ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 19 ଜୁନ ରୁ 24 ଯାଏଁ ଏହି ରାଶିଙ୍କୁ ମିଳିବ ବଡ ଖୁସି ଖବର, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବାରତା । ଯଦି ଶନିଦେବ କାହା ଉପରେ ପ୍ରସନ୍ନ ହୋଇ ଇଜରା କୃପା ବର୍ଷାଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କୁ ବିଜୟୀ ହେବାରେ କେହି ବି ରୋକିପାରିବେ ନାହିଁ । କିନ୍ତୁ ଶନିଦେବଙ୍କ କୋପ ଦ୍ରୁଷ୍ଟି ସେହି ବ୍ୟକ୍ତି ଉପରେ ପଡିଲେ ତାରା ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ତେବେ ଆସନ୍ତା 19 ତାରିଖ ଠାରୁ 24 ତାରିଖ ଯାଏଁ କିଛି ରାଶିଙ୍କୁ ମିଳିବାକୁ ଯାଉଛି ଖୁସି ଖବର । ଏହି ରାଶି ହେବାକୁ ଯାଉଛନ୍ତି ଧନବାନ ପ୍ରଭୁ ଶନିଦେବଙ୍କ କୃପାରୁ । ଏବେ ଆସନ୍ତୁ ଜାଣି ନେବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ ।
ବୃଷ ରାଶି : ଆଗାମୀ ସମୟ ଅତ୍ୟନ୍ତ ଭଲ ରହିବ । ବନ୍ଧୁଙ୍କ ସହ ମିଳନ ହେବ । ଦୂର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଯେଉଁ ମାନଙ୍କର ଦୀର୍ଘ ଦିନ ହେବ ବିବାହ ହେଉ ନ ଥିଲା ବିବାହର ଯୋଗ ଆସୁଛି । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।
ମକର ରାଶି : ଭଗବାନ ଶନିଙ୍କ କୃପାରୁ ପେଣ୍ଡିଙ୍ଗ ଥିବା କାମ ପୂରଣ ହେବ । ଆୟରେ ବୃଦ୍ଧି ହେବ । ସନ୍ତାନଙ୍କ ଠାରୁ ଖୁସି ଖବର ପାଇଅବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ । ବେରୋଜଗାରଙ୍କୁ ଚାକିରି ମିଳିବ । ପ୍ରମୋଶନ ଅଟକିଥିଲା ତାହା ଏବେ ପୂରଣ ହେବ ।
କନ୍ୟା ରାଶି : ଭଗବାନ ଶନିଦେବଙ୍କ ଅଶେଷ କୃପା ପ୍ରାପ୍ତ ହେବ । ବ୍ୟାପାରରେ ଶୁଭ ଖବର ପାଇବେ । ସୁନା, ଗାଡି, ଘର କ୍ରୟ କରିପାରନ୍ତି । ସନ୍ତାନଙ୍କ ଠାରୁ ଖୁସି ଖବର ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ମଧୁମୟ ହେବ । ଯେଉଁ ଏମାନେ ନିସନ୍ତାନ ଥିଲେ ସେମାନଙ୍କୁ ସନ୍ତାନ ସୁଖ ମିଳିବ ।
ମେଷ ରାଶି : ଯେଉଁ ମାନେ ବିଜନେସ କରୁଥିଲେ ସେମାନେ ଅଧିକରୁ ଅଧିକ ଲାଭ ପାଇବେ । ଦୀର୍ଘ ଦିନ ଧରି ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ମନ ମୁତାବକ ଚାକିରି ମିଳିବାକୁ ଯାଉଛି । ନୂଆ ଗାଡି, ଘର କ୍ରୟ କରିପାରନ୍ତି ।
ସିଂହ ରାଶି : ଆପଣଙ୍କ ଜୀବନରେ ଅନେକ ଖୁଶିର ଖବର ଆସିବାକୁ ଯାଉଛି । ରାଜନୀତି ଓ କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ମନ ସମାନ ବଢିବ । ନୂଆ ଚାକିରି ମିଳିବ । ପରିବାରରେ ଖୁଶିର ମାହୋଲ ରହିବ । ବିବାହର ଯୋଗ ଅଛି ।
ଧନୁ ରାଶି : ପ୍ରଭୁ ଶନିଙ୍କ କୃପାରୁ ଶୁଭ ଖବର ପ୍ରାପ୍ତ ହେବ । ସମାଜରେ ମାନ ସମାନ ବଢିବ । ଚାକିରିରେ ପ୍ରମୋଶନ ହେବା କାରଣରୁ ଅଧିକ ଟଙ୍କା ସଞ୍ଚୟ କରିବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ ।
କୁମ୍ଭ ରାଶି : ଆପଣଙ୍କର ମନ ମୁତାବକ ଚାକିରି ମିଳିବ । ପ୍ରେମ ଜୀବନ ବିବାହର ରୂପ ନେବ । ବ୍ୟାପାରରେ ଲାଭବାନ ହେବେ । ଆର୍ଥିକ ସ୍ଥିତି ଭଲ ରହିବ ।
ମିଥୁନ ରାଶି : ଜୀବନସାଥିଙ୍କ ସହଯୋଗ ମିଳିବ । ପ୍ରତିଯୋଗୀତା ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିବେ । ଆଗାମୀ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ମାନସିକ ଚିନ୍ତାରୁ ମୁକ୍ତି ପିବେ ।