ବାହୁଡ଼ା ଯାତ୍ରା ପୂର୍ବରୁ ଏହି ରାଶି ହେବେ କୋଟିପତି, ସେହି ଭାଗ୍ୟଶାଳୀ ରାଶି ଆପଣଙ୍କର ନୁହେଁ ତ ?

ବନ୍ଧୁଗଣ ଚଳିତ ବର୍ଷ ଜୁନ 28 ତାରିଖ ବୁଧବାର ଦିନ ପଡିବାକୁ ପବିତ୍ର ବାହୁଡା ଯାତ୍ରା । ଆଖି ରୁ ଲୁହ ପୋଛି ଦିଅନ୍ତୁ । କାରଣ କିଛି ରାଶି ବାହୁଡା ଯାତ୍ରା ପୂର୍ବରୁ ହେବାକୁ ଯାଉଛନ୍ତି ଧନବାନ । ଏମାନଙ୍କ ଉପରେ ଭଗବାନ ବିଶୁଣୁ ଙ୍କ ଅପାର କୃପା ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଏହି ରାଶି ମାନଙ୍କର ଭାଗ୍ୟ ଏବେ ଦ୍ରୁତ ଗତିରେ ଚାଲିବାରେ ଲାଗିବ । ଅନେକ ସଫଳତା ମିଳିବାର ଅଛି । ଏମାନଙ୍କ କୁଣ୍ଡଳୀରେ ଅନେକ ବର୍ଷ ପରେ ରାଜଯୋଗ ଓ ଧନ ଯୋଗ ଆସିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।
ମିଥୁନ ରାଶି : ମା ଲକ୍ଷ୍ମୀ ଙ୍କ କୃପାରୁ ଜୀବନରେ ସଫଳତା ଅର୍ଜନ କରିବେ । ସବୁ କଷ୍ଟର ନିବାରଣ ହେବ । ଆଗକୁ ବଢିବା ପାଇଁ ବହୁତ ସାରା ସୁନାର ଅବସର ମିଳିବ । ଜୀବନରେ ଏହାବାଉନ ଥିବା ଚେଞ୍ଜେସ ବହୁତ ଭଲ ରହିବ । ଧନ ସହ ଖୁସି ପ୍ରାପ୍ତ ହେବ । ଆପଣଙ୍କ ଘରେ ବିବାହ ହୋଇପାରେ । ବେରୋଜଗାର ଙ୍କୁ ରୋଜଗାର କରିବାର ଅବସର ମିଳିବ ।
କନ୍ୟା ରାଶି : କନ୍ୟା ରାଶିର ଜାତକ ଧନ ଜନିତ ସମସ୍ୟାର ସମାଧାନ ହେବାକୁ ଯାଉଛି । ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ରହି ଯାଇଥିବା ଟଙ୍କା ଫେରି ପାଇବେ । ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଖବର ମିଳିପାରେ । ଭଗବାନ ବିଶୁଣୁ ଙ୍କ କୃପାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।
ବୃଷ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କର ଚାକିରିରେ ଚାଲିଥିବା ସମସ୍ୟାର ସମାଧାନ ହେବ । ପଦୋନ୍ନତିରେ ବୃଦ୍ଧି ହୋଇପାରେ । ମାନ ସମାନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ବହୁତ ବଡ ଲାଭ ହେବ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିପାରେ ।
ତୁଳା ରାଶି : ତୁଳା ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ବହୁତ ଶୁଭ ଅହିବ । କାର୍ଯ୍ୟ କ୍ଷେତ୍ର ରେ ଉଚ୍ଚ ଅଧିକାଇଙ୍କ ସହଯୋଗ ପ୍ରାପ୍ତ ହେବ । ଉଚ୍ଚ ପଦ ପାଇଁ ପ୍ରୟାସ କରୁଥିଲେ ଆପଣଙ୍କୁ ସଫଳତା ମିଳିବ । ନୂଆ ବ୍ୟାପାର ଆରମ୍ଭ କରିବେ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । ବ୍ୟାପାରୀ ମାନେ ବ୍ୟାପାରରେ ଦୁଇ ଗୁଣା ଲାଭ ପାଇବେ । ଚାକିରି କରୁଥିବା ବ୍ୟକ୍ତି ଙ୍କୁ ନିଶ୍ଚିନ୍ତ ଭାବେ ପ୍ରମୋଶନ ମିଳିବ ।
କୁମ୍ଭ ରାଶି : ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳ ହେବେ । କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ଯା ରହିବ ନାହିଁ । କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ଆସା ରଖିଥିଲେ ନିଶ୍ଚୟ ପାଇବେ ।
ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଲୋକ ମାନେ ଏମାନଙ୍କର ମାର୍ଗ ଦର୍ଶନ ପାଇବା ଦ୍ଵାରା ନିଜକୁ ଭାଗ୍ୟଶାଳୀ ମନେ କରିବେ ।