ବ୍ୟବସାୟ

ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର – ଜାଣନ୍ତୁ ଏବେ କେତେ ଟଙ୍କାରେ ମିଳିବ ପେଟ୍ରୋଲ

ଡିଜେଲ ଦାମ ଲଗାତାର ଦ୍ଵିତୀୟ ଦିନରେ ମଧ୍ୟ କିଛି ବଦଳିନୀ, ଏହା ଛଡା ଅନ୍ତରାଷ୍ଟ୍ରିଅ ବ୍ୟାପାର ରେ କଞ୍ଚା ତେଲ ଦାମ ବହୁତ ଶୀଘ୍ର ବଢିବାର ଦେଖା ଯାଉଛି । ପେଟ୍ରୋଲ ଦାମ ଫୁଣୀ ଗୁରୁବାର(ଆଜି) ଦିନ ବଢି ଯାଇଛି, ପେଟ୍ରୋଲ ଦାମ ରେ ୧୫ରୁ ୧୬ ପଇସା ପ୍ରତି ଲିଟର ବୃଦ୍ଧି ହୋଇଛି କିନ୍ତୁ ଡିଜେଲ ଦାମ ସେହି ପ୍ରକାର ସମାନ ଚାଲିଛି ଏହାର ଦାମ ବଢୁ ନାହିଁ କି କମୁ ନାହିଁ ।

ବିଶେଷଜ୍ଞ ମାନଙ୍କ ଅନୁଯାଇ ଯଦି କଞ୍ଚା ତେଲ ଦାମ ଯଦି ଏହି ପରି ବଢିବ ତାହେଲେ ପେଟ୍ରୋଲ ଓ ଡିଜେଲ ଦାମ ଦିନକୁ ଦିନ ବଢି ଚାଲିବ କାହିଁକି ନା ଭାରତ ନିଜ ତେଲ ଆବଶ୍ୟକତା ୮୦% ଆୟତ ଦ୍ଵାରା ପୂର୍ଣ କରେ ।

ଇଂଡିୟନ ଅୟଲ ୱେବସାଇଟ ଅନୁସାର, ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନଈ ରେ ପେଟ୍ରୋଲ ବଢିକଋ କ୍ରମଶ: 73.45 ଟଙ୍କା, 76.15 ଟଙ୍କା, 79.12 ଟଙ୍କା ଓ 76.34 ଟଙ୍କା ପ୍ରତି ଲୀଟର ହେଇଯାଇଛି । ଚାରୋଟି ମହାନଗର ରେ ଡିଜେଲ ଦାମ କ୍ରମଶ: 65.79 ଟଙ୍କା, 68.20 ଟଙ୍କା, 69.01 ଟଙ୍କା ଓ 69.54 ଟଙ୍କା ପ୍ରତି ଲୀଟର ସ୍ଥିର ଅଛି । ଦିଲ୍ଲୀ, କୋଲକାତା ଓ ମୁମ୍ବାଇ ରେ ପେଟ୍ରୋଲ ଦାମ ରେ ୧୫ପଇସା ବଢିଛି, ଚେନ୍ନାଇ ରେ ୧୬ପଇସା ପ୍ରତି ଲିଟର ବଢିଛି କିନ୍ତୁ ଡିଜେଲ ଦାମ ସ୍ଥିର ଅଛି ।

ଅନ୍ତରାଷ୍ଟ୍ରୀୟ ବାୟଦା ବାଜାର ଇଣ୍ଟରର୍କଣ୍ଟିନେଣ୍ଟାଲ ଏକ୍ସଚେଞ୍ଜ ଉପରେ ବ୍ରେଂଟ କ୍ରୂଡ ର ଜାନୁୟାରୀ ଡିଲୀବରୀ ଅନୁବନ୍ଧ ରେ ଗୁରୁବାରକୁ ୦.୪୬% ସ୍ପୀଡ ସହ ୬୨.୬୬ ଡଲାର ପ୍ରତି ବ୍ୟରେଲ ଉପରେ କାରୋବାର ଚାଲିଛି । ନିଉୟର୍କ ମାର୍କେଟ ଟାଇଲ ଏକ୍ସଚେଂଜ ଉପରେ ଅମେରିକୀ ଲାଇଟ କ୍ରୂଡ ୱେସ୍ଟ ଟେକ୍ସାସ ଇଂଟରମୀଡିଏଟ ଡିସେମ୍ବର ଅନୁବନ୍ଧ ୦.୫୮% ବଢିବା ସହ ୫୭.୪୫ ଡଲାର ପ୍ରତି ବ୍ୟରଲ ଉପରେ କାରୋବାର ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button