ନୀତି

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଚହୁଁ ଦିସି ଚିତଇ ପୁଁଛି ମାଲୀଗନ ।
ଲଗେ ଲେନ ଦଲ ଫୁଲ ମୁଦ୍ରିତ ମନ ॥
ତେହି ଅବସର ସୀତା ତହଁ ଆଈ ।
ଗିରିଜା ପୂଜନ ଜନନି ପଠାଈ ॥

ଭାବାର୍ଥ :- ଚାରିପଟେ ଦୃଷ୍ଟି ବୁଲାଇ ବଗିଚାରେ କାମ କରୁଥିବା ମାଳି ମାନଙ୍କୁ ପଚାରି ଆବଶ୍ୟକତା ଅନୁସାରେ ପତ୍ର ଫୁଲ ଆଦି ସଂଗ୍ରହ କରିବାକୁ ଲାଗିଲେ । ସେହି ସମୟରେ ମାତି ସୀତା ସେହି ବଗିଚାକୁ ଆସିଲେ । ତାଙ୍କ ମା’ ତାଙ୍କୁ ମାତା ଗିରିଜାଦେବୀ ପାର୍ବତୀଙ୍କ ପୂଜନ କରିବା ପାଇଁ ପଠାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button