବିହାର ରାଜ୍ୟ ର ସବୁଠୁ ପୁରୁଣା ନାମ କଣ ଥିଲା ?
ଉତ୍ତର- ମଗଧ ।
7- କେଉଁ ଜୀବ ର ଆଖି ଖରାପ ହେଲେ ଦ୍ଵିତୀୟ ଆସିଯାଏ ?
ଉତ୍ତର- ଘୋଘା ।
8- ଭାରତର ଏମିତି କେଉଁ ମହିଳା ଥିଲେ ଯିଏ ପ୍ରଥମେ ଅଶୋକ ଚକ୍ର ଲଗାଇଥିଲେ ?
ଉତ୍ତର- ନୀରଜା ଭନୋଟ ।
9- କଣ ଆପଣ ଜାଣିଛନ୍ତି କି ଇନ୍ଦ୍ରଧନୁଷ ର ମଝିରେ କେଉଁ ରଙ୍ଗ ଅଛି ?
ଉତ୍ତର- ସବୁଜ ।
10- ଦୁନିଆର ସବୁଠାରୁ ଗରମ ସ୍ଥାନ କେଉଁଠି ଅଛି ?
ଉତ୍ତର- ଲିବିୟା ।
11- ଆଗ୍ରା ରେ ଏତ୍ମାଢୋଲା ର ମକୱାରା କିଏ ତିଆରି କରିଥିଲେ ?
ଉତ୍ତର- ନୁରଜାହାନ ।
12- କଣ ଆପଣ ଅଜାଣିଛନ୍ତି କି ଆମେରିକା ର ରାଷ୍ଟ୍ର ଖେଳ କଣ ?
ଉତ୍ତର- ବେଶବଲ ।
13- ଭାରତର ସବୁଠୁ କମ ବୟସରେ IAS ହୋଇଥିବା ବ୍ୟକ୍ତି କିଏ ?
ଉତ୍ତର- ଅଂସାର ଅହମଦ ସେଖ ।
14- ଭାରତର କେଉଁ ପ୍ରଥମ ମହିଳା ଯିଏ ସୁପ୍ରିମ କୋର୍ଟ ରେ ଜଜ ହୋଇଥିଲେ ?
ଉତ୍ତର- ଫତିମା ବିବି ।
15- ବୋଗୋଟା କେଉଁ ଦେଶର ରାଜଧାନୀ ?
ଉତ୍ତର- କୋଲମ୍ବିଆ ।
16- ଅମର ସହିଦ ଚନ୍ଦ୍ରଶେଖର ଆଜାଦ ଜୀ ଙ୍କ ଜନ୍ମ କେଉଁଠି ହୋଇଥିଲା ?
ଉତ୍ତର- ଭାବରା ଗାଁ ମଧ୍ୟ ପ୍ରଦେଶ ।
18- ଏମିତି କଣ ଯାହା ବର୍ଷକୁ ଥରେ ଆସିଥାଏ, ମାସକୁ ଦୁଇ ଥର ଆସିଥାଏ, ସପ୍ତାହ କୁ 4 ଥର ଆସିଥାଏ ଓ ଦିନରେ 6 ଥର ଆସିଥାଏ ?
ଉତ୍ତର- F ଶବ୍ଦ ।