ଜୀବନଶୈଳୀ

ଏଡଲ୍ଟ ଭିଡିଓ ଦେଖିବାର ଯଦି ଅଛି ନିଶା ତେବେ ହୋଇଯାଆନ୍ତୁ ସାବଧାନ, ଖରାପ ହୋଇ ପାରେ ବୈବାହିକ ଜୀବନ

ପର୍ନ ନିଶା ସମ୍ପର୍କ ଓ ବିବାହିତ ଜୀବନ କୁ ବର୍ବାଦ କରି ଦେଇ ଥାଏ, ସମ୍ପର୍କ ପିତା ହବାକୁ ଲାଗିଥାଏ । ସେକ୍ସଚୁଆଲ ଲାଇଫ ବର୍ବାଦ ହବାକୁ ଲାଗିଥାଏ, ଭଲ ପାଇବା ଓ ସମ୍ପର୍କ ରେ ଆମୁକୁ ନୂଆ ଜୀବନ ଅନୁଭୂତି ହୋଇଥାଏ, କିନ୍ତୁ ପର୍ନ ଆମ ମାନସିକତା ବଦଳି ଥାଏ । ଏହା କାରଣ ରୁ ପର୍ନ ଆମ ମାନସିକତା ଏମିତି ଭାବରେ ବଦଳେ ଯାହା ଦ୍ଵାରା ଆମେ ଶରୀରକୁ କେବଳ ସେକ୍ସ ଅବଜେକ୍ଟ ବୋଲି ଭାବି ଥାଉ ।

ପର୍ନ ଅଭ୍ୟାସ ବା ନିଶା ଭାବନା ଓ ଅନୁଭବ କୁ ମାରି ଥାଏ ଯାହା ଦ୍ଵାରା ସମ୍ପର୍କ ରେ ହିଁସା ବଢି ଥାଏ ।

ପର୍ନ ରେ ସମ୍ବନ୍ଧ କୁ ହିଁସା ପରି ଦେଖା ଯାଇ ଥାଏ, କିନ୍ତୁ ଅସଲ ଜୀବନରେ ସମ୍ବନ୍ଧ ବହୁତ ସୁନ୍ଦର ଏବଂ ଗଭୀର ଭାବ ହୋଇଥାଏ, ଯାହା ଦୁଇ ଜଣଙ୍କ ଭଲ ପାଇବା ଓ ଭାବନାକୁ ଦର୍ଶାଇ ଥାଏ । କିନ୍ତୁ ପର୍ନ ରେ ଏହି ସମ୍ବନ୍ଧ ହିଁସା ପରି ଦେଖା ଯାଏ ଏବଂ ସ୍ତ୍ରୀଙ୍କୁ କେବଳ ଉପଭୋଗ ଭଳି ଦେଖା ଯାଏ । ଏହି ହିଁସା ଭଲ ପାଇବା, ବିବାହ ଓ ସମ୍ପର୍କକୁ ବର୍ବାଦ କରିଥାଏ ।

ପର୍ନ ଦେଖିବା ଲୋକ ମାନସିକ ବିକୃତ ହୋଇ ପାରେ, ସେହି ଲୋକ ଚିନ୍ତା ରୁ ଗ୍ରସ୍ତ ହୋଇ ପାରେ । ପର୍ନ ଦେଖୁଥିବା ଲୋକ ନିଜକୁ ସମାଜ ଠାରୁ ଅଲଗା ଓ ଏକୁଟିଆ ଅନୁଭବ କରିଥାନ୍ତି ଏବଂ ଏହା ଦ୍ଵାରା ହିଁସା ଓ ଅପରାଧି ପବୃତି ବଢି ଥାଏ । ଅଧ୍ୟୟନ ଅନୁଯାଇ ପର୍ନ ଦେଖୁଥିବା ଲୋକ ନିଜ ପାର୍ଟନର କୁ କଷ୍ଟ ଦେଇଥାନ୍ତି ।

ଶାରୀରିକ ସମ୍ବନ୍ଧ ସମୟରେ ହିଁସା କରିଥାନ୍ତି, ଅଧ୍ୟୟନ ଅନୁଯାଇ ସାମ୍ନା କୁ ଆସିଛି ଯେ ଯେଉଁ ଲୋକ କୌଣସି ସମ୍ପର୍କ ରେ ରୁହନ୍ତି ନାହିଁ ସେ ଅଧିକ ପର୍ନ ଦେଖନ୍ତି, ପର୍ନ ଅଭ୍ୟାସରୁ ନକାରାତ୍ମକ ଭାବ ବଢି ଥାଏ ଏବଂ ପାର୍ଟନର ଉପରେ ସନ୍ଦେହ କରିବା ପ୍ରକୃତି ରେ ବୃଦ୍ଧି ହୋଇଥାଏ । ବିବାହ ଏବଂ ଭଲ ପାଇବା ରେ ହିଁସା, ରାଗ ଓ ଅସାମାନ୍ୟ ବ୍ୟବହାର ବଢିବାକୁ ଲାଗିଥାଏ ।

ଅଧ୍ୟୟନ ଅନୁଯାଇ ପର୍ନ ନିଶା ଲୋକ ନିଜ ପାର୍ଟନର କୁ ଧୋଖା ଦେଇ ଥାନ୍ତି ଏବଂ ସମ୍ପର୍କ ରେ ଅବିଶ୍ଵାସ ସ୍ଥିତି ଅଧିକ ବଢି ଥାଏ । ପର୍ନ ରେ ଭଲ ପାଇବା ହିଁସା ପରି ଦେଖା ଯାଏ, କିନ୍ତୁ ଅସଲ ଜୀବନ ରେ ଭଲ ପାଇବା ଏବଂ ସମ୍ବନ୍ଧ ଏପରି ଭାବରେ ହୋଇ ନଥାଏ । ତେବେ ଯଦି ଆପଣ ମଧ୍ୟ ଏହାର ଅଡିକଟେଡ ଅଛନ୍ତି ଏହାକୁ ଚଡନ୍ତୁ ନଚେତ ଆପଣଙ୍କ ବୈବାହିକ ଜୀବନ ଖରାପ ହେବାକୁ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button