ସିନ୍ଦୁର ଡାବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀଙ୍କୁ ସଫଳ ହେବାରେ କେହି ରୋକିପାରିବେନି! Vaastu Tips

ବନ୍ଧୁଗଣ ପ୍ରତେକ ନାରୀଙ୍କ ଜୀବନରେ ସିନ୍ଦୁର ର ଖାସ ମହତ୍ଵ ରହିଛି । ହିନ୍ଦୁ ଧର୍ମରେ ସବୁ ବିବାହିତା ନାରୀ ସିନ୍ଦୁର ଲଗାଇଥାନ୍ତି ଯାହା ସେମାନଙ୍କ ସୁହାଗର ପ୍ରତୀକ ହୋଇଥାଏ । ବିବାହ ସମୟରେ ମଧ୍ୟ ସିନ୍ଦୁର ଦାନ କରିବାର ବିଧି ରହିଛି । ବିବାହ ହେବା ପରେ ସବୁ ବିବାହିତା ମହିଳାଙ୍କୁ ସିନ୍ଦୁର ଲଗାଇବା ଜରୁରୀ ଅଟେ । ଆଜିକାଲି କିଛି ଝିଅ ମାନେ ବିନା ସିନ୍ଦୁର ରେ ରହିଥାନ୍ତି । କିନ୍ତୁ ଏହାର ଧାର୍ମିକ ମହତ୍ଵ ରହିଛି ଯାହା ପ୍ରତେକ ବିବାହିତା ନାରୀ ମାନିବା ଉଚିତ ।
ଆଜି ଆମେ ଜାଣିବା ସିନ୍ଦୁର ଲଗାଇବାର କିଛି ନିୟମ ଓ ସିନ୍ଦୁର ଡବାରେ କଣ ରଖିବା ଭଲ ହୋଇଥାଏ । ୧- ବିବାହିତା ମହିଳାଙ୍କୁ ସିନ୍ଦୁର ନିଜ ଟଙ୍କାରେ ଲଗାଇବା ଉଚିତ । ଅନ୍ୟ କାହାର ଟଙ୍କାରେ କିଣାଯାଥିବା ସିନ୍ଦୁର ଲଗାଇବା ଅନୁଚିତ ।
୨- ସ୍ଥିତି ଯାହା ବି ହେଉ ନା କାହିଁକି ବିବାହିତା ମହିଳା ଅନ୍ୟ କାହାରି ସିନ୍ଦୁର ଲାଗାଇବା ଅନୁଚିତ । ଏହା ଅଶୁଭ ହୋଇଥାଏ ।
୩- ବିବାଝିତା ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ବ୍ୟବହାର କରିବା ଅନୁଚିତ । ଏହା ଅଶୁଭ ହୋଇଥାଏ ।
୪- ମହିଳାଙ୍କୁ ସିନ୍ଦୁର ଲଗାଇ ସ୍ନାନ କରିବା ଅନୁଚିତ । ସବୁବେଳେ ସ୍ନାନ କରି ସିନ୍ଦୁର ଲଗାଇ ପୂଜା ପାଠ କରିବା ଉଚିତ । ସିନ୍ଦୁର ଲଗାଇବା ସମୟରେ ସ୍ବାମୀଙ୍କ ଆୟୁଷ ଓ ଉନ୍ନତି ବିଷୟରେ ଚିନ୍ତା କରିବା ଉଚିତ ।
୫- ବିବାହିତା ନାରୀମାନେ ସିନ୍ଦୁର ଲଗାଇବା ସମୟରେ ମାତା ପାର୍ବତୀଙ୍କ ନାମ ନେବା ଉଚିତ । କାରଣ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମା ପାର୍ବତୀଙ୍କ ଠାରୁ ପ୍ରାପ୍ତ ହୋଇଥାଏ ।
୬- ବିବାହିତା ନାରୀ ମାନେ ପିରିଏଡ ସମୟରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ସିନ୍ଦୁର ତଳେ ପଡିବା ଅଶୁଭ ମାନାଯାଏ । ତେଣୁ ଏହାକୁ ସୁରକ୍ଷିତ ଜାଗାରେ ରଖନ୍ତୁ ।
୭- ସିନ୍ଦୁରକୁ କେବେ ବି କାହା ଆଗରେ ଲଗାନ୍ତୁ ନାହିଁ । ଏମିତି କରିଲେ ଆପଣଙ୍କ ସମ୍ପର୍କରେ ନଜର ଲାଗିପାରେ ଓ ସ୍ଵାମୀଙ୍କ ପ୍ରେମ କମ ହୋଇପାରେ ।
୮- ମଥାରେ ସିନ୍ଦୁର ଲଗାଇବା ପାଇଁ ଶୁଖିଲା ସିନ୍ଦୁରର ବ୍ୟବହାର କରିବା ଉଚିତ । ମଥାରେ ଓଢଣି ଦେଇ ସିନ୍ଦୁର ଲଗାଇବା ଉଚିତ ।
୯- ଯଦି ଆପଣ ଶୁଖିଲା ସିନ୍ଦୁରକୁ ଠିକ ନିୟମରେ ଲଗାଉ ନାହାନ୍ତି ତେବେ ଅଶୁଭ ହୋଇଥାଏ । ସିନ୍ଦୁରକୁ ସର୍ବଦା ଝିଙ୍କ କାଠି ବା ରୂପା କଣ୍ଟାରେ ଲଗାଇବା ଉଚିତ ।
୧୦- ଯେଉଁ ମହିଳା ନିଜ ମତରେ ସିନ୍ଦୁରକୁ ଲୁଚାଇଥାନ୍ତି ସେମାଙ୍କ ସ୍ଵାମୀକୁ ସମାଜରେ ମାନ ସମାନ ମିଳିପାରେ ନାହିଁ ।
୧୧- ଶାସ୍ତ୍ର ଅନୁଯାୟୀ ସିନ୍ଦୁରକୁ ସବୁବେଳେ ନାକ ସିଧା ମଥାରେ ଲଗାଇବା ଉଚିତ । ସିନ୍ଦୁରରେ ଗୋଟେ ପଇସା ରଖିଲେ ବହୁତ ଶୁଭ ହୋଇଥାଏ ।
୧୨- କେବେ ବି କାହା ହାତରୁ ସିନ୍ଦୁର ଲଗାନ୍ତୁ ନାହିଁ । ନିଜେ ଲଗାନ୍ତୁ ନ ହେଲେ ସ୍ଵାମୀଙ୍କ ହାତରୁ ସିନ୍ଦୁର ଲଗାନ୍ତୁ । ସ୍ଵପ୍ନରେ ସିନ୍ଦୁର ଦେଖିଲେ ବହୁତ ଶୁଭ ମାନାଯାଏ ।