ମନୋରଞ୍ଜନ

ଭିଲିୟାନ ରୋଲରେ ଏହି ଅଭିନେତ୍ରୀମାନେ ଅଭିନେତାମାନଙ୍କୁ ବି ପଛରେ ଛାଡି ଦେଲେ- ନମ୍ବର ୨ଙ୍କର ରୋଲ ବହୁତ ଭୟଙ୍କର ଥିଲା

ବଲୀଉଡ ଫିଲ୍ମ ରେ ଯେଉଁ ପର୍ଯ୍ୟନ୍ତ ଭିଲେନ ନଥାଏ କିଛି ମଜା ଲାଗେ ନାହିଁ, ବଲୀଉଡ ଛାଡନ୍ତୁ ଯେ କୌଣସି ଫିଲ୍ମ ହେଉ ଭିଲିୟାନ ନଥିଲେ କିଛି ମଜା ଲାଗେ ନାହିଁ । ବଲୀଉଡ ଇଣ୍ଡଷ୍ଟ୍ରି ବହୁତ ଲୋକଙ୍କୁ ଭିଲିୟାନ ପାଇଁ ଚାନ୍ସ ଦେଲା ଏବଂ କେତେକ ଜଣ ଏହି କାମ ପାଇଁ ପ୍ରସିଦ୍ଧ ହୋଇ ଗଲେ ଲୋକ ଆଜି ବି ଗବର, ମୋଗେମ୍ବୋ ଭଳି ଭିଲିୟାନସ୍ କୁ ମନେ ରଖିଛନ୍ତି, ଆମର ଆଜି ର ପୋସ୍ଟ ଏହି ଭିଲେନମାନଙ୍କ ପାଇଁ ଅଛି କିନ୍ତୁ ଏହା ଆମ ଅଭିନେତ୍ରୀ ଭିଲିୟାନଙ୍କ ପାଇଁ ଅଛି ।

ଆସନ୍ତୁ ଜାଣିବା ବଲୀଉଡ ର କେଉଁ ଅଭିନେତ୍ରୀ ସବୁଠୁ ଖତରନାକ ଭିଲିୟନ ଅଟନ୍ତି ।

ବିପାଶା ବାସୁ :

ଏବେ ବିପାଶା ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ନିଜ ସମୟରେ ସେ ବହୁତ ଭଲ କଳାକାର ଥିଲେ, ୨୦୧୨ବର୍ଷ ରେ ସେ ‘ରାଜ ୩’ ରେ ଭିଲିୟାନ ହୋଇଥିଲେ, ନିଜ ନକାରାତ୍ମକ ଅଭିନୟ ପାଇଁ ବିପାଶା ଲୋକଙ୍କ ମନ କିଣି ନେଇଥିଲେ ।

କାଜୋଲ :

କାଜୋଲଙ୍କ ନା ସବୁ ଠାରୁ ଭଲ ଅଭିନେତ୍ରୀମାନଙ୍କ ଲିଷ୍ଟରେ ଆସେ, ସେ ନିଜ ଜୀବନ ରେ ବହୁତ ହିଟ ଫିଲ୍ମ ଦେଇଛନ୍ତି କିନ୍ତୁ ଫିଲ୍ମ ‘ଗୁପ୍ତ’ ରେ ତାଙ୍କ ନକାରାତ୍ମକ ରୋଲ ଲୋକଙ୍କୁ ବହୁତ ପସନ୍ଦ ଆସି ଥିଲା ଓ ଏହି ଫିଲ୍ମରେ କାଜୋଲ ଖତରନାକ ସାଇକୋ କିଲର ଭୂମିକା କରିଥିଲେ ।

ପ୍ରିୟଙ୍କା ଚୋପଡା :

ପ୍ରିୟଙ୍କା ଚୋପଡା ଏବେ କେବଳ ବଲୀଉଡ ନୁହେଁ ହଲିଉଡ ଷ୍ଟାର ହୋଇ ଯାଇଛନ୍ତି, ପ୍ରିୟାଙ୍କା ନିଜ କ୍ୟାରିୟର ଆରମ୍ଭ ରେ ଭିଲିୟାନ ଅଭିନୟ କରି ସାରିଛନ୍ତି । ଫିଲ୍ମ ‘ଅନ୍ଦାଜ’ ରେ ସେ ଭିଲିୟାନ ଅଭିନୟ କରିଥିଲେ ।

କେଟରିନା କେଫ :

ବଲୀଉଡ ନମ୍ବର ୧. ଅଭିନେତ୍ରୀ କେଟରିନା କେଫ ମଧ୍ୟ ନକାରାତ୍ମକ ଅଭିନୟ କରିଛନ୍ତି, ଫିଲ୍ମ ରେ ତାଙ୍କ ଅଭିନୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଲା । ଫିଲ୍ମ ‘ରେସ’ ରେ କେଟରିନା କେଫ ଗୋଟେ ନକାରାତ୍ମକ ରୋଲ ରେ ଦେଖା ଯାଇଥିଲେ ।

ମାହି ଗିଲ :

ମାହି ଗିଲ ବଲୀଉଡ ଟପ ଅଭିନେତ୍ରୀ ହେଇ ପାରିଲେଣି କିନ୍ତୁ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ହୋଇଥିଲେ । ଫିମ ‘ସାହେବ ବିବି ଆଉ ଜ୍ଞାଙ୍ଗଷ୍ଟର’ ରେ ମାହି ନିଜ ନକାରାତ୍ମକ ଅଭିନୟ ପାଇଁ ଦର୍ଶକଙ୍କ ମନ କିଣି ନେଇ ଥିଲେ । ଏହି ଫିଲ୍ମ ସୁପରହିଟ ହୋଇଥିଲା ଏବଂ ଏଥିପାଇଁ ସମସ୍ତେ ବହୁତ କଷ୍ଟ ମଧ୍ୟ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button